ଫିରିଙ୍ଗିଆ ଭୃଙ୍ଗୀଯୋଡି ଗାଁ ନିକଟରେ ବୃଦ୍ଧ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ.. ଜଣେ ଅଟକ

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ଗାଁ ନିକଟରେ ଥିବା ଘାଇ ପଛପଟ ଏକ ନାଳ ରୁ ଜଣେ 65 ବର୍ଷୀୟ ବୃଦ୍ଧ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରିଛି ଫରିଙ୍ଗିଆ ପୋଲିସ। ମୃତକ ଜଣକ ଭୃଙ୍ଗିଯୋଡି ଗାଁ ର ଦାନାଇଁ କହଁର ବୋଲି ଜଣା ପଡ଼ିଥିବା ବେଳେ ପାରିପାର୍ଶ୍ଵିକ ପରିସ୍ଥିତି ରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଜଣା ପଡିଛି.। ଏହାକୁ ନେଇ ଫିରିଙ୍ଗିଆ ଅଂଚଳରେ ଏବେ […]

୧୦ବର୍ଷ ହେଲା ଅଧାପ ନ୍ତୁରିଆ ଅବସ୍ଥାରେ ପଡିଛି ରାଜୀବଗାନ୍ଧୀ ସେବା କେନ୍ଦ୍ର

ଫୁଲବାଣୀ- (ସୁନୀଲପଟନୀୟକ) ବର୍ଷେ ଦିବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେଲା ଅଧାପନ୍ତ ରିଆ ଅବସ୍ଥାରେ ପଡିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ପସରା ପଞ୍ଚାୟତରେ ରାଜି ବ ଗାନ୍ଧୀ ସେବା କେନ୍ଦ୍ ନିର୍ମାଣ କାର୍ଯ୍ୟ।କେବେ ସରିବ ସେ ନେଇ ଯନ୍ତ୍ରୀ କିମ୍ବା ସରପଞ୍ଚ କିଛି ସଠିକ ଭାବରେ କହିପାରୁ ନାହାଁନ୍ତି ।ଗତ ୨୦୧୦/୧୧ରେ କେନ୍ଦ୍ର ସରକାର ସବୁ ପଞ୍ଚାୟତରେ ରାଜିବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିବ । ଲାଗି ୧୦ ଲକ୍ଷ ଟଙ୍କା […]

କରୋନାରେ ଚାଲିଗଲେ ଅଭିନେତା ଯମ ମହାରାଜ: କନ୍ଧମାଳ ଜିଲାରେ ଶୋକର ଛାୟା

କନ୍ଧମାଳ,୧୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ସହରର ଜଣାଶୁଣା ମଞ୍ଚ କଳାକାର ବାସୁଦେବ ସାହୁଙ୍କ ମଙ୍ଗଳବାର ସକାଳୁ ଚିକିତ୍ସିତ ଅବସ୍ଥାରେ କୋଭିଡ଼୍ ମେଡ଼ିକାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରଚାରିତ ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ସ୍ୱର୍ଗତ ବାସୁଦେବ ସାହୁ କନ୍ଧମାଳ ଜିଲାର ଜଣେ ସଫଳ ମଞ୍ଚ ଅଭିନେତା ଭାବେ ବେଶ୍ ପରିଚିତ ଥିଲେ। ସମାଜ ସେବା କ୍ଷେତ୍ରରେ ମଧ୍ୟ ସେ ବେଶ ଆଗରେ […]

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲିଗୁଡା,୧୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ ରଖି ଆଜି ସକାଳୁ ପୋଲିସର ଜିମା ଦେଲେ ଗ୍ରାମବାସୀ ।ସନ୍ଦିଗ୍ଧ ଜଣକ ପର୍ତ୍ତମାହା ପଞ୍ଚାୟତର କଟାବାଡ଼ି ଗ୍ରାମର ମିନକେତନ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ମିନକେତନ […]

କନ୍ଧମାଳ ଜିଲ୍ଲାର ୧୦ ଥାନା ଅଧିକାରୀଙ୍କ ବଦଳୀ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲାର ଥାନା ଗୁଡିକ ଅଧିକ ଶକ୍ତିଶାଳୀ କରିବା ସହ ଓ ଜନସାଧାରଣଉନ୍ନତମାନର ସେବା ଯୋଗାଇଦେବା ଲକ୍ଷ୍ୟରେଏସପି ବିନିତ ଅଗ୍ରୱାଲ ଜିଲ୍ଲାର ୧୦ଟି ଥାନାର ଥାନ। ଅଧିକାରୀଙ୍କ ଅଦଳବଦଳ କରିଛନ୍ତି ।ଗତକାଲି ଚିଠି ନମ୍ବର ୬୯୮ ତା-୧୭/O୫/୨୧ରେ କନ୍ଧମାଳ ଏସପି ବିନିତି ଅଗ୍ରୱାଲଏହି ବଦଳୀ ଆଦେଶ କରିଛନ୍ତି ।ଫୁଲ ବାଣୀ ଏସପି କାର୍ଯ୍ୟ।ଳୟରେ ଅବସ୍ଥାପିତ ଥିବା ଇନସପେକ୍ଟର ଅମ୍ବିକାପ୍ରସାଦ ପଟନାୟକଙ୍କୁ ଚକାପାଦ ଥାନା ଅଧିକାରୀ ଭାବେ ବଦଳୀ କରିଥିବାବେଳେ ଚକାପାଦ ଥାନା […]

