ରାଜ୍ୟରେ ୧୧୮୦୭ ପଜିଟିଭ ଚିହ୍ନଟ
ଭୁବନେଶ୍ୱର(ଉଲାପ୍ର)ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ସକ୍ରୀୟ ମାମଲା ୯୦୩୩୫ କୁ ବୃଦ୍ଧି ପାଇଛି। ନୂତନ ସକରାତ୍ମକ ମାମଲାଗୁଡ଼ିକ ମଧ୍ୟରେ ୬୬୧୩ ଟି କ୍ୟାରେଣ୍ଟିନ ସେଣ୍ଟରରୁ ଏବଂ ୫୧୯୪ ଟି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି, ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା, ବେଳେ ଖୋର୍ଦ୍ଧାରୁ ୧୫୧୦ ଏବଂ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































