କାର ସହ ଗଞ୍ଜେଇ ଜବତ : ଜଣେ ନାବାଳକ ସହ ତିନି ଗଞ୍ଜେଇ ମାଫିଆ ଗିରଫ.

କନ୍ଧମାଳ,୦୫/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ପୋଲିସ ଓ ଅବକାରୀ ବିଭାଗ ର କଡା ସୁରକ୍ଷା ଥିଲେ ମଧ୍ୟ ବେଆଇନ ଭାବରେ ଏହି ଗଞ୍ଜେଇ କାରବାର ଥମିବାର ନା ଧରୁନି l ଚୋରା ଚାଲାଣ ବେଳେ ଅନେକ ଗଞ୍ଜେଇ ମାଫିଆ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି, ତଥାପି ଏହି ବେଆଇନ ଗଞ୍ଜେଇ କରବାର ଉପରେ ରୋକ ଲଗାଯାଇ ପାରୁନାହିଁ l କିଛି ଦିନର ନିରବତା ପରେ ଫିରିଙ୍ଗିଆ ପୋଲିସ ହାତରେ ଧରା […]

ବାଲିଗୁଡା ଉପଖଣ୍ଡ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ଲକଡାଉନ ପାଇଁ କଡା ପଦକ୍ଷେପ ଗ୍ରହଣ

ବାଲିଗୁଡା,୦୫/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ 15 ଦିନିଆ ଲକଡାଉନ ଆରମ୍ଭ ହୋଇଛି | ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିଗୁଡା ସହରରେ ଯାଞ୍ଚ ବ୍ୟବସ୍ଥା ସହ ପୋଲିସ ତୁହାକୁ ତୁହା ସହରରେ ପଇଁତରା ମାରୁଛି | କେବଳ ଔଷଧ ଦୋକାନ, ଫଳ ଦୋକାନ, ତେଜରାତି ଦୋକାନ, କ୍ଷୀର ଓ ପାଉଁରୁଟି ଦୋକାନ, ବହି ଦୋକାନ କୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି | ଯାନବାହାନ ଚଳାଚଳ […]

ଲକ ଡାଉନ କଡ଼ାକଡ଼ି ପାଳନ କରିବା ପାଇଁ ଆକ୍ସନ ମୁଡରେ କନ୍ଧମାଳ ପୋଲିସ,

ଫୁଲବାଣୀ-( ସୁନୀଲ ପଟନାୟକ) କରେ। ନା ର ଦ୍ଵିତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିବା ଫଳରେ ଏଥିରେ ରୋକ ଲଗାଇବା ପାଇଁ ସରକାର ମେ ୫ ତାରିଖରୁ ୧୯ ଯାଏ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି।ଏହାକୁ କଡ଼ାକଡ଼ି ପାଳନ କରିବାପାଇଁ କନ୍ଧମାଳ ପୋଲିସ ଓ ପ୍ରଶାସନ ଏବେ ଆକ୍ସନ ମୂଡ଼ରେ । ବିଶେଷକରି ଫୁଲ ବାଣୀ ବାଲିଗୁଡ଼ା ଓ ଜିଉଦୟଗିରିସହରରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା […]

ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଭୁବନେଶ୍ୱର(ଲଲାଟେନ୍ଦୁ ସେନାପତି)ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଆଜି ତୃତୀୟଥର ପାଇଁ ରାଜଭବନରେ ଶପଥ ନେଇଛନ୍ତି, ଏହି ସପଥପାଠ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଛାଡିଦେଲେ ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାଁନ୍ତି, ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଏହି ଶପଥ ପାଠ ଉତ୍ସଭ ଅନୁଷ୍ଠିତ ହୋଇଥିଲା, ପୂର୍ବରୁ ଉଦୟ ଲାବଣ୍ୟ ଆକଳନ କରିଥିଲା ମମତା ହାରିଲେ ମଧ୍ୟ ସେ ହିଁ ହେବେ ମୁଖ୍ୟମନ୍ତ୍ରୀ, ଆଉ ସେଇଆ ଭି ହୋଇଛି, ଚଳିତ […]

ଗଛରେ ରସି ଲାଗଇ ଯୁବକର ଆତ୍ମହତ୍ୟା

ଫୁଲବାଣୀ-(ସୁନୀଲ ପଟନାୟକ)ପାରିବାରିକ କଳହ କୁ ନେଇ ମହୁଲ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛି l ମୃତକ ଜଣକ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡ଼l ର ସଞ୍ଜୟ ବିଶିମାଝୀ lଘରେ ପ୍ରତେକ ଦିନ ପାରିବାରିକ କଳାହ ଚାଲିଥିଲା l କିନ୍ତୁ ଗତ କାଲି ପ୍ରତେକ ଦିନ ଭଳି ଜଳହା ହୋଇଥିବାରୁ ଯୁବକ ଜଣ ଙ୍କମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମ ର କରଡାକାଣ୍ଡ ଜଙ୍ଗଲ ରେ […]

