ଆଠଗଡ ଆମ୍ବବଜାର ମାନ୍ଦା,ପାଞ୍ଚ ଟଙ୍କାରେ ମିଳୁଛି ଆମ୍ବ,ଆମ୍ବ ଚାଷୀ ହତାଶ

ଆଠଗଡ(ଉଲାପ୍ର)ଲକଡାଉନ ଓ ସଟଡାଉନ ଆଠଗଡ ଆମ୍ବଚାଷୀଙ୍କ ନିଦ ହଜାଇ ଦେଇଛି,ଆଠଗଡ ଆମ୍ବ ବଜାରରେ ପାଞ୍ଚ ଟଙ୍କାରୁ ଆରମ୍ଭ କରି ଦଶ ଟଙ୍କାରେ ଗୁରୁଡ଼ି ଆମ୍ବ ମିଳୁଥିଲେ ମଧ୍ୟ ଆମ୍ବ ନେବାକୁ ବଜାରରେ ଖାଉଟି ନାହାଁନ୍ତି, ଯାହାକି ଆଠଗଡ ବଜାରରେ ଆମ୍ବ ଗଦା ହୋଇ ରହିଥିବା ବେଳେ ଆମ୍ବ ଚାଷୀ ଓ ବେପାରୀଙ୍କ ନିଦ ହଜିଯାଇଛି,ଆଠଗଡ ବଜାର ଆମ୍ବ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହି ଦୈନିକ ପରିବା ମାର୍କେଟକୁ ପ୍ରତେକ ଦିନ ଜାତିଜାତିକା ଆମ୍ବ ନେଇ […]

ବାଲିଗୁଡା: କରୋନା ଆକ୍ରାନ୍ତ ଦିବ୍ୟାଙ୍ଗ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇଲେ ଡାକ୍ତର

ଡାକ୍ତରଖାନା ସଙ୍ଗୋରୋଧରେ ରହିଲେ ମା’ ଓ ନବଜାତକବାଲିଗୁଡା,୧୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଜଣେ କରୋନା ଆକ୍ରାନ୍ତ ଦିବ୍ୟାଙ୍ଗ ଗର୍ଭବତୀ ମହିଳାଙ୍କୁ ସଫଳତାର ସହ ପ୍ରସବ କରାଇଛନ୍ତି ଡାକ୍ତର। ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରିଛନ୍ତି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶାନ୍ତ ନାୟକ ଓ ତାଙ୍କ ସହଯୋଗୀମାନେ। ଡାକ୍ତର ନାୟକଙ୍କ ସୂଚନା ଅନୁସାରେ ଉଭୟ ମା ଓ ନବଜାତକ ସୁସ୍ଥ ଅଛନ୍ତି, ତେବେ ନବଜାତକ […]

କନ୍ଧମାଳ : ଜିଓ ଟାୱାର ଅଛି ହେଲେ କାମ କରୁନି : ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି

କନ୍ଧମାଳ,୧୬/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଞ୍ଚାୟତ ବୈରିକୁମା ଠାରେ ଜିଓ ଟାୱାର ବସିବାର ଦିର୍ଘ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି | ଫଳରେ ଜନସାଧାରଣ ନେଟୱର୍କ ସମସ୍ଯା କୁ ନେଇ ବହୁ ଅସୁବିଧାର ସମୁଖିନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି l ଏହି ଅଞ୍ଚଳରେ ବିଏସଏନଏଲ ଟାୱାର ସାତ ସପନ […]

କୋଟଗଡ଼ ମୁଣ୍ଡାସାହୀ ରୁ ମୃତ ଜିଆଦ ଉଦ୍ଧାର

ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳ ଅଧୀନ ମୁଣ୍ଡାସାହିଠାରେ କୌଣସି ସୁତ୍ରରୁ ଖବର ପାଇ ଜଙ୍ଗଲ ବିଭାଗ ରେ ଜଂର ସୂର୍ଯ୍ୟକାନ୍ତ ବେହେରା ଙ୍କ ନେତୃତ୍ଵରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଜିଆ ଦକୁ ଜବତ କରିଛନ୍ତି । ତେବେ ପୂର୍ବରୁକିଛି ଲୋକ ସେଠାରେ ପହଞ୍ଚି ମୃତ ଜିଆ ଦକୁ ନେଇଯିବା ଲାଗି ଉଦ୍ୟମ କରୁଥିଲେ । ଫଳରେ କିଛି ସମୟ ଧରି ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ […]

କନ୍ଧମାଳରେ ମନରେଗା ଆଣ୍ଠେଇଛି କାମ କରି ପାଉଣା ର୍ମିଳୁନି ବର୍ଷେ ହେଲାଣି

ଫୁଲ ବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛିକହିଲେ ଭୁଲ ହେବନି । ମନରେଗାଜବକାର୍ଡ଼ ଧାରୀମାନେ କାମ କରି ବର୍ଷ ବର୍ଷ ଧରି ପାଉଣା ପାଉନାହଁ।ନ୍ତି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ।ସରକାରୀ ନିୟମ ପ୍ରକାରେ ଜବକାର୍ଡ଼ ଧାରୀମାନଙ୍କୁ କାମ କରିବାର ୧୫ ଦିନ ମଧ୍ୟରେ ପାଉଣା ଦେବାର ନିୟମ ରହିଛି । ହେଲେ ଏଠାରେ ବର୍ଷବର୍ଷ ଲାଗି ଯାଉଛି ପାଉଣା ଗଣ୍ଡାକ ପାଇବାପାଇଁ। ହିତାଧିକାରୀମାନେ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ଯାଏ […]

