ଆଠଗଡ(ଉଲାପ୍ର)କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଆଠଗଡ ଗସ୍ତରେ ଆସି ନିଜେ ପାଠ ପଢିଥିବା ସ୍କୁଲ ବିଶ୍ୱନାଥ ବିଦ୍ୟାପୀଠ ରେ ଛାତ୍ର ତଥା ସରକାରି ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ମାଟ୍ରିକ ମନ୍ତ୍ର ପ୍ରଦାନ କରିଛନ୍ତି,ଜିଲାପାଳ ଭବାନୀ ଶଙ୍କର ଚୟନି ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କିପରି ଓଏମଆର ସିଟ ପ୍ରସ୍ତୁତି,ପରୀକ୍ଷା ପ୍ରଣାଳୀ,ପରୀକ୍ଷା ଖାତାରେ କେମିତି ଉତର ଲେଖିବେ ସେଥିପ୍ରତି ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ,ଜିଲାପାଳ ଭବାନୀ ଶଙ୍କର ଚୟନି ଯେହେତୁ […]
ଅଦ୍ୟ ମାର୍ଚ୍ଚ ମାସ ୨୫ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ଦିବା ଘ ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ ୧୧/୨୮ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର – କର୍କଟ ରାତ୍ରି ଘ ୧୧/୨୮ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ସୁକର୍ମାକରଣ-ବିଷ୍ଟିସୌରମାସ-ମୀନ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୯/୫୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେକର୍କଟ ଓ ମକର ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଦ୍ୱଦଶୀ ର ଏକୋଦିଷ୍ଟ ଓ […]
କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ବଡ଼ସାଲୁଙ୍କି ନଦୀ ସମସ୍ୟା ହୋଇଛି। ନଦୀ ଉପରେ ପୋଲ୍ ନିର୍ମାଣ ପାଇଁ ଦାବି ହେଉଛି, କେହିଁ ଶୁଣୁ ନାହାନ୍ତି। ଖରାଦିନେ ଏଠାରେ ଏକ ଅସ୍ଥାୟୀ ବାଉଁଶ ନିର୍ମିତ ପୋଲ୍ ଦେଇ ଉଭୟ ଗ୍ରାମର ଲୋକେ ନଦୀ ପାର ହୋଇଥାନ୍ତି। ବୁଢ଼ାଦାନି ଏବଂ ଏହାର ଆଖପାଖ ଗ୍ରାମର ଲୋକେ ଏହି ବାଉଁଶ ପୋଲ ଦେଇ ଫୁଲବାଣୀ ସହରକୁ ଆସିଥାନ୍ତି। ଏମିତିକି ବହୁ କଷ୍ଟରେ […]
ଆଠଗଡ଼(ଉଲାପ୍ର)ସରକାରୀ କାର୍ଯ୍ୟକ୍ରମ କୁ ବିଜେଡି ପାର୍ଟି କାର୍ଯ୍ୟଳୟରେ କରିବା ତାହା ପୁଣି ଯୋଗାଣ ମନ୍ତ୍ରୀଙ୍କ ନିଜ ଘରେ ବାର୍ଦ୍ଧକ୍ୟ ଭତ୍ତା ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଓ ବଡ଼ ବାବୁ ନିରଞ୍ଜନ ଦାସ ବାଣ୍ଟିବା ଘଟଣାରେ ତାତିଛି ଆଠଗଡ ବିଜେପି,ବୁଧବାର ଦିନ ବିଜେପି ପାର୍ଟି ଅଫିସ ରୁ ନଗର ବିଜେପି ସଭାପତି ନଚିକେତା ପରମାନିକ ଓ ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠି,ବିଚିତ୍ରନନ୍ଦ ଜେନା,ରମାକାନ୍ତ ସେନାପତିଙ୍କ ନେତଦୁ ରେ ବିଜେପି କର୍ମୀମାନେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କୁ […]
