ନରସିଂହପୁର ଟେ କୋଭିଡ କେୟାର ସେଣ୍ଟର ଉଦୁଘାଟିତ

ନରସିଂହପୁର (ଉ ଲା ପ୍ର) ନରସିଂହପୁର ଏସି ଏସଟି ହଷ୍ଟେଲ ଠାରେ କୋଭିଡ କେୟାର ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ଏଥିରେ ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଡୁଘାଟିତ କରିଥିଲେ।ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ଏହି ଉତ୍ସବରେ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର, ପିଡ଼ି ଡିଆରଡିଏ ଅମ୍ବର କୁମାର କର, ଡାକ୍ତର ଦେବାଶିଷ ଜେଠି, ଡାକ୍ତର ସୁଭାସିସ ଶତପଥୀ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ […]

ବୃକ୍ଷ ହିଁ ଜୀବନ, ବାଟୋଇଙ୍କୁ ଗଛ ଦେଇ କରୋନା ସମୟରେ ସଚେତନ କଲେ ଅଭୟ

ଆଠଗଡ(ଉଲାପ୍ର)ବୃକ୍ଷ ହିଁ ଜୀବନ,କରୋନା ମହାମାରୀ ସମୟରେ ଏମିତି କିଛି ବାର୍ତା ଦେଇଛନ୍ତି ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ,ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼ୁଛି,ଏହାରି ଭିତରେ ଭାରତର ଅବସ୍ଥା ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଲାଣି, ଚାରିଆଡେ ଅକ୍ସିଜେନ ର ସଙ୍କଟ ଦେଖାଯାଇଛି, ଆଉ ଏହି ଅକ୍ସିଜେନ ପାଇଁ ଶହଶହ ରୋଗୀଙ୍କ ପ୍ରାଣ ବାୟୁ ଚାଲିଯାଇଛି,ଗତ କିଛି ବର୍ଷ ହେବ ସରକାର କମ୍ପାନୀ ପଛରେ ପଡି ଯେପରି ବିରାଟ କାୟ ଗଛ ଗୁଡିକୁ […]

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ

ନରସିଂହପୁର (ଉଲାପ୍ର)ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ପଣ୍ଡା ଙ୍କ ପୌରହିତରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦେବଦତ୍ତ ମଳୟ କୁମାର ବରାଳ ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ପଣ୍ଡା, ସ୍ନେହଲତା ମହାନ୍ତି ଓ ବିଦ୍ୟାଳୟ ର କର୍ମଚାରୀ ବିଦ୍ୟାଧର ଜେନା, ପରିଚାଳନା କମିଟି ସଭ୍ଯ କାର୍ତ୍ତିକ ବେହେରା ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ […]

ପୁଣି ଅବକାରୀ ବିଭାଗ ସ୍କ୍ୱାଡ଼ ର ଚଢ଼ାଉ, ଏକ କୁଇଣ୍ଟାଲ ର ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୬ ଗିରଫ

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ପୁଣି ଅବକାରୀ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବାବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ସ୍କ୍ବାର୍ଡ ଟିମ ସଦଳବଳେ ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ପଇଁତରା ମାରିବା ସହ ସତର୍କ ନିଜର ମଧ୍ୟ ରଖିଥିଲା।ଫିରିଙ୍ଗିଆ ଠାରୁ ଗୋଟି ଏ ବୋଲେରୋ ପିକଅପ୍ ଓ ଫଲେ । କରି […]

କରୋନା ସନ୍ଦେହରେ ପଡ଼ି ରହିଲା ଶବ, ବିଧାୟକଙ୍କ ହସ୍ତକ୍ଷେପ ପରେ ହେଲା ବ୍ୟବଚ୍ଛେଦ,

ନରସିଂହପୁର ( ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଭଗତପୁର ଗ୍ରାମର ଜଣେ 33 ବର୍ଷ ଯୁବକ ତଥା କଟକ ଜିଲ୍ଲାର ସାଲେପୁର ତହସିଲ ଅଧୀନରେ ଥିବା ଦୁଇଟି ସର୍କଲ ରେ ରାଜସ୍ବ ନିରୀକ୍ଷକ ଥିବା ଜୈନେକ କର୍ମଚାରୀ ଙ୍କର କରୋନା ଆକ୍ରାନ୍ତ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଯେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ଶନିବାର ସନ୍ଧ୍ୟାରେ ନରସିଂହପୁର ମେଡ଼ିକାଲ କୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ […]

