ରାଜ୍ୟ କରୋନା ଗ୍ରାଫର ଗ୍ରୀନ ଜୋନରେ ଥିବା ମାଲକାନଗିରି ଜିଲ୍ଲାରେ ଚିନ୍ତା ବଢାଉଛି ଆନ୍ଧ୍ର ଭ୍ୟାରିଆଂଟ । ମୋଟୁ ସୀମା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ଓଡିଶା ସୀମା ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ତେବେ ଏଯାଏଁ ମାଲକାନଗିରିରେ ଆନ୍ଧ୍ର ଭ୍ୟାରିଆଂଟର କୌଣସି ନମୁନା ଚିହ୍ନଟ ହୋଇ ନଥିଲେ ବି କାଲିମେଳା-ମୋଟୁ ଅଂଚଳରେ ସ୍ଥିତି କିନ୍ତୁ ଗମ୍ଭୀର ରହିଛି । କିଏ ମେଡିକାଲ ବାରଣ୍ଡାରେ […]
ଟିକା ନେବାକୁ ଅନାଇ ବସିଛି ଓଡିଶା । କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ରହିଛନ୍ତି । କାରଣ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ପୁରିଗଲାଣି । ସେହିପରି ୪୫ରୁ ୬୦ ବର୍ଷ ମଧ୍ୟରେ ୫ ଲକ୍ଷ ୭୬ ହଜାର ଲୋକ […]
ମସ୍କାଟ / ଭୁବନେଶ୍ୱର ୬ା୫ : ଓମାନରେ ବସବାସ କରୁଥିବା ଓଡ଼ିଆମାନେ ଅନ୍ଲାଇନ୍ ଯୋଗେ ୮୫ତମ ଉତ୍କଳ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି । ରାଜଧାନୀ ମସ୍କାଟସ୍ଥିତ ଇଣ୍ଡିଆନ୍ ସୋସିଆଲ୍ କ୍ଲବ୍ (ଆଇ.ଏସ୍.ସି) ର ଓଡ଼ିଆ ଶାଖା ଦ୍ୱାରା ଆସନ୍ତା ମେ ୮ ତାରିଖ ଓମାନ ସମୟ ଅପରାହ୍ନ ୩.୩୦ ମିନିଟ ଏବଂ ଭାରତୀୟ ସମୟ ସନ୍ଧ୍ୟା ୫ଟା ବେଳେ ଆୟୋଜନ କରାଯାଉଥିବା ଏହି ଭବ୍ୟ ଭର୍ଚ୍ଚୁଆଲ୍ ସମାରୋହ ନେଇ ଏବେ ବ୍ୟାପକ ଭାବେ ପ୍ରସ୍ତୁତି […]
ଅଦ୍ୟ ମଇ ମାସ ୦୭ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ ୦୩/୪୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ ୦୧/୧୯ ପର୍ଯ୍ୟନ୍ତ ତଦନ୍ତେ ଉତ୍ତର ଭ।ଦ୍ରଚନ୍ଦ୍ର-କୁମ୍ଭ ଦିବା ଘ ୦୬/୪୯ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ- ବୈଧୃତିକରଣ-ବ।ଳବସୌରମାସ- ମେଷ ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୩୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୪୩ ପର୍ଯ୍ୟନ୍ତ ତଦନ୍ତେ ନୈରୁ ତେଧନୁ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା […]
ଫୁଲ ବାଣୀ- (ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୫ ରୁ୧୯ଯାଏ ୧୪ଦିନିଆ ଲକ ଡ଼ାଉନ ଘୋଷଣା କରିବା ଫଳରେ ଏହାର ସୁଯୋଗ ନେଇ ହାତଗଣତି କିଛି ମୁନାଫା ଖୋର ବ୍ୟବସାୟିମାନେ ଡ଼ାଲି ଚାଉଳ, 6 ତଲ,ଆଳୁ ଓ ପିଆଜ ଆଦିର ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚ଼ଢ଼ା ଦରରେ ବିକ୍ରି କରିବାଲାଗି ମସୁଧ ।କରୁଥିବା ଅଭିଯୋଗ ହେବା ଫଳରେ ଗୁରୁ ବାର ପୋଲିସ ପ୍ରଶାସନ ପକ୍ଷରୁ ସହର […]
ଫୁଲ ବା ଣୀ- (ସୁନୀଲ ପଟନାୟକ) ନିକଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ କୋର୍ଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଆଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଘୋଷଣା କରିଥିଲେ। ଫଳରେ, ଆଜି ସ୍ଥାନୀୟ ସଦରମହକୁମା ଡାକ୍ତରଖାନାରେ ଫୁଲବାଣୀ ସହରର ୧୮ର ୪୪ ବର୍ଷ ମଧ୍ୟରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ଼ର ପ୍ରଥମ ଡୋଜ ଟିକା ନେଇଥିଲେ।ଜିଲ୍ଲାପାଳ ଡାବୃନ୍ଦ । ଡିଓ ସିଡି ଏମ ଓ ଡାରାଜଶ୍ରୀପଟନାୟକଙ୍କ ଆନ୍ତରୀକ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ୱାବଧାନ […]
ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲକଡାଉନର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ଏହି ନିଷ୍ପତି ନିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ଲକଡାଉନ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓଜରୁରୀ ସେବା ସହ ସଂପୃକ୍ତ […]
ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା । କିଛି ସ୍ଥାନରେ ଅପରାହ୍ନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏଣୁ ଏହି ସମୟ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏହି ସବୁ […]