ଆଠଗଡ(ଉଲାପ୍ର)ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ବିଜେଡି କାର୍ଯ୍ୟଳୟ ରେ ଭତ୍ତା ବାଣ୍ଟିବା ଘଟଣାକୁ ନେଇ ଆଠଗଡ କଂଗ୍ରେସ ଦୃଢ ବିରୋଧ କରିବା ସହିତ ଏହା ଆଠଗଡ ବାସୀଙ୍କ ପାଇଁ କଳାଦିନ ବୋଲି ଅଭିଯୋଗ କରିଛନ୍ତି ଆଠଗଡ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥ,ଦଳୀୟ ପାର୍ଟି ଅଫିସ ଠାରେ ଏକ ସାମ୍ବାଦିକ ସମିଳନୀ କରି ଉମାବଲଭ ରଥ କଡା ଭାଷାରେ ବିଧାୟକ ରାଜା ସ୍ୱାଇଁଙ୍କୁ ଭର୍ଶନା କରିବା ସହିତ ଜଣେ ମନ୍ତ୍ରୀ ହୋଇ […]
ଫୁଲ ବାଣୀ-( ସୁନୀଲପଟନାୟକ)ଫୁଲ ବାଣୀ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଦୁଇଦିନିଆ ଜିଲ୍ଲା ସ୍ତରୀୟକୃଷିମେଳା ବୁଧୁବାର ଉଦଯାପିତ ହୋଇ ଯାଇଛି ।ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇ କୃଷିମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ। ଏଥି ସହ କନ୍ଧମାଳ ଜିଲ୍ଲାରେ କୃଷକମାନଙ୍କ ଉନ୍ନତି ପାଇଁ ସରକାର ବି ଭିନ୍ନ ପ୍ରକାର ଯୋଜନାମାନ ପ୍ରଣୟନ କରିଛନ୍ତି ଏଣୁ ଏହି […]
, ଫୁଲବାଣୀ- (ସୁନୀଲ ପଟନାୟକ)ମହୁଲଗୋଟାଇବାକୁ ଯାଇ ଜଙ୍ଗଲ ନିଆଁରେ ଜଳି ଯାଇଜଣେ ବୃଦ୍ଧ। ଙ୍କ ମୃତ୍ୟୁ ଘଟିଛି । ମୃତ ବୁଦ୍ଧ । ଜଣଙ୍କ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମର ୭୩ ବର୍ଷିୟା ରମାବତୀ ପ୍ରଧାନ।ରମାବତୀ ବୁଧବାର ଖରାବେଳେଏକାକୀ ନିକଟସ୍ଥ ଘର ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ।ରମାବତୀ ନିଜ ଜଙ୍ଗଲ ଜମିରେ ଥିବା ମହୁଲ ଗଛ ମୂଳରେ ମହୁଲ ଗୋଟ। ଉ ଥିବାବେଳେ ଜଙ୍ଗଲରେ ନିଆଁ ଲାଗି ତାଙ୍କ ପାଖକୁ ଆସୁଥିବା ଦେଖି ନିଆଁ […]
ଫୁଲବାଣୀ (ସୁନୀଲ ପଟ ନାୟକ )କନ୍ଧମାଳ ଜ଼ିଲା ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ସମୁଖ ରେ ଥିବା ଜଙ୍ଗଲ ରେ ଜଣେ ଯୁବକ ର ଗଳିତ ମୃତ ଦେହ ଉଦ୍ଧାରକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ସମୁଖରେ ଥିବା ଜଙ୍ଗଲ ଭିତରେ ଏକ ଆମ୍ବଗଛ ତଳେ ଜଣେ ଯୁବକ ର ଗଳିତ ମୃତ ଦେହ ଉଦ୍ଧାର କରା ଯାଇଛି. ତେବେ ବୁଧବାର ସକାଳୁ ଉକ୍ତ ଜଙ୍ଗଲ କୁ ସ୍ଥାନୀୟ କିଛି ମହିଳା କାଠ ଆଣିବାକୁ ଯାଇଥିବା ସମୟରେ ଏକ […]
ଢେଙ୍କାନାଳ: ଗଁଦିଆ ଥାନା ଜାଆଁନ୍ଦା ଗାଁରେ ଅଘଟଣ, ଷ୍ଟୋଭ୍ ଫାଟି ଯିବାରୁ ପୋଡ଼ି ହୋଇ ମହିଳା ମୃତ ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା। ୨୦୧୮-୧୯ରେ ୫ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବାବେଳେ ୨୦୧୯-୨୦ରେ ୨୦ହଜାର ୨୦୦ ଚାଷୀ ସେହିପରି ୨୦୨୦- ୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି ରାଜ୍ୟରେ ଖାଲି ପଡିଛି ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ । ବିରୋଧୀ ଦଳ ମୁଖ୍ୟ […]