ଚକାପାଦ ବ୍ଲକରେ କୃଷି ସଚେତନତା ରଥ ଶୁଭାରମ୍ଭ
ଫୁଲ ବାଣୀ(ସୁନୀଲ ପଟନାୟକ)କୃଷକମାନଙ୍କ ଉନ୍ନତିପାଇଁ ସରରକାରଙ୍କ ବିଭିନ୍ନ ଯୋଜନା ରହିଛି । ତେବେ ତନତା ଅଭାବରୁ କୃଷକ ମାନେ ଏହାର ଫାଇଦା ଉଠାଇ ପାରୁନାହାନ୍ତି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି । ଫଳରେ ଗାଁକୁଗାଁ ବୁଲି ଚାଷୀ ମାନଙ୍କୁ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରିବା ସହ ସଚେତନ କରିବାପାଇଁ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଳକରେ ବୁଧବାର କୃର୍ଷି ରଥ ସାଙ୍ଗକୁ ପଥ ପ୍ରାନ୍ତ ନାଟକକୁ କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି […]