ଷ୍ଟେସନ ମୁଖ୍ୟ ଫାଟକ ଦେଇ ଫେରୁନାହାନ୍ତି ପ୍ରବାସୀ : ରାୟଗଡାରେ ଟ୍ରେନରୁ ଓହ୍ଲାଇ ଗଳାବାଟ ଦେଇ ଚାଲିଯାଉଛନ୍ତି ଘରକୁ

ଜିଲ୍ଲା ପ୍ରଶାସନ ପକ୍ଷରୁ ନା ହେଉଛି ଥର୍ମାଲ ସ୍କିନିଂ, ନା ରହୁଛି ଯାତ୍ରୀଙ୍କ ସଂପୂର୍ଣ୍ଣ ବିବରଣୀ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଚିଂଛି । ଏଭଳି ସ୍ଥିତିରେ ରେଳ ବିଭାଗର ବେପରୁଆ ମନଭାବ ଯୋଗୁଁ ଟ୍ରେନ ଯୋଗେ ଫେରୁଥିବା ରାୟଗଡା ଜିଲ୍ଲାର ପ୍ରବାସୀ ଗଳାବାଟ ଦେଇ ଚାଲିଯାଉଛନ୍ତି । ପ୍ରବାସୀଙ୍କ ସମ୍ପୂର୍ଣ୍ଣ ବିବରଣି ଜିଲ୍ଲା ପ୍ରଶାସନ ପାଖରେ ରହୁନାହିଁ । ଫଳରେ ସଂକ୍ରମଣ ବଢିବାର ଆଶଙ୍କା କରି ଭୟଭିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ […]

ମେଦବହୁଳ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା, ଫୁସଫୁସ ସଂକ୍ରମଣ ଓ ହାର୍ଟ ଆଟାକ୍ ଆଶଙ୍କା

ମେଦବହୁଳ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା । ମେଦ ବହୁଳ ରୋଗୀଙ୍କୁ କରୋନାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଥିବା ବେଳେ ସେମାନଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଅଧିକ ଆବଶ୍ୟକ ହେଉଛି । ଯାହାକି ବର୍ତ୍ତମାନ ଉଦବେଗର ବିଷୟ ପାଲଟିଛି ବୋଲି କହିଛନ୍ତି ଡାକ୍ତର । ମୋଟା ଲୋକଙ୍କୁ କରୋନା ଘାତକ । ମେଦ ବହୁଳତା ଥିଲେ ସଂକ୍ରମଣ କାଳ । ଫୁସଫୁସ ସଂକ୍ରମଣ ଓ ହାର୍ଟ ଆଟାକ୍ ଆଶଙ୍କା । ଘରେ ରହି ଯୋଗ ଓ […]

ଭାକ୍ସିନ୍‌ କିଣା-ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ସ୍ଥାପନରେ ଖର୍ଚ୍ଚ ହେଉ ପିଏମ୍‌ କେୟାର୍ସ ଫଣ୍ଡ୍‌: ସୁପ୍ରିମ୍‌କୋର୍ଟରେ ଆବେଦନ…

ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଭାକ୍ସିନ୍‌ କିଣାଯାଇ ସମସ୍ତଙ୍କୁ ଟିକା ଦେବା ସହିତ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ ଲାଗି ପିଏମ୍‌ କେୟାର୍ସ ଫଣ୍ଡକୁ ଖର୍ଚ୍ଚ କରାଯାଉ ବୋଲି ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି। ଆଇନଜୀବୀ ବିପ୍ଳବ ଶର୍ମାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ଦେଖାଦେଇଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି […]

ହୋମ୍‌ କ୍ୱାରାଣ୍ଟାଇନ ଆକ୍ରାନ୍ତଙ୍କୁ କଂଗ୍ରେସ ଦେବ ଔଷଧ

କରୋନା ମହାମାରୀର ୨ୟ ଲହର ଭୁବନେଶ୍ୱର, କଟକରେ ସଂକ୍ରମଣ ହାର ବଢ଼ି ଏକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି। ଏହି ମୁହୂର୍ତ୍ତରେ କୋଭିଡ୍‌ ଆକ୍ରାନ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ଓ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ପକ୍ଷରୁ ଦ୍ୱୈତ ଜିଲା କଂଗ୍ରେସ ମାଧ୍ୟମରେ ନିଃଶୁଳ୍କ ଭିଟାମିନ ବଟିକା ବଣ୍ଟନ କରାଯିବ। ଏନେଇ ଶୁକ୍ରବାର କଂଗ୍ରେସ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଜିଲା କଂଗ୍ରେସ […]