ତୁମେ ଅନ୍ଧ ହୋଇପାର ଆମେ ଆଖି ବୁଜି ପାରିବୁନି, କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ଦେଶରେ କରୋନା ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗୁଥିବାବେଳେ ରାଜଧାନୀ ଦିଲ୍ଲୀରେ ଅଏକ୍ସିଜେନର ମଧ୍ୟ ଅଭାବ ଲାଗି ରହିଛି। ମଙ୍ଗଳବାର ପୁଣିଥରେ ଦୀଲ୍ଲି ହାଇକୋର୍ଟରେ ଏହି ମାମାଲାର ଶୁଣାଣି କରାଯାଇଛି । ମହାମାରୀ ବେଳେ ଅକ୍ସିଜେନର ଏଭଳି ସଂକଟକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ବର୍ଷିଛନ୍ତି। ହାଇକୋର୍ଟ କେନ୍ଦ୍ରକୁ ଦିଲ୍ଲୀକୁ ତୁରନ୍ତ ୭ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ନୋଟିସ କରିଛନ୍ତି। ହାଇକୋର୍ଟ କହିଛନ୍ତି, ‘ଅମ୍ଳଜାନ ଯୋଗାଣ ଉପରେ କୌଣସି ବାହାନା କିମ୍ବା ଯୁକ୍ତି ଆଉ ଶୁଣାଯିବ […]

ଭ୍ୟାକ୍ସିନ୍ ଅଭାବ, ବୁଧବାର ୧୫ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଭ୍ୟାକ୍ସିନ୍ ଅଭାବ ଟଳୁନିଷ । ଆସନ୍ତାକାଲି ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେବ । ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ । ହେଲେ ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ । ଫଳରେ ବୁଧବାର ରାଜ୍ୟର ୧୫ଟି ଜିଲ୍ଲାର କୌଣସି ସ୍ଥାନରେ କୋଭିଡ୍ ଟିକା ଦିଆଯିବ ନାହିଁ । ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, […]

ଆଜିର ରାଶିଫଳ

ଅଦ୍ୟ ମଇ ମାସ ୦୫ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋବୈଶାଖ ମାସ-କୃଷ୍ଣପକ୍ଷତିଥି-ନବମୀ ଦିବା ଘ ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର-ଧନିଷ୍ଟା ଦିବା ଘ ୦୯/୫୫ ପର୍ଯ୍ୟନ୍ତ ତଦନ୍ତେ ଶତଭିଷାଚନ୍ଦ୍ର-କୁମ୍ଭଯୋଗ- ବ୍ରହ୍ମକରଣ-ଗରସୌରମାସ- ମେଷ ୨୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ୦୧/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ଦଶମୀ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୮/୨୪ ଗତେ ଘ୧୦/୦୦ ମଧ୍ୟେବାରବେଳା- ଦିବା […]

ଓଡ଼ିଶା ସମାଜ ୟୁ.ଏ.ଇର ଏକାଦଶତମ ୱେବ୍‍ ବାର୍ଷିକୋତ୍ସବ ପାଳନ ଦୁବାଇ

ଭୁବନେଶ୍ୱର / ନୂଆଦିଲ୍ଲୀ / ତିରୁବନନ୍ତପୁରମ୍‍ / ପୁନେ / ୪/୫ : ଓଡ଼ିଶା ସମାଜ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ଓ.ଏସ୍‍.ୟୁ.ଏ.ଇ)ର ଏକାଦଶତମ ବାର୍ଷିକୋତ୍ସବ ଏବଂ ଉତ୍କଳ ଦିବସ ଅନ୍‍ଲାଇନ୍‍ ଯୋଗେ ପାଳନ କରାଯାଇଛି । ମୁଖ୍ୟ ଅତିଥି ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଏହି ଭବ୍ୟ ସମାରୋହକୁ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ । ଭର୍ଚ୍ଚୁଆଲ୍‍ ସଭାର ପ୍ରାରମ୍ଭରେ କୋଭିଡ୍‍ ମୃତକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ଲାଇଭଷ୍ଟ୍ରିମିଂ […]

ବିଶିଷ୍ଟ ଶିଶୁ ସାହିତ୍ୟିକ ଉଦୟନାଥ ରଥ ବିୟୋଗରେ ଶୋକ ପ୍ରକାଶ।

ନରସିଂହପୁର (ଉ ଲା ପ୍ର)ନରସିଂହପୁର ଜେମାଦେଇପୁର ଗ୍ରାମର ବିଶିଷ୍ଟ ଶିଶୁ ସାହିତ୍ୟିକ ଉଦୟନାଥ ରଥ ଆଜି ଅପରାହ୍ନରେ ଜେମାଦେଇପୁର ବିୟୋଗ ହୋଇଯାଇଛି। ତାଙ୍କ ବିୟୋଗରେ ବିକଚ ସାହିତ୍ୟ ସଂସଦ ର ସଭାପତି କବି ଦୁର୍ଯ୍ଯୋଧନ ବରାଳ, ବିକାଶ ପରିଷ ର ସଭାପତି ତ୍ରିଲୋଚନ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଦେବରାଜ ସ୍ୱାଇଁ, ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ବରିଷ୍ଠ ନାଗରିକ ସଂଘ ର କାର୍ଯୟକାରୀ ସଭାପତି […]