ଫିରିଙ୍ଗିଆ ପୋଲିସ ପକ୍ଷରୁ କରୋନା ସଚେତନତା ଅନୁଷ୍ଠିତ

ଫୁଲ ବାଣୀ-( ସୁନୀଲ ପଟ୍ଟନୀୟକ) ଦିନକୁ ଦିନ ଦେଶରେ କରେନା ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଥିବା କାରଣ ରୁ ଲୋକଙ୍କୁ ପୁଣିଥରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା ବାରମ୍ଵାର ହାତକୁ ଭଲ କରି ସଫା କରିବା ଆଦି ସଂପର୍କରେ ଗାଁର୍ଗା ବୁଲି ସଚେତନ କରୁଛି ପୋଲିସ। ମଙ୍ଗଳବାର । ଏ ସ .ପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ପରିଙ୍ଗିଆ ଥାନା […]

୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ଦେବାକୁ ଆପ୍ ର ଧାରଣା

ବରଗଡ: ଅପ୍ରିଲ ମାସ ରୁ ବିଜୁଳି ଦର 30 ପଇସା ବୃଦ୍ଧି ପ୍ରତିବାଦ ରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ୱର ରେ ସତ୍ୟାଗ୍ରହ ଆରମ୍ଭ କରିଛି । ଗତ ୭ ଏପ୍ରିଲ ରୁ ଅନଶନ ଓ ଧାରଣା ଦେଇଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟତଃ ୩ଟି ଦାବୀ ରଖିଛି ଯଥା ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିନା ମୂଲ୍ୟରେ ପ୍ରତ୍ୟେକ ପରିବାର କୁ ଦେବା, ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକର ସିଏଜି ଅଡ଼ିଟ କରାଇବା ଓ ବର୍ଦ୍ଧିତ […]

କନ୍ଧମାଳ –ଚକାପାଦ ଅଞ୍ଚଳ ରେ ପାଣିପାଇଁ ମାଡପିଟ, ଚିକିତ୍ସିତ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ, ଜଣେ ଗିରଫ, ୩ଫେରାର

ଫୁଲବାଣୀ –(ସୁନୀଲ ପଟନାୟକ) ପାଣି ଗରାଏ ପାଇଁ ଦୁର୍ବୁତ୍ତ ମାନଙ୍କ ଆକ୍ରମଣ ରେ ଜଣେ ମହିଳା ଙ୍କ ଆଜି ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ କନ୍ଧମାଳ ଜ଼ିଲା ଚକାପାଦ ବ୍ଲକ ପସରା ପଂଚାୟତ ର ବେରେଡାକିଆ ଗ୍ରାମର ଭାଗ୍ୟ ଲତା ପୃଷ୍ଟି lଭାଗ୍ୟ ଲତା ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହାତ ହୋଇ ଗତ ଚବିଶ ତାରିଖରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଆଉ ଶେଷରେ ଆଜି ମୃତ୍ୟୁ ବରଣ କରି ଥିବା […]

ବର୍ଷ ପରେ ବର୍ଷ ବିତିଲାଣି, ଶ୍ରୀରାମପୁର-ପାଡୁ ଗୁଡ଼ା ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ରାସ୍ତାକାମ ସରୁ ନି

ଫୁଲବାଣୀ-( ସୁନୀଲ ପଟନାୟକ)ସରକାର ଗ୍ରାମ ।ଞ୍ଚଳର ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସ୍ଥାୟି ପିଚୁ ରାସ୍ତା ମାନ ନିର୍ମାଣ କରୁଛନ୍ତି । ହେଲେ ଏ ସବୁ ରାସ୍ତା କେଉଁଠି ଆରମ୍ଭ ହୋଇ ନି ତ ଆଉ କେଉଁଠି ଅଧାପନୁରିଆ ଅବସ୍ଥାରେ ପଡିଛି ବର୍ଷ ବର୍ଷ ଧରି । . ଲୋକେ ସୁବିଧାରେ ଯା’ଆସ କରିବା ପାଇଁ ରାସ୍ତା ହେଉଛି ହେଲେ ରାସ୍ତାକାମ ଅଧାପନୁରିଆ ଅବସ୍ଥାରେ ପଡି ରହିବା ଫଳରେ ଅଧିକା […]

