ପଦ୍ମଶ୍ରୀ,ପଦ୍ମ ଭୂଷଣ,ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ପଦ୍ମ ବିଭୂଷଣ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କର ଆଜି ଦିବା ୦୩:୪୯ ଘଟିକା ରେ ପରଲୋକ ହୋଇଛି। ଇଶ୍ୱର ଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭାର ଉପାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର।

ଓମାନ ଓଡ଼ିଆଙ୍କ ଦ୍ୱାରା ଅନ୍‍ଲାଇନ୍‍ ଉତ୍କଳ ଦିବସ ପାଳନ

ମସ୍‍କାଟ / ସୋହର / ନୂଆଦିଲ୍ଲୀ / ଭୁବନେଶ୍ୱର, ୯ା୫ : ଓମାନରେ ଅବସ୍ଥାପିତ ଓଡ଼ିଆ ସମ୍ପ୍ରଦାୟଙ୍କ ଦ୍ୱାରା ଅନ୍‍ଲାଇନ୍‍ ଯୋଗେ ୮୫ତମ ଉତ୍କଳ ଦିବସ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ରାଜଧାନୀ ମସ୍‍କାଟ ସ୍ଥିତ ଇଣ୍ଡିଆନ ସୋସିଆଲ୍‍ କ୍ଲବ୍‍ (ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଦ୍ୱାରା ଆୟୋଜିତ ଏହି ଭବ୍ୟ ଇଣ୍ଟରନେଟ୍‍ ଉତ୍ସବରେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜ ମାନଙ୍କର କର୍ମକର୍ତ୍ତା, ପ୍ରବାସୀଓଡ଼ିଆ ତୁଙ୍ଗ ନେତୃବୃନ୍ଦ ଏବଂ ସମଗ୍ର ପୃଥିବୀର ବହୁ ବିଶିଷ୍ଟ […]

ଆଠଗଡ ରେ କରୋନା ସମୟରେ ପରିବା ଚାଷୀ ହତାଶ

ଆଠଗଡ(ଉଲାପ୍ରା)ଆଠଗଡ ରେ ନାହିଁ ଶୀତଳ ଭଣ୍ଡାର,ଶୀତଳ ଭଣ୍ଡାର ଉପରେ ବର ଓ ଓସ୍ତ ଗଛ ବଢ଼ିବାରେ ଲାଗିଛି,ଏପରି ଅବସ୍ଥାରେ କରୋନା ମହାମାରୀ ସମୟରେ ଆଠଗଡ ଅଞ୍ଚଳର ପରିବା ଚାଷୀ ହତାଶ ହୋଇପଡିଛନ୍ତି,ଆଠଗଡ ବ୍ଲକ ଅଞ୍ଚଳ ରେ ଅନେକ ପରିବା ଚାଷୀ ଏବେ ଚାଷ କରି ବେଘର ହୋଇ ଗଲେଣି,ଚାଷ କରିବା ପାଇଁ ସାହୁକାର ଠାରୁ ଯୋଉ ଋଣ ଆଣିଥିଲେ ସେ ଋଣ ଆଉ ସୁଝିବା ଅବସ୍ଥାରେ ନାହାଁନ୍ତି ଚାଷୀ,ଲକ ଡାଉନ,ସଟ ଡାଉନ ସବୁ ଯେମିତି ଚାଷୀଙ୍କ ମେରୁଦଣ୍ଡ […]

କୋଭିଡ଼ନିୟମ ଭଲଙ୍ଘନ ବିବାହ ଭୋଜୀ ଉପରେ ଚଢାଉ, ୨୦ ହଜାର ଜରି ମାନା ଆଦାୟ

ଫୁଲ ବାଣୀ- (ସୁନୀଲ ପଟନାୟକ) କୋଭିଡ଼ନିୟମକୁ ଫୁ କରି ବିନା ଅନୁମତିରେ ବିବାହ ଭୋଜୀ ଆୟୋଜନ କରାଯାଉଥିବା ବେଳେ ଖବର ପାଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରି କୌଶିକ ମାଝି ଚଢ଼ାଉ କରି ଗୃହକର୍ତା ମହେଶ୍ଵର ପ୍ରଧାନ ଙ୍କ ଠାରୁ ୨୦ ହଜାର ଟ ଙ୍କା ଜରିମାନ । ଆଦାୟ କରିଛନ୍ତି ।ସ୍ଥଚନାଯୋଗ୍ୟଯେ ଦାରିଙ୍ଗବାଡିବ୍ଲକ ପ୍ଲିହେରୀ ପଞ୍ଚାୟତର କିଲା ବାଡ଼ି ଗ୍ରାମରେ ବାହାଘର କାର୍ଯ୍ୟକ୍ରମ ହେଉଥିଲା। ଏହି ବିବାହରେ ଶତାଧିକ ଲୋକ ଯୋଗ […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୦୯ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ରାତ୍ରି ଘ୦୭/୪୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର-ରେବତୀ ସଂ ଘ ୦୬/୨୫ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର-ମୀନ ସଂ ଘ ୦୬/୨୫ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ପ୍ରିତିକରଣ- ଗରସୌରମାସ- ମେଷ ୨୬ ଦିନ ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୩୮✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୪୯ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମ ଦିଗରେମେଷ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳା- ଦିବା […]

ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ ସହ ଜୋରିମାନା ଆଦାୟ

ବାଲିଗୁଡା,୦୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ କରାଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍‌ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ। ଏପରିକି ପୋଲିସ କାର୍ଯ୍ୟକ୍ରମ ଆୟୋଜକ ଙ୍କଠାରୁ ୧୦ ହଜାର ଏବଂ ତହସିଲ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଜନଜାତିଙ୍କ ପାରମ୍ପରିକ (କଲା) ହେଉଛି ପୁଅ ବାହାଘରର […]

ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କଲେ

ବାଲିଗୁଡା,୦୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମାଡସପାଜୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ସୂଚନା ପ୍ରକାରେ ମାଡସପାଜୁ ଗ୍ରାମର ନିରିଗା […]

କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ରେ ମନମାନି

ନରସିଂହପୁର (ଉ ଲା ପ୍ର)ନରସିଂହପୁର ବ୍ଲକ ର ବାଲିଝରୀ ଠାରୁ ବାଲିପୁଟ ପର୍ଯ୍ୟନ୍ତ ସମୁଦାୟ 37 ଟି ଗ୍ରାମପଞ୍ଚାୟତ ର ପ୍ରାୟ ଦେଢଲକ୍ଷ ଲୋକଙ୍କ ଆଶା ଭରସା ହେଉଛି କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲିଣ୍ଡ, ନରସିଂହପୁର, ଦେବ ଭୂମି, ସାଗର, ଏକଡାଳ, ର ସମସ୍ତ ଚିକିତ୍ସାଳୟ ପ୍ରସାଶନିକ କ୍ଷମତା କାନପୁର ଠାରେ ରହିଅଛି। ଏହିଠାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ମିଳିଥାଏ। ଉପଯୁକ୍ତ ଦରଖାସ୍ତ ପରିଚୟ ପତ୍ର, ଟ୍ରେଜେରୀ ଚାଳାଣ ଓ ସତ୍ୟପାଠ ଏକକାଳୀନ […]

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣକୁ ଜମି ହରାଉଥିବା ଲୋକଙ୍କ ବିରୋଧ

.ଫୁଲ ବାଣୀ- (ସୁନୀଲ ପଟନାୟକ) ଗାଁକୁ ରାସ୍ତାନ ଥିଲା ଫଳରେ ଗାଁକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରିବାପାଇଁ ଲୋକେ ଦାବୀ କଲେ । ଆଉ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରିବାପାଇଁ ସାମିଲ କଲେ । ଆଉ ଏବେ କାମ ଆରମ୍ଭ ହୋଇଥିବା ବେଳେ କାମ ବନ୍ଦକରିବା ଲାଗି ଠିକାଦାରଙ୍କୁ ଧମକାଉଛନ୍ତି କେତେକ ଗ୍ରାମବାସୀ। ଫଳରେ ରାସ୍ତାକାମ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗ୍ରାମ୍ୟ […]

ବସୁଧା ପ୍ରକଳ୍ପ ଅଛି, ହେଲେ ଲୋକେ ପିଉଛନ୍ତି ଦୂଷିତ ପାଣି

ଫୁଲବାଣୀ -(ସୁନୀଲ ପଟନାୟକ )ଗାଁ ରେ ସ୍ୱଛ ପାନୀୟ ଜଳ ଯୋଗାଇଦେବା ଲାଗି ସରକାର ଲକ୍ଷା ଧିକ ଟଙ୍କା ଖର୍ଚ କରି ଗତ ଚାରି ବର୍ଷ ତଳେ ବସୁଧା ଯୋଜନା ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ ହେଲେ ଏହା ନିର୍ମାଣ ପରଠୁ ଠିକ ଭାବେ କାର୍ଯ୍ୟ କରୁନି ଫଳରେ ଗ୍ରାମବାସୀ ଧୁ ଧୁ ଖରାରେ ମାଇଲ ମାଇଲ ବାଟଯାଇ ନଦୀ ନାଳ ରୁ ପାଣି ଆଣୁଥିବା ଅଭିଯୋଗ କରିଛନ୍ତି ମେଡିକାଲ ନିକଟ ଶ୍ରୀରାମ ସାହି […]