ନାବାଳିକା ଦୁଷ୍କର୍ମ ଉଦ୍ୟମ କାରୀ କୁ ୩ ବର୍ଷ ଜେଲ ଓ ଜରିମାନା
ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଏକ ନା ବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାରକରି ଅଭିଯୁକ୍ତ ସୁଧାକର ପୃଷ୍ଟି ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ଅକ୍ଟୋବର ଚବିସ ୨0୨ 0 ରେ ନାବାଳିକା ଜଣକ ଫୁଲ ତୋଳିବାକୁ ସ୍କୁଲ […]