ବାଲିଗୁଡା ଉପଜିଲ୍ଲାପାଳଙ୍କ ମହାନତା, ଦୁର୍ଘଟଣାରେ ଆହତ ଯୁବକଙ୍କୁ ଯୋଗାଇଦେଲେ ଚିକିତ୍ସା
ବାଲିଗୁଡା,୦୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ମଣିଷ ମାନବିକତା ଭୁଲି ଯାଉଥିବା ବେଳେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପଦପଦବୀ ଓ ସାମାଜିକ ସ୍ଥିତିକୁ ଖାତିର ନ କରି ସାଧାରଣ ମଣିଷର ଦୁଃଖରେ ଭାଗିଦାର ହୋଇଥାନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡାରେ। ନିଜେ ଉପଜିଲ୍ଲାପାଳ ଡ୍ୟୁଟିରେ ଥାଇ ମଧ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକକୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଆଜି ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଘଟଣା ଘଟିଛି। ଉପଜିଲ୍ଲାପାଳ […]