ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ଙ୍କ ଅକାଳ ବିୟୋଗ

ଫୁଲବାଣୀ ସୁନୀଲ ପଟନାୟକ )ବୁଧବାର ସକାଳୁ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ଙ୍କ ସ୍ୱାମୀ ପ୍ରଦୀପ କହଁର ଙ୍କ ଅକାଳ ବିୟୋଗ ଘଟିଛି l ପ୍ରଦୀପ ଭୋର ଚାରିଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ତୁରନ୍ତଚିକିତ୍ସା ପାଇଁ ଫୁଲବାଣୀ ସଦରମହକୁମା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ lମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ପଇଁଚାଳିଶ ବର୍ଷ ହୋଇଥିଲା l ସେ ଜଣେ ଭଦ୍ର, […]

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ୨୧ ଦିନ ଧରି ଆୟୋଜନ ହୋଇ ଆସନ୍ତା ମେ ୧୩ ତାରିଖ ଦିନ ଉଦଯାପିତ ହୋଇ ମା’ ନିଜ ମନ୍ଦିରକୁ ପ୍ରତ୍ୟାର୍ବତନ କରିବେ । ଏହିଯାତ୍ରାକୁ ମା’ ପାଟଖଣ୍ଡା ଦୁର୍ଗା ପୁଜା ସମିତି ଆନୁକୁଲ୍ୟରେ ଆୟୋଜନ କରାଯାଇଛି । ଅସ୍ଥାୟୀ ପୀଠ […]

ବାଲିଗୁଡା ସଂକୁଳ ସ୍ତରୀୟ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟଶାଳା ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଆଧାରରେ ସାରା ଓଡ଼ିଶାରେ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ଅନୁଷ୍ଠିତ ହେଉଛି | ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସଂକୁଳର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ଡ଼ଃ ମଧୁସୂଦନ ମହାପାତ୍ର ଯୋଗଦେଇ ହିନ୍ଦୁ ଜୀବନ […]

ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଗଠିତ

ଅନୁଗୁଳ ( ଉଲ୍ଲାପ୍ର )ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଙ୍ଘ, ଓଡ଼ିଶା ର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଏବଂ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର ସାର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ର ସୋମନାଥ ଶାସନ ର ସୁସୁଡ଼ା ଗ୍ରାମର ଶ୍ରୀ ଶ୍ରୀ ବାବା ସୋମନାଥ ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଜନ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଅନୁଗୋଳ ଜିଲ୍ଲା ର ସାଂଗଠନିକ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ […]

ଇତିହାସ ସୃଷ୍ଟି କଲା ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ।
ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ
ଚିକିତ୍ସକ ମାନଙ୍କୁ କଲା ସମ୍ବର୍ଦ୍ଧିତ।
ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସଂଘକୁ ମିଳିଲା ଦୃଢ଼ ପ୍ରତିଶୃତି

। ଭୁବନେଶ୍ୱର ( ଉଲ୍ଲାପ୍ର )ଓଡ଼ିଶାର ଶୈବ ଓ ଶାକ୍ତ ପୂଜଳ ମାନଙ୍କର ସୁରକ୍ଷା ତଥା ସେମାନଙ୍କର ଶିକ୍ଷା, ସଂସ୍କାର,ଏବଂ ହିନ୍ଦୁସନାତନ ଧର୍ମର ସୁରକ୍ଷା ସହିତ ଗୋ ସୁରକ୍ଷା ଓ ସମାଜ ସେବା ପାଇଁ କାର୍ଯ୍ୟ କରୁଥିବା ଓଡିଶାର ଅଗ୍ରଣୀ ସାମାଜିକ ତଥା ଆଧ୍ୟାତ୍ମିକ ସଂଗଠନ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଆଜି ସୃଷ୍ଟି କରିଛି ଇତିହାସ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସହଯୋଗ ପାଇଁ ଭୁବନେଶ୍ବର ର ହାଇଟେକ ମେଡ଼ିକାଲ ଆଣ୍ଡ କଲେଜର […]