ତୁମୁଡିବନ୍ଧ ରେ ଟ୍ରକ ଓଆମ୍ବୁଲାନ୍ସ ଦୁର୍ଘଟଣା ୩ ଗୁରୁତର

ଫୁଲବାଣୀ- (ସୁନୀଲ ପଟନାୟକ) ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବାର ମାଇଲ ନିକଟରେ ଏକ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ଫଳରେଆମ୍ବୁଲାନ୍ସ ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇ ଥିବା ବେଳେ ହେଲପର ଓ ଆମ୍ବୁଲାନ୍ସ ଡ୍ରାଇଭରମଧ୍ଯ ଆହତ ହୋଇଥିବା ଜଣା ପଡିଛି । ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । […]

ମାରୁତିସେନା ପକ୍ଷରୁ ଗରୀବ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

ଫୁଲ ବାଣୀ-( ସୁନୀଲ ପଟନାୟକ) ମହାମାରୀ କରେ। ନା ସଂକ୍ରମଣ ରୋକିବା ପାଇଁ ସରକାର ଏବେ ଗତ ୫ ତାରିଖରୁ ଲକ ଡାଉନ ଜାରୀ କରିଛନ୍ତି। ଲୋକମାନଙ୍କୁ ଘରେ ରହିବାଲାଗି ପରାମର୍ଶ ଦେଇଛନ୍ତି । ଏପଟେ ଲକ୍ ଡ଼ାଉନ ସଟ ଡ଼ାଉନ ଯୋଗୁଁ କାମ ଧନ୍ଦା ମିଳୁ ନ ଥିବାରୁ ଗରୀବ ଓ ଦିନ ମଜୁରିଆ ମାନେ ଦୁଇଓଳା ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। କେହି କେହି ଭୋକିଲା ମଧ୍ୟ ରହୁଛନ୍ତି । ଫଳରେ ସେମାନଙ୍କ […]

ଅସହାୟ ଙ୍କ ସାହାରା ଜାଗ୍ରତ କନ୍ଧମାଳ

ଫୁଲବାଣୀ- (ସୁନୀଲ ପଟନାୟକ)କରୋ । ନା କଟକଣା ସାଙ୍ଗକୁ ସରକାର ସଂକ୍ରମଣ ରୋକିବା ପାଇଁ ଲକଡ଼ାଉନ ସଟ ଡ଼ାଉନ ଅବଧି ବଢ଼ାଇ ଦେଇଛନ୍ତି ।ଲକ ଡ଼ାଉନ ଯୋଗୁଁ ଲୋକେ ଜିବିକା ହରାଇଛନ୍ତି । ବହୁ ଗରୀବ ଶ୍ରମଜିବୀଙ୍କ ଅବସ୍ଥା କହିଲେ ନ ସରେ । ଦୁଇଓଳା ଦୁଇମୁଠା ଖାଇବା ମୁସ୍କିଲ ହୋଇ ପଡ଼ୁଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ବିଶେଷକରି ବସ୍ତି ବାସିନ୍ଦା, ଓ ଗ୍ରାମ । ଞ୍ଚଳରଲୋକେ ।ଏଭଳି ଅସମୟରେ ଗରୀବ ଅସହାୟ ମାନଙ୍କ […]

ସ୍ଵର୍ଗଦ୍ଵାର ବିଶୋଧନ କଲେ ସ୍ବେଚ୍ଛାସେବୀ

ପୁରୀ(ଉଲପ୍ର)ରୀ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ଧାର୍ମିକ ସ୍ଥଳୀ ଭାବେ ସ୍ଵର୍ଗଦ୍ଵାର ପରିଚିତ।ସମଗ୍ର ଓଡ଼ିଶାର ଲୋକମାନେ ନିଜର ପ୍ରୀୟଜନଙ୍କ ଶବ ସତ୍କାର ପାଇଁ ଏଠାକୁ ଆସିଥାନ୍ତି। ବର୍ତମାନ କୋଭିଡ କଟକଣା ପାଇଁ ଅନ୍ୟ ଜିଲ୍ଲା ର ଶବ ସତ୍କାର ବନ୍ଦ ଥିଲେ ମଧ୍ୟ, ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକେ ଏଠାକୁ ପ୍ରିୟଜନଙ୍କ ଶବ ସତ୍କାର ଆସୁଛନ୍ତି।ଦୈନିକ ବିଭିନ୍ନ ପ୍ରକାର ଲୋକଙ୍କ ସମାଗମ ହେତୁ ଏଠାରେ ଭୟାବହ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି, ଯାହାକି ଜିଲ୍ଲା […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୯ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ସପ୍ତମୀ ଦିବା ଘ୧୨/୩୮ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର-ଅଶ୍ଳେଷା ଦିବା ଘ ୦୪/୨୦ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର- କର୍କଟ ଦିବା ଘ ୦୪/୨୦ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ଧୃବକରଣ-ବାଣିଜ୍ୟସୌରମାସ-ବୃଷ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୫୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ ୧୨/୩୮ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେକର୍କଟ ରାଶିର ଘାତବାରସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୨୦ ଗତେ ଘ୧୦/୦୧ […]