ବେଫିକର ପୂର୍ତ୍ତବିଭାଗ, ରାସ୍ତା ଜାଣିବାରେ ଯାତ୍ରୀ ଅସୁବିଧାର ସମ୍ମୁଖିନ

ଜି.ଉଦୟଗିରି– — ବେଫିକର ପୂର୍ତ୍ତବିଭଗ।ଜି.ଉଦୟଗିରି ଗାନ୍ଧିଛକଟି ତ୍ରିକୋଣ ଛକ ହୋଇଥିବାରୁ ସେଠାରେ ତିନିକୋଣକୁ ତୀର ଚିହ୍ନ ମାଧ୍ୟମରେ ପୂର୍ବରୁ ସଙ୍କେତ ଦିଆଯାଇଥିବା ବେଳେ ରାସ୍ତାକାମ ସରିଗଲା ପରେ ସେହି ସଂକେତ ଦେବାକୁ ପୂର୍ତ୍ତ ବିଭାଗ ବେଫିକର ଭାବେ ଭୁଲିଯାଇଥିବାରୁ ଯାତ୍ରା କରୁଥିବା ବାହାରର ଯାତ୍ରୀ ମାନେ ସେଠାରେ ଅଟକି ଲୋକଙ୍କୁ ପଚାରିକି ଯିବାକୁ ବାଧ୍ୟ ହେଉଛନ୍ତି।ବିଶେଷ କରି ବେଳେ ବେଳେ ରାତିରେ କିଛି ଯାତ୍ରୀ ଭୂଲରେ ମେଡିକଲ ରାସ୍ତାରେ ବି ପଳାଇ ଯାଇ ପୁଣି ଫେରନ୍ତି। ଏହି […]

ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କଡାକଡି– ୧୩୦୦୦ ଟଙ୍କା ତଣ୍ଡ ଆଦାୟ

ଜି.ଉଦୟଗିରି– — କରୋନାର ଦିତୀୟ ଲହର ପ୍ରଭାବରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ଏଥିରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି ।ତଥାପି କିଛି ଅମାନିଆ ଏହାକୁ ଖାତିର କରୁନଥିବାରୁ ସେମାନଙ୍କୁ ସାବାଡ କରିବାପାଇଁ ରାଜ୍ୟରେ ଯାଞ୍ଚକୁ କଡାକଡି କରାଯାଉଥିବା ବେଳେ ଆଜି ଜି.ଉଦୟଗିରି ପୋଲିସ ଏସ ଆଇ କୌଶଲ୍ୟା ବେହେରା,ଏଏସଆଇ ପ୍ରମୋଦ କୁମାର ଦୀପ ପ୍ରମୁଖ ସ୍ଥାନୀୟ ବନ୍ଧ ଛକ ଠାରେ ମାସ୍କ ଯାଞ୍ଚ […]

ଆଠଗଡ ରେ କରୋନା ଲହର ଜାରି,ସଚେତନତା କଲେ ଅଭୟ ବାରିକ

ଆଠଗଡ(ଉଲାପ୍ର)ଆଠଗଡ ରେ କରୋନା ଲହର ଜାରି ରହିଥିବା ବେଳେ ଜନସାଧାରଣ ଙ୍କୁ ସଚେତନତା ବାର୍ତା ବାଣ୍ଟିଛନ୍ତି ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ,ଗତବର୍ଷ କରୋନା ଆରମ୍ଭ ହୋଇଥିବା ବେଳେ ଯୁବ ସଙ୍ଗଠକ ଅଭୟ ବାରିକ ଆଠଗଡ ସହିତ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ଦୀର୍ଘ ୬ମାସ ପର୍ଯ୍ୟନ୍ତ କରୋନା ସଚେତନତା ଜାରି କରିଥିଲେ,ଯେତେବେଳେ ସବୁ ନେତା ଘରେ ରହିଥିଲେ ସେ ସମୟରେ ଅଭୟ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କୁ ସଚେତନତା ବାର୍ତା ବାଣ୍ଟିବା ସହିତ ମାକ୍ସ […]

ଭିନ୍ନକ୍ଷମ ସୁନୀ ମାଙ୍କ ସକ୍ଷମ ହେବାପାଇଁ ପ୍ରୟାସ

ଫୁଲବାଣୀ- (ସୁନୀଲ ପଟନାୟକ)ସେ ଜଣେ ଭିନ୍ନକ୍ଷମ,ତଥାପି ସକ୍ଷମ ଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ପ୍ରୟାସ ଜାରି ରଖିଛନ୍ତି।ଭଲ ପାଠ ପଢି କିଛି କରି ଦେଖାଇବା ପାଇଁ ଲକ୍ଷ୍ୟ ରହିଛି ତାଙ୍କର । ନିଜର ନିଷ୍ଠା,ପରିଶ୍ରମ ଓ ଆତ୍ମବିଶ୍ଵାସ ଯୋଗୁଁ ସଫଳତା ହାସଲ କରି ଆଜି ଗ୍ରାଜୁଏଟ ଡିଗ୍ରୀ ହାସଲ କରିପାରିଛନ୍ତି । ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଟିକା ବାଲି ବ୍ଳକର ମିଡ ବାଲି ଗ୍ରାମର ସୁନୀମା ପ୍ରଧାନ । ପିଲାଟିଦିନରୁ ସୁନିମା ଜଣେ ଭିନ୍ନ […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୧୫ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-ଶୁକ୍ଳପକ୍ଷତିଥି-ତୃତୀୟା ଦିବା ଘ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର- କୃତ୍ତିକା ରାତ୍ରି ଘ ୦୯/୩୨ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର-ବୃଷଯୋଗ- ଆୟୁଷ୍ମ।ନ୍କରଣ-ଗରସୌରମାସ- ମେଷ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୨୫✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ନୈରୁତେବିଛା ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା ଓ ବାରବେଳା- ଦିବା ଘ ୦୨/୫୩ ଗତେ ସନ୍ଧ୍ୟା ଘ୦୬/୦୨ […]