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା ; ଅଭିଯୁକ୍ତକୁ ୩ ବର୍ଷ ଜେଲ : ୨ ହଜାର ଟଙ୍କା ଜୋରିମାନା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁଧାକର ପୃଷ୍ଠିଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ […]

ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ମା’ ଗୁରୁତର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ଓ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ସୁଡ୍ରୁକୁମ୍ପା ପଞ୍ଚାୟତ ଡଡ଼ମାସ୍କା ଗ୍ରାମରେ। ଗ୍ରାମର ବିଷ୍ଣୁନାଥ ବେହେରା(୭୦) ଓ ମୋହନା ବେହେରା(୬୦)ଙ୍କ ଏକମାତ୍ର ପୁଅ ହେଉଛନ୍ତି କେଦାର। ତେବେ କେଦାର ସବୁବେଳେ ମଦ୍ୟପାନ କରି ଗାଁରେ ବିଭିନ୍ନ ଲୋକଙ୍କ ସହ ପାଟିତୁଣ୍ଡ କରିଥାନ୍ତି। ତେବେ ସେ ପ୍ରଚୁର […]

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା : ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା, ଯାହା ଫଳରେ ଡ୍ରେନ ଉପରେ ଫୁଟପାଥ ରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି ଯିବାରୁ ବ୍ୟାପକ ଜିନିଷ ପତ୍ର କ୍ଷୟକ୍ଷତି ହେବା ସହ ଏକ ଜାଲ ଦୋକାନ ଉପରେ ଚଢ଼ି ଯିବାରୁ ଦୋକାନ ର ସମସ୍ତ […]

ଢେଙ୍କାନାଳ ରେ ଇଦ ପାଳିତ

ଢେଙ୍କାନାଳ ( ଉଲ୍ଲାପ୍ର )ଆଜି ହେଉଛି ଇଦ୍ ମୁବାରକ ବା ଇଦୁଲଫିତର। ଯାହାକି ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ପର୍ବ। ବର୍ଷକରେ ଥରେ ଆସୁଥିବା ଏହି ପର୍ବ କୁ ମୁସଲମାନ ଭାଇ ଓ ଭଉଣୀମାନେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାନ୍ତି। ତେବେ ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ମିନା ବଜାର ସ୍ଥିତ ଜାମା ମସଜିଦ ଠାରେ ସକାଳ ୯ ଘଣ୍ଟିକା ସମୟରେ ଇମାମ ସାହାବ ମୈାଲାନା ମୁଦସିର ଅହେମଦ ନମାଜ ପାଠ କରିବା ପରେ […]

ମତ୍ସ୍ୟ ଓ ପଶୁ ସମ୍ପଦ ସ୍ୱତନ୍ତ୍ର ସଚିବ ଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ

ଫୁଲବାଣୀ (ସୁନୀଲ ପଟନାୟକ )ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ସ୍ୱତନ୍ତ୍ର ପ୍ରକଳ୍ପ ତଥା ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ କୁମାର ବଶିଷ୍ଟ କନ୍ଧମାଳ ଗସ୍ତ ରେ ଆସି ଶୁକ୍ରବାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବିଭି ନ୍ନ ଅଂଚଳ ରେ ଚାଲିଥିବା କେତକ ଉନ୍ନୟନ ମୂଳକ କାର୍ଯ୍ୟ ମାନ ବୁଲି ଦେଖିବା ସହ ଲୋକଙ୍କୁ ପଚାରି ବୁଝିଥିଲେ lକାର୍ଯ୍ୟ ର ମାନ କିଭଳି ରହି ଛି, ଲୋକେ ସରକାରୀ ଯୋଜନା ର ସୁଫଳ ପାଉଛନ୍ତିକିନାହିଁ, […]