କନ୍ଧମାଳ ରେ ପୁଣି ୬୨ନୁତନ ପଜିଟିଭ ଚିହ୍ନଟ, ଫୁଲ ବାଣୀ ସହରରୁ ସର୍ବାଧିକ ୧୦ ପଜିଟିଭ,ମୋଟ ପଜିଟିଭ ସଂଖ୍ୟା ୪୪୮

ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯା କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ସୋମବାର ଜିଲ୍ଲାରେ ପୁଣି ୬୨ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୦ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।ଆଜି ସହର ର୧୦କରେ। ନା ପଜିଟିଭ ମଧ୍ୟରୁ ପେଜିଂ ସାହିରୁ ୨ ଜଣ ଚିହ୍ନଟ ହୋଇଥିବାବେଳେକେନ୍ଦୁପଦର ୨,ମେଡିକାଲ କାମ୍ପସ ୧,ନଦୀ ଖଣ୍ଡି ସାହି ୧ନାରାୟଣୀ ରୋଡ୨, ଭିଜିଲାନ୍ସ ଅଫିସ୍ ନିକଟ ୧, ଓକଣ୍ଟ […]

୪ବର୍ଷ ହେଲା କୁ ଅ ଖୋଳି ପାଉଣା ମିଳିଲାନି ପଞ୍ଚାୟତ ସମୁଖରେ ଅନଶନ ରେ ବସିଲେ ହିତାଧିକାରୀ

ଫୁଲ ବାଣୀ- (ସୁନୀଲ ପଟନୀୟକ) ମାସେ କି ଦିମାସ ନୁହେଁ ଦୀର୍ଘ ଓ ବର୍ଷ ହେଲାଣି ପ୍ରାପ୍ୟ ମିଳିଲାନି। ଶେଷରେ ବାଧ୍ୟ ହୋଇ ଗ୍ରାମପଞ୍ଚାୟତ ସମ୍ମୁଖରେ ଅନଶନରେ ବସିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୂତିପଡ଼ା ପଞ୍ଚାୟତର ପାତ୍ରପଡ଼ା ଗ୍ରାମ ର ହିତାଧିକାରୀ ସୁରେନ୍ଦ୍ର ବେହେରା।ସୁରେନ୍ଦ୍ର ଗତ ୨୦୧୬ମସିହାରେ ପାତ୍ରପଡ଼ା ଗ୍ରାମରେ କୁଆଡେ ଏକ କୁଅର ମରାମତି ଓ ତିଆରି କରିଥି ଲେ ଗୋଟିଏ କୁପ। ହେଲେ ଏ ଯାଏ ସୁରେନ୍ଦ୍ର ନିଜରପାରିଶ୍ରମିକ ଟଙ୍କା ଗଣ୍ଡାକ ପାଇବାପାଇଁ […]

କନ୍ଧମାଳ ଏବିଭିପି ପକ୍ଷରୁ କରେ।ନା ସଂକ୍ରମିତ ଙ୍କ ଘର ସମେତ ବିଭିନ୍ନ ସ୍ଥାନ ସାନି ଟାଇଜ

ଫୁଲବାଣୀ-(ସୁନୀଲ ପଟନାୟକ) ଦିନକୁ ଦିନ ସହରରେ କରୋନାପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରିସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରେ । ନ।କୁ ରୋକ ଲଗାଇବା ପାଇଁ ଏ ବିଭିପି ଏବେ ଅଣ୍ଟାଭିଡିଛି ।କନ୍ଧମାଳ ଜିଲ୍ଲା ଏ ବିଭିପି ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱ ରେ ଏବିଭିପି ସଦସ୍ୟ ଓ ସଦସ୍ୟାମାନେ କୋରନା ମାହାମ ।ରୀ ସମୟରେ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଆଜି ଫୁଲବାଣୀ ବସଷ୍ଟାଣ୍ଡ ଠାରେ […]

ଆଜିର ରାଶିଫଳ

୩ ମଇ ୨୦୨୧ ✧═════•❁❀❁•═════✧🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।✧═════•❁❀❁•═════✧ 🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ […]

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

କନ୍ଧମାଳ,୦୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି। କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୮ବର୍ଷ କାଳ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ହୋଇଆସୁଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଧାର କିମ୍ବା ଆଇଆର୍‌ଆଇଏସ ଦ୍ୱାରା ପିଡିଏସ୍‌ ସାମଗ୍ରୀ ଚାଉଳ, ଗହମ, କିରୋସିନ ବଣ୍ଟନ କଲେ ସଂକ୍ରମଣ […]