ରାଇକିଆରେ ପାଣି ଗରାଏ ପାଇଁ ଶତାଧିକ ଲୋକଙ୍କ ଭିଡ଼

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ସରକାର ଏବେ ସମସ୍ତଙ୍କ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗ । ଇ ଦେବା କଥା କହୁଛନ୍ତି। ହେଲେ ଏ ସବୁ ଯୋଜନା ଯୋଜନ ଯୋଜନ ଦୁରରେ ଥିବା ମନେହେଉଛି । ହେଲେ ପୂର୍ବରୁ ସରକାର ଗାଁ ଗାଁରେ ନଳକୁ ପ, କୁ ପ, ତା ସାଙ୍ଗକୁ ଗ୍ରାମ୍ୟପାଇପ ଜଳଯୋଗାଣ ପ୍ରକଳ୍ପମାନ ମଧ୍ୟ ପ୍ରତିଷ୍ଠା କରିଛନ୍ତି ସରକାର।ହେଲେ ଏତେ ସବୁ ଯୋଜନା ସତ୍ଵେ ଲୋକେ ପାଣି ଗରାଏ ପାଇଁ ଡ ହଳ […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୮ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ଷଷ୍ଠୀ ଦିବା ଘ ୧୨/୨୪ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର-ପୂଷ୍ୟ। ଦିବା ଘ ୦୩/୨୫ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର- କର୍କଟଯୋଗ-ବୃଦ୍ଧିକରଣ-ତୈତିଳସୌରମାସ-ବୃଷ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୫୪ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୧୨/୨୪ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେମକର ରାଶିର ଘାତବାରଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୧/୨୦ ଗତେ ଘ୦୨/୫୮ ମଧ୍ୟେବାରବେଳା- ଦିବା ଘ ୦୬/୫୦ ଗତେ […]

ଅଭୟ ଅଭିନବ ଉପାୟରେ ଆଠଗଡ ସହର ସହିତ ଅଠର ଗୋଟି ୱାର୍ଡକୁ କଲେ ସାନିଟାଇଜ,ଅମ୍ଳଜାନ ପାଇଁ ଜନସାଧାରଣ ଙ୍କୁ ବାଣ୍ଟିଲେ ଆମ୍ବଗଛ

ଆଠଗଡ(buro news)କରୋନା ମହାମାରୀ ସମୟରେ ଆଠଗଡର ଯୁବ ସଙ୍ଗଠକ ଅଭୟ ବାରିକଙ୍କ ଅଭିନବ କାର୍ଯ୍ୟକ୍ରମ ଜନସାଧାରଣ ଙ୍କୁ ପସନ୍ଦ ଲାଗୁଛି, ଗତବର୍ଷ ଠାରୁ ଅଭୟ ବାରିକ ସାରା ଆଠଗଡ ନିର୍ବାଚନ ମଣ୍ଡଳୀ ରେ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କର ସୁଖଦୁଃଖରେ ଭାଗିଦାରୀ ହେବା ସହିତ କରୋନା ମହମାରୀକୁ ନେଇ ଅଦ୍ୟାବଧି ସଚେତନତା ଜାରି ରଖିଛନ୍ତି, ଯେତେବେଳେ ଆଠଗଡ ର ସାତ ସାତ ଥରର ବିଧାୟକ ମହମାରୀକୁ ଡରି ବାହାରୁ ନଥିବା ବେଳେ ସେ ସମୟରେ ଲୋକମାନଙ୍କ ପାଖରେ […]

କର୍କଟ ରୋଗରେ ଶଯ୍ୟl ଶାୟୀ ଜୟନ୍ତୀ କୁ ଚିକିତ୍ସା ସହାୟତା ମିଳୁନି

ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାର ଗ୍ରାମାଞ୍ଚଳର ଗରୀବ ଲୋକମାନଙ୍କ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେଉଥିବା କଥା କହୁଛନ୍ତି । ହେଲେ ବାସ୍ତ ବ ଚିତ୍ର କିନ୍ତୁ ଅଲଗା । ଗ୍ରାମାଞ୍ଚଳର ଲୋକେ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡି ଗଡ଼ ପଞ୍ଚାୟତର ବନାଙ୍ଗ ସାହ୮ ନମ୍ଵର ୱ।ର୍ଡରେ ଦେଖିବାକୁ ମିଳିଛି ଏକ ହୁଦୟସ୍ପର୍ଶୀ କରୁଣ ଦୃଶ୍ୟ।ଗ୍ରାମ […]

ରବୀନ୍ଦ୍ର ଭୂଜବଳ ହେଲେ କାନପୁର ଥାନା ଅଧିକାରୀ

ନରସିଂହପୁର-୧୭.୫.୨୧-କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦୋନୁସାରେ ରବୀନ୍ଦ୍ର ଭୂଜବଳ କାନପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ଥାନା ଅଧିକାରୀ ସସ୍ମିତା ରଣା ଙ୍କୁ କଟକ ଡିଆଇବି କୁ ବଦଳି ହୋଇଛନ୍ତି।ପୂର୍ବରୁ ଶ୍ରୀ ଭୁଜବଳ ତିଗିରିଆ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।