ଇଣ୍ଡିଆନ୍ ବ୍ୟାଙ୍କ ଅଲରା ଶାଖା ନୂତନ ଗୃହର ଉଦଘାଟନ
ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତଅଲରା ଗ୍ରାମରେ ଥିବା ଇଣ୍ଡିଆନ ବ୍ୟାଙ୍କର ନୂତନ ଗୃହର ଶୁଭ ଉଦଘାଟନ ହୋଇଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରାକ୍ତନ ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ ଯୋଗଦେଇ ନୂତନ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭାଗବତ ଗୋସାଇଁ ଅନୁଷ୍ଠାନର ଟ୍ରଷ୍ଟି ଶତ୍ରୁଘ୍ନ ନାୟକ ସ୍ୱାଗତ ଅଭିଭାଷଣ ରଖିଥିଲେ ଓ ବ୍ୟାଙ୍କ ମ୍ୟାନେଜର ବିଭୁଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସଭାପତି ଶିଶିର ଧଳ, ପୂର୍ବ […]