ଆଜିର ରାଶିଫଳ

ଅଦ୍ୟ ଏପ୍ରିଲ ମାସ ୧୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ପ୍ରତିପଦ ଦିବା ଘ୧୦/୩୫ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ଅଶ୍ଵିନୀ ଦିବା ଘ ୦୩/୧୮ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର- ମେଷଯୋଗ-ବିଷ୍କୁମ୍ଭକରଣ-ବବସୌରମାସ-ମୀନ ୩୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୨୧✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ୧୦/୩୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେମେଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଦ୍ଵିତୀୟା ର ପାର୍ବଣ ଶ୍ରାଦ୍ଧ✧═════•❁❀❁•════**କାଳବେଳା -ଦିବା ଘ ୦୧/୨୦ଗତେ ଘ୦୨/୫୩ ମଧ୍ୟେବାରବେଳା- ଦିବା ଘ ୦୭/୦୬ଗତେ ଘ୦୮/୪୨ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୫ ଗତେ […]

କନ୍ଧମାଳ ରେ ବିପୁଳ ପରିମାଣର ବିଷ୍ଫୋରକ ଜବତ: ୩ ଗିରଫ, ଲିଙ୍କ୍ ଖୋଜୁଛି ପୁଲିସ

କନ୍ଧମାଳ,୧୨/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସକୁ ମିଳିଛି ଏକ ବଡସଫଳତା। ଜବତ ହୋଇଛି ବିପୁଳ ପରିମାଣର ବିଷ୍ପୋରକ। ଏହି ଘଟଣାରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ପେନାଗିରି ଅଞ୍ଚଳରେ ଚଢଉ କରି ଏହି ବିଷ୍ଫୋରକ ସାମଗ୍ରୀ ଗୁଡ଼ିକ ଜବତ କରିବା […]

ବିକାଶ ହସ୍ପିଟାଲ ରେ କାକିନାଡ଼ା ର ଇନୋଦୟ ହସ୍ପିଟାଲ ସହଯୋଗ ରେ ଆରମ୍ଭ ହେବ ମେଦ ବହୁଲତା ଅସ୍ତ୍ରୋପଚାର

ବରଗଡ : ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ବିକାଶ ମଲ୍ଟି ସ୍ପେଶଲିଟି ହସ୍ପିଟାଲ ରେ ହେବାକୁ ଯାଉଛି ବେରିୟଟ୍ରିକ ସର୍ଜରୀ ବା ମେଦ ବହୁଲତା ଅସ୍ତ୍ରୋପଚାର। କାକିନାଡ଼ା ର ଇନୋଦୟ ହସ୍ପିଟାଲ ର ସହଯୋଗ ରେ ହେବାକୁ ଯାଉଥିବା ଏହି ପ୍ରକ୍ରିୟା ରେ ଇନୋଦୟ ହସ୍ପିଟାଲ ର ଚେୟାରମେନ ତଥା ଏଡଭାନସ ଲେପ୍ରୋସ୍କପିକ୍ ସର୍ଜନ୍ ଡାକ୍ତର ଜି.ରାମ ମୋହନ ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ସହଜୋଗ କରିବେ ବିକାଶ ମଲ୍ଟି ସ୍ପେଶାଲିଟି […]

ପଛୁଆ ବର୍ଗ ଙ୍କ ୧୧ ଦଫା ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ଦେଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ

ବରଗଡ଼: ଜନସଂଖ୍ୟା ଆଧାରରେ ଓବିସି ମାନଙ୍କୁ ସରକାରୀ ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ସହ ୧୧ ଦଫା ଦାବି ନେଇ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ରେ ଜିଲ୍ଳା ପ୍ରଶାସନ କୁ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ସ୍ମାରକପତ୍ର ପ୍ରଦାନ କରିଛି । ସୋମବାର ମଞ୍ଚ ର ସଦସ୍ୟ ମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏହି ଦାବୀପତ୍ର ଦେଇଥିଲେ ଯେଉଁଥିରେ ଓବିସି ମାନଙ୍କ ସହ ହେଉଥିବା ବୈମାତୃକ ମନୋଭାବ ଵିରୋଧ ରେ ଉଲ୍ଲେଖ […]

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼(ଉଲାପ୍ର୍ର)ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବାଭାବ କବି ଗଙ୍ଗାଧର ମେହେରଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ମହାତ୍ମାଗାନ୍ଧୀ ମାର୍ଗରେ ଥିବା କବିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। […]