ବାଲିଗୁଡା:ପଥଚାରୀଙ୍କୁ ସମାଜସେବୀ ପଣା ବଣ୍ଟନ କଲେ

ବାଲିଗୁଡା,୧୪/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ଦିନକୁ ଦିନ ପ୍ରବଳ ଖରା ଓ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଯୁବ ସମାଜ ସେବୀ ଦୀପକ କୁମାର ପଣ୍ଡା ଟାଉନର ପିଡବ୍ଲୁଡି ଛକ ନିକଟରେ ଶୁଭଲଷ୍ମୀ ନାମରେ ଏକ ପଣା ଷ୍ଟଲ ଖୋଲିଛନ୍ତି | ଏହି ପଣା ଷ୍ଟଲ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଦିନ ସକାଳ ୭ ଘଣ୍ଟ ଠାରୁ ଆରମ୍ଭ ହୋଇ ଦିନ ୧ […]

ପୋଲିସ୍ ପଞ୍ଝାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଜବତ: ଡାକ୍ତରୀ ପରୀକ୍ଷା ବେଳେ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ, ପୋଲିସ୍ ନାକେଦମ୍

ବାଲିଗୁଡ଼ା,୧୪/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । ପ୍ରକାଶ ଯେ, ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରେ ଗଞ୍ଜେଇ ନେଇ ଯିବାବେଳେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି କୋଟଗଡ଼ ପୋଲିସ୍ । ସେମାନଙ୍କ ନିକଟରୁ ୧୦ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି […]

କୋଭିଡ଼ କଟକଣା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ ପାଳିତ

ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ କୋଭିଡ କଟକଣା ମଧ୍ୟରେ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଥିଲା। ଫୁଲବାଣୀ ନିକଟ ଦାମିଙ୍ଗା ମେରୁ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି । ଗ୍ରାମର ଆରାଧ୍ଯ ମା’ଦଣ୍ଡକାଳୀଙ୍କ ୧୪ଦିନିଆ ଦଣ୍ଡ ଯାତ୍ର। ଚଳିତବର୍ଷ କ6ର।ନାକଟକଣା ପାଇଁ କେବଳ ଗ୍ରାମ ଭିତରେ ସୀମିତ ଥିବାବେଳେ ମେରୁ ଯାତ୍ରାକୁ […]

ଫୁଲ ବାଣୀରେ ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ଫୁଲ ବାଣୀ_(ସୁନୀଲ ପଟନାୟକ) ୧୪/୪କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳପକ୍ଷରୁ ବୁଧବାର ସ୍ଥାନୀୟ ଅରବିନ୍ଦ ନଗରଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଭୀମରା ଓ ଆମ୍ୱେଦକରଙ୍କ ୧୩୦ ତମ ଜୟନ୍ତୀ ପାଳନ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସଂଗଠନର ମୁଖ୍ୟ ତଥା ବରୀଷ୍ଟ ଆଇନ ଯିବୀ ସତ୍ୟନାରାୟଣ ବେହେରା , ସମାଜସେବୀ ତଥା ସାମ୍ବାଦିକ ସୂର୍ଯ୍ୟ ବେହେରା । ବରୀଷ୍ଟ ସାମ୍ବାଦିକ ସନ୍ତୋଷ ଦିଗଲ, ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଡକ୍ଟର […]

ପାନୀୟ ଜଳ ସଙ୍କଟ ଦୁର କଲେ ଲୋକେ, ନିଜେ ପାଇପ ପକ।ଇ ପାଣି ଆଣିଲେ ପଲସିମେଲା ଗ୍ରାମବାସୀ

ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) ଏବେ . ପ୍ରବଳ ଖରା ।ଦିନକୁ ଦିନ ତାତି ବି ବଢୁଛି । ପାଣି ପାଇଁ ଟାଏଁ ଟାଏଁ ଖରାରେ ମାଇଲ ମାଇଲ ବାଟ କେତେ ଅବା ଚାଲି ଚାଲିଯାଇ ନିତି ପାଣି ଆଣି ବେ। ଗାଁରେ ନଳକୂପଟିଏ ମଧ୍ୟ ନାହିଁ। ପାନୀୟ ଜଳ ପ୍ରକଳ୍ପ ମଧ୍ୟ ନାହିଁ। ଶେଷରେ ଗ୍ରାମବାସୀ ବାଧ୍ଯ ହୋଇ ନିଜେ ଅର୍ଥ ସଂଗ୍ରହ କରିବ।ସହ ଶ୍ରମଦ।ନ କରି ୨କିମି ପାଖାପାଖି ପ୍ଲାଷ୍ଟିକ ପିଭି ସି ପାଇପ୍ […]