କରେନାକୁ ମାତ ଦେବା ଲାଗି ପ୍ରଶାସନର ଯୋରସୋର ଉଦ୍ୟମ, ଥର୍ମାଲ ସ୍କ୍ରିନିଙ୍ଗ ସହ ସ୍ୱାସ୍ଥ୍ୟଯାଞ୍ଚ
ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରୋନାର ଦ୍ୱିତୀୟ ଲହରକୁ ମାତ ଦେବା ଲାଗିକରି କନ୍ଧମାଳ ଜିଲ୍ଲା ପ୍ରଶାସନ ଯୋରସୋର ଉଦ୍ୟମ ଚଳାଇଛି । ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ,ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଥର୍ମାଲ ସ୍କ୍ରିନିଙ୍ଗ କରୁଛନ୍ତି । କାହାକୁ ଜ୍ଵର , ଥଣ୍ଡା କାଶ କିମ୍ବା ଅନ୍ୟାନ୍ୟ ସମସ୍ୟାକଣରହିଛି ତାହା ପଚାରି ବୁଝୁଛନ୍ତି । ସେହିପରି ଜ୍ଵର ଥଣ୍ଡା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା […]