ଗୁଣିଆ ସନ୍ଦେହ ରେ ପିଟି ପିଟି ମାରିଦେଲେ, ୬ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଗୁଣିଗାରେଡି ସନ୍ଦେହ ରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗ ରେ ବୁଧବାର ଖଜୁରୀ ପଡ଼ା ପୋଲିସ ୬ ଜଣକୁଗିରଫ କରିକୋର୍ଟ ଚାଲାଣ କରିଛି lବ୍ୟାପକ ସଚେତନତା ସତ୍ୱେ କନ୍ଧମାଳ ରେ ଗୁଣି ଗାରେଡି ଥମିବାର ନାଁ ନେଉନି lଲୋକେ ଏବେ ବି ଗୁଣିଆ ଉପରେ ବିଶ୍ୱାସ କରୁଛନ୍ତି ଫଳରେ ବିଭିନ୍ନସମୟରେ ଜିଲାରେ ହତ୍ୟା କାଣ୍ଡ ମାନ ଘଟୁଛି lସୋମବାର ଖଜୁରୀପଡା ଥାନା ଅନ୍ତର୍ଗତ ପାବେରି ଗ୍ରାମର ଦମୟନ୍ତୀ ମଲିକ ନାମକ […]

ଜଙ୍ଗଲ ନିଆଁ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୃପ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ରେ ଦିନକୁ ଦିନ ତାତି ବଢୁଥିବା ବେଳେ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡୁଛି। ବନ ବିଭାଗ ପକ୍ଷରୁ ନିୟୋଜିତ ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିଲେ ମଧ୍ଯ ନିଆଁ ଆୟତ୍ତ କୁ ନେଇ ଚିନ୍ତା ରେ ବନବିଭାଗ। ଜଙ୍ଗଲ ରେ ନିଆଁ କୁ ହ୍ରାସ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବାରମ୍ବାର ସମୀକ୍ଷା […]

କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍ । ୪୪୦ କେଜି ୩୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ଥାନା […]

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି, ପ୍ରତିଦିନ ର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି l ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ ଜଳସ୍ତର କମିବାରେ ଲାଗିଛି l ଲୋକମାନେ ଜଳ ସଂଗ୍ରହ କରିବାରେ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l […]

କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶିଘ୍ର ଭିତ୍ତପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ। ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀ ମାନଙ୍କୁ ସର୍ବଭାରତୀୟ ସ୍ତରରେ ସମକକ୍ଷ ହେବା ନେଇ କେନ୍ଦ୍ର ସରକାର ସିବିଏସଇ ପାଠ ପଢିବା ସହ […]

ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ

ଫୁଲବାଣୀକନ୍ଧମାଳ ଜିଲ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ, ମହାନ ଜନନାୟକ .ବିଶିଷ୍ଟ ରାଜନିତୀ ଜ୍ଞ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ସୋମବାର ସକାଳୁ ଫୁଲବାଣୀ ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଭାତଫେରୀ କାର୍ଯ୍ୟକ୍ରମ ତାପରେ ନଦୀ ଖଣ୍ଡିସାହୀ ସ୍ଥିତ ଦେହରୁ ପାର୍କ ନିକଟପିଲା ସାଲୁକୀସାଲୁକୀ ନଦୀ ଘାଟରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ଵର ତୀଳ ତର୍ପଣ କରାଯାଇଥିଲା। ଏହାପରେ ଫୁଲ ବାଣୀ ସହରରେ ଥିବା ବିଜୁବାବୁଙ୍କ […]

ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ ରେ ଚାରି ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ଜଙ୍ଗଲ ବିଭାଗ ର ବ୍ୟାପକ ସଚେତନତା ସତ୍ୱେ କେତକ ସ୍ଥାନରେ ଦୁର୍ବୁତ୍ତ ମନେ ଜଙ୍ଗଲ ରେ ନିଆଁ ଲଗାଉଛନ୍ତି lଫଳରେ କୋଟିକୋଟି ଟଙ୍କା ର ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟ ଜନ୍ତୁ ମଧ୍ୟ ଅସୁରକ୍ଷିତ ହୋଇପଡୁଛନ୍ତି lସୋମବାରରାତିରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ଖଣ୍ଡ ଅଧୀନ ରାଇକିଆ ରେଞ୍ଜ ଅଧୀନବନ କର୍ମଚାରୀ ମାଣିକେଶ୍ବର ପଂଚାୟତ ର ସିନ୍ଦୁରିଆ ଘଞ୍ଚ ଜଙ୍ଗଲ ରେଚଢ଼ାଉ କରି ନିଆଁ ଲଗାଉଥିବା ବେଳେ […]

