କନ୍ଧମାଳ:ହରିଜନ କର୍ମଚାରୀ କଲ୍ୟାଣ ସମିତିର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
କନ୍ଧମାଳ,୧୨/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ହରିଜନ କର୍ମଚାରୀ କଲ୍ୟାଣ ସମିତିର ଏକ ବୈଠକ ଫୁଲବାଣୀ ଜିଲା ଫୁଟବଲ ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସମିତିର ଉପସଭାପତି ଗୁ୍ପ୍ତେଶ୍ୱର ଦିଗାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପ୍ରଥମେ ବାବାସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳ୍ୱନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମ୍ମାନୀତ ଅତିଥି ଭାବେ ଖଜୁରୀପଡା ବିଇଓ ଜଗନ୍ନାଥ ସାହାଣି, ଫିରିଙ୍ଗିଆ ବିଇଓ ବିନୋଦ ବିହାରୀ ଦିଗାଲ, ଏବିଡିଓ ସନ୍ତୋଷ ଦିଗାଲ, […]