୨୦୧୮,୧୯ ରୁ ସାଇନବୋର୍ଡ ରେ ସିମିତ ରହିଛି ବନ୍ଧ ମରାମତି କାର୍ଯ୍ୟ
ଫୁଲବାଣୀ-( ସୁନୀଲ ପଟନାୟକ) ଏବେ ଖରା ଦିନ । ପାଣି ମୁନ୍ଦି ଏ ପାଇଁ ଲୋକେ ଡ଼ହଳ ବିକଳ ହେଉଛନ୍ତି । ଏପଟେ ସରକାର ଗ୍ରାମାଞ୍ଚଳ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟପାଇଁ ନୂତନ କୁଅ ଓ ପୋଖରି ଖୋଳିବା ସହ ପୁରୁଣା ବନ୍ଧ ଗୁଡ଼ିକର ପୁନରୁଦ୍ଧାର କରିବାପାଇଁ ଅର୍ଥ ଅନୁଦାନ ଯୋଗାଇ ଦେଉଛନ୍ତି। ତେ6ବପଞ୍ଚାୟତର ସରପଞ୍ଚ ,କାର୍ଯ୍ୟନିର୍ବାହି ଅଧିକାରୀ ଓ ଯନ୍ତ୍ରୀମାନଙ୍କ ଅବହେଳା ଓ ଦାୟିତ୍ୱହିନତା ଯୋଗୁଁ ବର୍ଷବର୍ଷ ଧରି କେଉଁଠି ନୂତନ ବନ୍ଧ ନିର୍ମାଣ କାମ ଅଧାରେ ପଡିଛି […]