ଖୁଣ୍ଟୁଣି(ଉଲାପ୍ର)ସାରା ଦେଶରେ ହାତୀ ମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ର ଅନୁଦାନ ବନ ବିଭାଗ କୁ ଆସୁଥିବା ବେଳେ ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୮୪୦ ରୁ ଅଧିକ ହାତୀଙ୍କ ମୃତୁ ହୋଇଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭା ରେ ପ୍ରକାଶ କରିଛନ୍ତି, କାମ୍ପା ଫଣ୍ଡ ଜରିଆରେ ହାତୀମାନଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଆସୁଥିବା ବେଳେ ତାହା କେତେ […]
ଅଦ୍ୟ ମାର୍ଚ୍ଚ ମାସ ୩୧ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ତୃତୀୟା ଦିବା ଘ୦୨/୪୨ ସର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର-ସ୍ୱାତି ଦିବା ଘ ୧୦/୫୦ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର -ତୁଳା ରାତ୍ରି ଘ ୦୩/୦୨ ପର୍ଯ୍ୟନ୍ତ ତଦନ୍ତେ ବିଛାଯୋଗ-ହର୍ଷଣକରଣ-ବିଷ୍ଟିସୌରମାସ-ମୀନ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୬/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୨/୪୨ ପର୍ଯ୍ୟନ୍ତ ତଦନ୍ତେ ନୈରୁତେକର୍କଟ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା […]
ବାଲିଗୁଡା,(ଉଲାପ୍ର): ରକ୍ଷଣା ବେକ୍ଷଣ ଅଭାବରୁ ଆବର୍ଜନା କୁଣ୍ଡ ରେ ପରିଣତ ହୋଇଛି ବାଲିଗୁଡ଼ା ସହର ମଧ୍ୟରେ ଥିବା ପୁରାତନ ଆଦର୍ଶ ପୋଖରୀ l ଦଳ ପଙ୍କ ପଲିଥିନ ରେ ପରିପୂର୍ଣ୍ଣ ହେବାସହିତ ଅଦରକାରୀ ଗଛ ଲତା ଭରି ରହିଛିl ପୋଖରୀ ଟି ତଳିଆ ଅଞ୍ଚଳରେ ରହିଥିବାରୁ ବସ ଷ୍ଟାଣ୍ଡ ରୁ ନିର୍ଗତ ଆବର୍ଜନା ପାଣି ପୋଖରୀ ଭିତରେ ପଶୁଛି lଏହି ପୋଖରୀ ଉପରେ ପ୍ରାୟତଃ ଏନ୍ଏସି ଅଞ୍ଚଳର ନୂଆସାହି, ହାଟପଦା ସାହି,ପାଟଖଣ୍ଡା ସାହି, ମୁଣ୍ଡାସାହି ଓ ବଜାର […]
ଅଦ୍ୟ ମାର୍ଚ୍ଚ ମାସ ୩୦ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଚୈତ୍ର ମାସ-କୃଷ୍ଣପକ୍ଷତିଥି-ଦ୍ଵିତୀୟା ସନ୍ଧ୍ୟା ଘ ୦୬/୦୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର-ଚିତ୍ରା ଦିବା ଘ ୦୧/୨୩ ପର୍ଯ୍ୟନ୍ତ ତଦନ୍ତେ ସ୍ୱାତିଚନ୍ଦ୍ର -ତୁଳାଯୋଗ-ବ୍ୟାଘାତକରଣ-ଗରସୌରମାସ-ମୀନ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୪୮/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ ୦୬/୦୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେମକର ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୧/୧୬ଗତେ ଘ୦୨/୫୦ ମଧ୍ୟେବାରବେଳା- ଦିବା ଘ୦୭/୧୭ଗତେ ଘ୦୮/୪୯ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା-ଦିବା ଘ ୦୮/୫୦ […]
ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା, ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସେବକ ଓ ବିଶିଷ୍ଟ ଗାନ୍ଧିବାଦୀ ବିଶ୍ଵନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୧ତମ ଶ୍ରାଦ୍ଧ ଦିବସ ସମିତି ସଭାଗୃହ ପରିସରରେ ପାଳନ ହୋଇଯାଇଛି l ବାଲିଗୁଡ଼ା ଆଦର୍ଶ ପୁଷ୍କରିଣୀ ଥିବା ଆଜ୍ଞାଙ୍କ ପ୍ରତି ମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସର୍ବ ଧର୍ମ ପ୍ରାର୍ଥନା ହୋଇଥିଲା |ଏହା ପରେ ଏକ ବୈଠକ ହୋଇଥିଲା | ବୈଠକରେ ବନବାସୀ ସେବା […]
କନ୍ଧମାଳ,(ଉଲାପ୍ର): ଆଜି ରଙ୍ଗର ପର୍ବ ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି । ଘରେ ଘରେ ଜମିଛି ହୋଲିର ଆସର । ଏ ବର୍ଷ କରୋନା କଟକଣା ହୋଲିକୁ ଟିକେ ଫିକା କରିଛି ସତ ହେଲେ ଘରେ ଘରେ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । ନିଜର ପ୍ରିୟଜନ ଓ […]
ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଚତୁର୍ଥ ପର୍ଯ୍ୟାୟ ସେବକ ପ୍ରଶିକ୍ଷଣ ଶିବିର ସାଇବିହାର ଠାରେ କୋଭିଡ କଟକଣା ନିୟମକୁ ପାଳନ କରି ଅନୁଷ୍ଠିତ ହୋଇ ଯାଇଛି | ଏହି ପ୍ରଶିକ୍ଷଣ ଶିବିର ସକାଳ 8 ଘଣ୍ଟ ଠାରୁ ଆରମ୍ଭ ହୋଇ ଅପରାହ୍ନ ରେ ଶେଷ ହୋଇଥିଲା | ଉକ୍ତ ଶିବିରରେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି,କ.ନୂଆଗାଁ, କୁଡୁତୁଲି,କୋଟଗଡ ଏବଂ ସଦର ବାଲିଗୁଡା ରୁ ସାଇ ଭକ୍ତ ଏହି କାର୍ଯ୍ୟକ୍ରମ […]