କରୋନା ସଙ୍କଟ ମଧ୍ୟରେ ସାମୁହିକ ଇସ୍ତଫା ଦେଲେ ୧୬ ଡାକ୍ତର

କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ଉନ୍ନାଓର ୧୬ଜଣ ସରକାରୀ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରମାନେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି)ର ଦାୟିତ୍ୱରେ ରହିଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଉକ୍ତ ଡାକ୍ତର ଅଭିଯୋଗ ଆଣିଛନ୍ତି। ଡାକ୍ତରମାନେ ସଚ୍ଚୋଟତା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରୁଥିବା ବେଳେ ପ୍ରାୟ ସମୟରେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ […]

କରୋନା ପ୍ରତିରୋଧକ ଔଷଧ ଯୋଗୁ ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ: ସାଇଟୋକାଇନ୍‌ ଷ୍ଟ୍ରମ୍‌ ହେଉଛି ଘାତକ…

ପୃଥିବୀରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ ସାଇଟୋକାଇନ୍‌ ସୃଷ୍ଟି ହେଉଛି। ଫଳରେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଯୋଗୁ ଫୁସ୍‌ଫୁସ୍‌ ନଷ୍ଟ ହୋଇ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଶରୀରରେ ଆଣ୍ଟିଜେନ ପ୍ରବେଶ କଲେ ସାଇଟୋକାଇନ୍‌ ସତର୍କ ସୂଚନା ଜାରି କରିଥାଏ। […]

ଏହି ୧୦ ଖାଦ୍ୟରେ ରହିଛି ଅମ୍ଳଜାନସ୍ତର ବଢ଼ାଇବାର କ୍ଷମତା: କରୋନା କାଳରେ ପ୍ରତ୍ୟହ କରନ୍ତୁ ସେବନ

ପ୍ରଦୂଷଣକୁ ନେଇ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଧିରେ ଧିରେ କମିବାରେ ଲାଗିଛି। ଏଭଳି ସମୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀମାନଙ୍କ ଶରୀରରେ ଅମ୍ଳଜାନସ୍ତର କମୁଥିବା ଦେଖିବାକୁ ମିଳୁଛି। ଏଣୁ ଏବେ ଶରୀରରେ ଅମ୍ଳଜାନସ୍ତର ଠିକ୍‌ ରହିବା ଆବଶ୍ୟକ ହୋଇପଡ଼ିଛି। ଡାଏଟ୍‌ ଏକ୍ସପର୍ଟଙ୍କ ଅନୁସାରେ ଯଦି ଖାଦ୍ୟରେ ୧୦ଟି ସାମଗ୍ରୀ ସାମିଲ କରାଯାଏ ତେବେ ଶରୀରରେ ଅମ୍ଳଜାନର ସ୍ତର ନିୟନ୍ତ୍ରଣରେ ରହିପାରିବ। ୧୦ ଖାଦ୍ୟକୁ […]

ଏଥର ସଅଳ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ : ନିର୍ଦ୍ଧାରିତ ସମୟ ଆଗରୁ ମେ’ ୩୧ରେ ଛୁଇଁବ କେରଳ

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍‌ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ ମେ’ ୩୧ ତାରିଖରେ ଛୁଇଁବ ବୋଲି ଆଜି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଜୁନ୍‌ ୧୦ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୬ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ଚତୁର୍ଥୀ ଦିବା ଘ ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର-ଆର୍ଦ୍ରା ଦିବା ଘ ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର- ମିଥୁନଯୋଗ-ଶୂଳକରଣ- ବିଷ୍ଟିସୌରମାସ-ବୃଷ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୦୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେକନ୍ୟା ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳା- ଦିବା ଘ ୧୦/୦୫ ଗତେ ଘ୦୧/୧୮ ମଧ୍ୟେ✧═════•❁❀❁•═══ବିଶୁଦ୍ଧଅମୃତବେଳ। – […]

ଲାଇନ ପଡ଼ା ମହାବିଦ୍ୟାଳୟ ପକ୍ଷରୁ କରୋନା ସଚେ ତନତା,

ଫୁଲ ବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଲାଇନପଡ଼ାଠାରେ ଥିବା ମହାବିଦ୍ୟାଳୟରେ ଶନିବାର କରେ।ନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ୱେବ ନାର ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମଲିକଙ୍କ ସଭାପତିତ୍ଵ ରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରି ଭାବରେ ନିଯୁକ୍ତି ପାଇଥିବା ପ୍ରାଧ୍ୟାପକ ଦିନବନ୍ଧୁ ମହାନ୍ତି ଙ୍କୁ ସ୍ଵାଗତ କରାଯାଇଥିଲା। ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀମାନଙ୍କୁ କରୋନା ମହାମାରୀ ଭୟାଭୟତା ସଂପର୍କରେ ଲୋକଙ୍କୁ ବୁଝାଇ […]