ଫିରିଙ୍ଗିଆ ବନ ବିଭାଗ ରଜଙ୍ଗଲ ସୁରକ୍ଷା ସଚେତନତା

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ବନଖଣ୍ଡ ଅଧୀନ ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ତୁମଲ ପଦର ଗ୍ରାମରେ ବନ ସରଂ କ୍ଷଣ ସମିତି ସଦସ୍ୟ ସଦସ୍ୟା, ଓ ଗ୍ରାମବାସୀ ଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା lଏଥିରେ ଫିରିଙ୍ଗିଆ ବନକର୍ମଚାରୀ ମାନେ ଯୋଗଦେଇ ଜଙ୍ଗଲ କୁ ନିଆଁଦାଉରୁ ରକ୍ଷା କରିବା ପାଇଁ ବନ ସୁରକ୍ଷା ସମିତି ସଦସ୍ୟ, ଗ୍ରାମବାସୀ, ଯୁବକ ସଙ୍ଘ ମନ ପ୍ରାଣ ଦେଇ ନିଷ୍ଠା ଓ ଆନ୍ତରିକତାର ସହ ଉଦ୍ୟମ କରିବା ପାଇଁ […]

ପ୍ରାଣ ଯୋଗ ପ୍ରତିଷ୍ଠାନର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସଵ ଓ ସମ୍ବର୍ଦ୍ଧନା ସମାରୋହ

ବଡ଼ମ୍ବା( ଉଲ୍ଲାପ୍ର )ପ୍ରାଣ ଯୋଗ ପ୍ରତିଷ୍ଠାନ ର ରାଜ୍ଯ ସ୍ତରୀୟ ଊନବିଂଶ ବାର୍ଷିକ ଉତ୍ସବ ରତାପଟ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ସନାତନ ବେହେରା ଉତ୍ସଵକୁ ଉଦୁ ଘାଟନ କରିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜ୍ଞାନ କବି ଚନ୍ଦ୍ରଶେଖର ମହାନ୍ତି କାର୍ଯ୍ୟ କ୍ରମରେ ପୌରହିତ୍ୟ କରିଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ଶିକ୍ଷକ ନେତା ଅଶୋକ କୁମାର ଧଳ ଙ୍କ ସଂଯୋଜନାରେ […]

ସୈ ତାନସାଜିଲେ ପୁଅ ବୋହୁ
ପୁଅ ବୋହୁର ମରଣାନ୍ତକ ଆକ୍ରମଣରେ ମା ମୃତ

ଫୁଲବାଣୀ-( ଉଲ୍ଲାପ୍ର )ପୁଅ ଜନମ କରିଥିଲା ବୁଢୀକାଳରେ ପୋଷିବ ଆଉ ସେବା କରିବ ଟିକିଏ ବୋଲି ।ନିଜେ ନ ଖାଇ ନପିନ୍ଧି ଏଡେରୁ ଏଡେକରିଥିଲା ମା’। ଆଉ ପୁଅକୁ ବିବାହ କରି ବୋହୁ ମଧ୍ୟ ଘରକୁ ଆଣିଲା। ବୋହୁ ରାନ୍ଧି କି ଗଣ୍ଡେ ଖାଇବାକୁ ଦେବ ବୋଲି। ହେଲେ ଶେଷରେ ସେହି ପୁଅ ଆଉବୋହୁର ମାଡରେ ମାର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗ ବାଡି ଥାନା ଅନ୍ତର୍ଗତ ପାଙ୍ଗାଲିଗ୍ରାମ ରେ […]