ପୋଲିସ୍ କବଜାରେ ଲୁଟେରା ଗ୍ୟାଙ୍ଗ: ୯ ଜଣ ଲୁଟେରା ଗିରଫ : ବ୍ୟାପକ ସାମଗ୍ରୀ ଜବତ : ଜଣେ ଫେରାର
ବାଲିଗୁଡା,୧୫/୫:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍ । ତୁମୁଡ଼ିବନ୍ଧ ଥାନା ରାମପୁର ଛକରେ ଥିବା ନୂଆ ମଦ ଦୋକାନରୁ ଲୁଟ୍ କରିଥିଲେ କିଛି ଦୁବୃର୍ତ୍ତ । ଅଭିଯୋଗ ପ୍ରକାରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବାଲିଗୁଡ଼ା ଏସଡିପିଓ […]