ପୁଣି ଅବକାରୀ ବିଭାଗ ସ୍କ୍ୱାଡ଼ ର ଚଢ଼ାଉ, 108 କେଜି ଗଞ୍ଜେଇ ଜବତ, ୩ ଗିରଫ
ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ପୁଣି ଅବକାରୀ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି 108 କେଜି ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବାବିଶେଷ ସୂତ୍ରରୁ ଖବର ପାଇ ଭୋର 5ଟା ବେଳେ ଫୁଲବାଣୀ ସହର ଗୂଦାରୀ ନିକଟ ସାଧନ ଛକ ଠାରେ ଅବକାରୀ ବିଭା ଗ ଟିମ୍ ଛକି ରହିଥିଲେ lଫିରିଙ୍ଗିଆ ଠାରୁ ଗୋଟି ଏ ବୋଲେରୋ ପିକଅପ୍ ବନ୍ଧା କୋବି ବୋଝେଇ ଗାଡିରେ ଚତୁରତାର ସହ ଏସବୁ […]