ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ,କୁଶ ସଭାପତି,ହରିହର ସମ୍ପାଦକ
ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିବା ବେଳେ କୁଶ ପ୍ରଧାନ ୨୦୨୧-୨୨ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।ସେହିପରି ହରିହର ପ୍ରଧାନ ସାଧାରଣ ସମ୍ପାଦକ ଭାବେ ବିଜୟ ଲାଭ କରିଛନ୍ତି ।ମୋହିତ ମହାପତ୍ର ଉପସଭାପତି ଓ ସନକ ଦାଶ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି କେଟେଗାରୀ ୨ ପାଇଁ ଶୈଳେନ୍ଦ୍ର ବିଶ୍ୱାଳ ଓ ସନ୍ତୋଷ ଦାଶ […]