ଦୁଇ ଦୁଇଟାପ୍ରକଳ୍ପ ଦାୟୀତ୍ଵରେ ଜଣେ ପିଆଇଏ. ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ

ଫୁଲବାଣୀ-( ସୁନୀଲ ପଟନାୟକ) କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷକରି କୃଷି ଓ କୃଷକର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଛନ୍ତି । ଜଳଛାୟା ଉନ୍ନୟନ୍ନ ପ୍ରକଳ୍ପ ମାଧ୍ୟମରେ ଚାଷଜମିର ଉନ୍ନତି ହୁଡା ମରାମତି, ଚେକଡ଼୍ୟାମ ନିର୍ମାଣ, କୃଷକ ସଚେତନ,ଚାଷୀଙ୍କ ଜମିରେ ବନ୍ଧ ନିର୍ମାଣ, ପ୍ଲାଣ୍ଟେସନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏ ସବୁ କାର୍ଯ୍ୟର ସୁପରିଚାଳନା ଓ ତଦାରଖ ପାଇଁ ପ୍ରତି […]

ନରସିଂହପୁରରେ ଦୈନିକ ପରିବା ବଜାର ଉପରେ ଚଢ଼ାଉ

ନରସିଂହପୁର-(ଉ ଲା ପ୍ର)ନରସିଂହପୁର ଦୈନିକ ପରିବା ମାର୍କେଟ ଉପରେ ଅତିରିକ୍ତ ତହସିଲଦାର ଓ ନରସିଂହପୁର ପୋଲିସ ଚଢ଼ାଉ କରିଥିଲେ ମାତ୍ର ସାମାଜିକ ଦୂରତ୍ୱ କେଉଁଠି ରହୁନାହିଁ।ପୂର୍ବବର୍ଷ ପରି ଚଳିତ ଲକ ଡାଉନ ସମୟରେ କ୍ଳବ ପଡ଼ିଆରେ ପରିବା ବଜାର ବ୍ୟବସ୍ତା କରାଗଲେ କାରୋନା ନିୟନ୍ତ୍ରଣ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।ମାଛ ବଜାର ଓ ପରିବା ବଜାର ଏକାଠି ହୋଇ ଦୈନିକ ମାର୍କେଟରେ ବସୁଥିବାରୁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।ନରସିଂହପୁର ବ୍ଲକ କୋଭିଡ୧୯ପରିଚାଳନା କମିଟି ଅଧକ୍ଷ,ନରସିଂହପୁର ବିଡ଼ିଓ, […]

ଆଜି ପବିତ୍ର ଇଦ୍‌, ଲକ ଡାଉନ ଯୋଗୁଁ ମସଜିଦ ଖାଁ ଖାଁ

.ଫୁଲବାଣୀ- (ସୁନୀଲ ପଟନାୟକ) ଆଜି ପବିତ୍ର ଇଦ୍‌ । ଏହି ଇଦ୍‌ ପର୍ବକୁ ପ୍ରତିବର୍ଷ ମୁସଲମାନ ଭାଇ ଭଉଣୀ ମାନେ ବେଶ ହସଖୁସି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ନୂଆ ପୋଷାକ ପିନ୍ଧିବା ସହ ମସଜିଦ କୁ ଆସିପବୀତ୍ର କୋରାନ ପାଠ କରିବା ସହ ପରସ୍ପରକୁ ଇଦ ମୁବାରକ ଜଣାଇଥାନ୍ତି ତେବେ ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ସରକାର ଲକ ଡ଼ାଉନ ସଟ ଡାଉନ ଘୋଷଣା କରିବା ଫଳରେ ଇଦ ପର୍ବ ଫିକା ପଡିଯାଇଥିଲା […]

ମାଛ ଚାଷ କରି ଆତ୍ମ ନିର୍ଭର ଶୀଳ ହେଲେ ତୁଳସୀଏସ ଏଚ ଜି ମହିଳା

ଫୁଲବାଣୀ -(ସୁନୀଲ ପଟନାୟକ )ଏବେ ଆଉ ମହିଳା ମା ନେ ଆଗ ଭଳି ଘର କୋଣ ରେ ନ ବସି ପୁରୁଷ ମାନଙ୍କ ସ ହ ପାଦରେ ପାଦ ମିଳାଇ ଚାଲିବା ସହ ରୋଯୋଗା ର କରି ସ୍ୱାବଲମ୍ବୀ ହୋଇପାରିଛନ୍ତିlସେହିପରି କନ୍ଧ ମାଳ ଜ଼ିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗା ଗଡଗ୍ରାମ ର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତୁଳସୀ ଏସ ଏଚ ଜି ର ମହିଳା ମନେ ମାଛ ଚାଷ କରି ବେଶ […]

ନରସିଂହପୁର ବାଲିସାହି ରେ ଯୁବକଙ୍କ ଆତ୍ମହତ୍ୟା

ନରସିଂହପୁର-୧୩.୫.୨୧- (ଉ ଲା ପ୍ର)ନରସିଂହପୁର ବାଲିସାହି ଗ୍ରାମପଞ୍ଚାୟତ ନୂଆଗାଁର ଜ୍ଞାନରଞ୍ଜନ ପାତ୍ର ୨୨ବର୍ଷ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।ଘଟଣା ରୁ ପ୍ରକାଶଯେ ଏକ ପ୍ରେମ ଜନିତ ବ୍ୟାପାର କୁ ନେଇ ଯୁବକ ଜଣକ ବିଷ ପିଇ ଦେଇଛନ୍ତି।ତାଙ୍କ ପରିବାର ଲୋକ ତୁରନ୍ତ ନରସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଛନ୍ତି।ଏହି ମୃତ୍ୟୁ ସମ୍ପର୍କରେ ନରସିଂହପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର […]

ଇସ୍ରାଏଲ ଓ ହମାସ ମଧ୍ୟରେ ରକେଟ୍ ମାଡ଼ ଜାରି, ଗାଜାରେ ୬୫ ମୃତ

ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ହମାସ ପକ୍ଷରୁ ଜାରି ଆକ୍ରମଣର ପ୍ରତି ଜବାବ ଦେବାକୁ ପଛାଉନି ଇସ୍ରାଏଲ । ଫଳରେ ଗାଜାରେ ୬୫ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ହମାସର କମାଣ୍ଡର ଓ ତା’ର ଅନେକ ସାଥୀ ସାମିଲ ରହିଛନ୍ତି । ଏଥିସହିତ ୫ ମହିଳା ଓ ୧୬ ଛୋଟ ପିଲା ଥିବା ସୂଚନା ମିଳିଛି । ଅଲଜଜିରା ରିପୋର୍ଟ ଅନୁଯାୟୀ, ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ବୋମାମାଡ଼ କରାଯାଉଛି […]

ଗଜରାଜଙ୍କ ପାଇଁ କାଳ ହେଲା ବଜ୍ରପାତ, ନାଗନରେ ୧୮ ହାତୀ ମୃତ

ଆସାମରେ ବଜ୍ରାଘାତରେ ୧୮ ହାତୀଙ୍କ ଜୀବନ ଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । ମାମଲାର ତଦନ୍ତ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାଠିଆଟୋଲି ରେଞ୍ଜର କୁଣ୍ଡୋଲି ଜଙ୍ଗଲରେ ଏହି ଘଟଣା ଘଟିଛି । ୨ଟି ଦଳରେ ଥିବା […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୧୪ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ପ୍ରାତଃ ଘ ୦୫/୩୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର-ରୋହିଣୀ ପ୍ରାତଃ ଘ ୦୫/୩୯ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର- ବୃଷ ରାତ୍ରି ଘ ୦୭/୪୯ ପର୍ଯ୍ୟନ୍ତ ତଦନ୍ତେ ମିଥୁନଯୋଗ-ସୁକର୍ମାକରଣ-ତୈତୀଳସୌରମାସ- ମେଷ ୩୧ ଦିନ ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୧୯✧═════•❁❀❁•═════✧ଯୋଗିନୀ ଉତ୍ତରେ ପ୍ରାତଃ ଘ ୦୫/୩୯ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେକନ୍ୟା ରାଶିର ଘାତଚନ୍ଦ୍ରବିଛା, ଧନୁ ଓ ମୀନ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ […]

ନରସିଂହପୁର ରେ ଚାଲିଛି ଖୁଲମ୍ ଖୁଲା ବାଲି ଚୋରା ଚାଲାଣ

ନରସିଂହପୁର (ଉଲାପ୍ର)୧୨/୦୫/୨୦୨୧ଗତ କାଲି ରାତିରେ ନରସିଂହପୁର ଅତିରିକ୍ତ ତହସିଲଦାର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ସାମ୍ନା ରାସ୍ତାରୁ ଏକ ବାଲି ବୋଝେଇ ଡମ୍ଫର୍ ଜବତ କରିଥିଲେ। ସେ ଗାଡ଼ିଟି ବିନା ବାଲି ଚାଲାଣ ପେପର୍ ରେ ବାଲି ନେଇ ଯାଉଥିଲା। ଗାଡ଼ିଟିକୁ ଜବତ କରି ତହସିଲ୍ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିଲା। ପରେ ଗାଡ଼ିର ମାଲିକ ସଦର ରାଜସ୍ବ ଅଧିକାରୀଙ୍କୁ ୮୦୦୦ ଟଙ୍କା ଜୋରିମାନା ଦେଲା ପରେ ଗାଡ଼ିକୁ ଛଡାଯାଇଥିଲା।

ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ତୃତୀୟ ପି,ଏଚ,ଡି ଲାଭ

ଭୁବନେଶ୍ୱର(ଉଲାପ୍ର)ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି,ସଚିବାଳୟ ସାମ୍ବାଦିକ ସଙ୍ଘ ସଭାପତି ତଥା ରାଜ୍ୟର ବରିଷ୍ଠ ସାମ୍ବାଦିକ,ଲେଖକ,ସ୍ତମ୍ଭକାର,ଡକ୍ଟର ଜିମୁତ ମଙ୍ଗରାଜ ତୃତୀୟ ପି ଏଚ ଡି ଲାଭ କରିଛନ୍ତି,ଦକ୍ଷିଣ ଆଫ୍ରିକା ର ସେଣ୍ଟ୍ରାଲ ୟୁନିଭରସିଟି ମାଳାୟି ତରଫରୁ ଏହି ପି ଏଚ ଡି ପ୍ରଦାନ କରାଯାଇଛି,ଏହା ପୂର୍ବରୁ ଡକ୍ଟର ଜିମୁତ ମଙ୍ଗରାଜ ସାମ୍ବାଦିକତା ରେ ପି ଏଚ ଡି ଲାଭ କରିଥିବା ବେଳେ ପରବର୍ତୀ ସମୟରେ ଗଣ ଯୋଗାଯୋଗ ରେ ଦିତୀୟ ପି ଏଚ ଡି ହାସଲ କରିଥିଲେ,ଉତ୍କଳ ସାମ୍ବାଦିକ […]