କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା

ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ‘ଲୋକେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ । କେହି ବାହାର ରାଜ୍ୟରୁ ଫେରୁଥିଲେ ତୁରନ୍ତ ପ୍ରଶାସନକୁ ଜଣାନ୍ତୁ । ଏହାଦ୍ବାରା ସେମାନଙ୍କ ପରୀକ୍ଷା କରି ଆଇସୋଲେଟ କରାଯାଇପାରିବ’ ‘ବୟସ୍କ ଲୋକଙ୍କୁ ଟିକା ନେବାକୁ ସମସ୍ତେ ଉତ୍ସାହିତ କରିବା ଉଚିତ । ଟିକା କୋରୋନା ଲଢ଼େଇର ପ୍ରମୁଖ ଦିଗ, ସମସ୍ତେ ଟିକା ନେବା ଉଚିତ । ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ନବମୀ ଦିବା ଘ ୧୦/୦୫ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର-ପୁନର୍ବସୁ ରାତ୍ରି ଘ ୧୧/୨୧ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟାଚନ୍ଦ୍ର – ମିଥୁନ ଦିବା ଘ ୦୫/୦୭ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ଶୋଭନକରଣ-କୌଳବସୌରମାସ-ମୀନ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୩/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୪୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୧୦/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେକନ୍ୟା ରାଶି ର ଘାତଚନ୍ଦ୍ରମକର ରାଶିର ଘାତବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା […]

କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତି, ଖୁବ୍‌ଶୀଘ୍ର ପୁରଣ ହେବ ରେଳ ସ୍ୱପ୍ନ

ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ପୂରଣ ହେବାକୁ ଯାଉଛି ନବରଙ୍ଗପୁର ଜିଲ୍ଲାର ବହୁ ଦିନର ସ୍ୱପ୍ନ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ସ୍ୱାଧୀନତାର ୭୪ ବର୍ଷ ପରେ ପାଇବ ରେଳ ସେବା । କେନ୍ଦ୍ର ସରକାରଙ୍କ ସହ ଚୁକ୍ତି ପରେ ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ ରେଳ ଲାଇନ ନେଇ ଉଭୟ କେନ୍ଦ୍ର […]

ଫେସବୁକ, ଟ୍ୱିଟରକୁ ଉତ୍ତର ଦେବେ ଟ୍ରମ୍ପ୍; ଆରମ୍ଭ କରିବେ ନିଜର ସୋସିଆଲ ମିଡିଆ ଆପ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତ । ହେଲେ ସେ ଏଥର ନିଜର ସୋସିଆଲ୍ ମିଡିଆ ଆପ ଲଞ୍ଚ କରିବାକୁ ଯାଉଛନ୍ତି । ଏନେଇ ଟ୍ରମ୍ପଙ୍କ ପୁରୁଣା ପରାମର୍ଶ ଦାତା ଓ ପ୍ରବକ୍ତା ଜେସନ୍ ମିଲର ସୂଚନା ଦେଇଛନ୍ତି । ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ମିଲର କହିଛନ୍ତି ଯେ ଟ୍ରମ୍ପ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ସୋସିଆଲ୍ ମିଡିଆ ଫ୍ଲାଟଫର୍ମକୁ ଫେରିବାକୁ ଯାଉଛନ୍ତି । ଆଉ […]

ଫୁଲବାଣୀରେ ଜଗା, ସ୍ଵତନ୍ତ୍ର ମେଡିକାଲ ଟିମସହ କଟକ ଏସସିବିରୁ ଆସିଲା

.ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ମଧ୍ୟରୁ ଜଗା ସୋମବାର ଜନ୍ମ ମାଟି ଫୁଲ ବାଣୀ ଆସିଲା l ଏକ ୩ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ ସହ ଜଗା ଆଜି ରାତିରେ ଫୁଲବାଣୀ ଡାକ୍ତର ଖାନା ରେ ପହଂଚିଥିଲା ।ସେ ସମ୍ପୂର୍ଣ୍ଷ ସୁସ୍ଥ ଥିବା ଜଣା ପଡିଛି lଜଗା କୁ ଆଣିବା ଲାଗି ସୋମବାର ସକାଳୁ ଏକ ଡାକ୍ତରୀ ଟିମ କଟକ ଯାଇଥିଲା lଏହି ମେଡିକାଲ ଟିମ କଟକ ବଡ ଡାକ୍ତରଖାନାରେ […]

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ଫୁଲବାଣୀ(ଉଲାପ୍ର) ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ବିଶ୍ଵ ଜଳ ଦିବସ” ପାଳିତ ହୋଇଯାଇଛି । ଅଧ୍ୟକ୍ଷା ସହକାରୀ ପ୍ରଫେସର ଡକ୍ଟର କମଳ ପ୍ରଭା କପାନିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଅଧ୍ୟାପକ ଓ ଇକୋକ୍ଳବ୍ ର ମାର୍ଗଦର୍ଶକ ଶ୍ରୀ ସୁରେଶ କୁମାର ମାଝୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ୩୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଇକୋକ୍ଳବ୍ ଗଠିତ ହୋଇଥିବା ସେ ସୂଚନା ପ୍ରଦାନ କରିଥିଲେ । ଏହାଛଡ଼ା ପରିବେଶ ସୁରକ୍ଷା, ତାହାକୁ ନେଇ ଦେଖାଦେଉଥିବା ବିଭିନ୍ନ […]

ବିଭିନ୍ନ ଦାବୀ ପୁରଣ ନେଇ ପ୍ରାଣୀ ଚିକିତ୍ସକ ଙ୍କ ସ୍କାରକ ପତ୍ର ପ୍ରଦାନ,

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)ବିଭିନ୍ନ ଦାବୀ ପୁରଣ ନେଇ ସୋମବାର କନ୍ଧମାଳ ଜିଲା ପ୍ରାଣୀ ଚିକିତ୍ସା ସଂଘ ପକ୍ଷରୁ ଡାକ୍ତର ଅଳକା ପଟ୍ଟନାୟକ କନ୍ଧମାଳ ଜିଲାପାଳ ଡାବୃନ୍ଦ । ଡିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ବୌଦ୍ଧରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଅମିତାଭ ପଣ୍ଡା ଓ ଅନ୍ୟ ଡାକ୍ତରଙ୍କୁ ମଧ୍ୟ କିଛି ଅସାମାଜିକ ଯୁବକ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ […]

କନ୍ଧମାଳରେ ମହୁଲର ଅଭାବୀ ବିକ୍ରୀ, ଆଦିବାସୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

ଫୁଲବାଣୀ-(ସୁନୀଲପଟନାୟକ) ଏବେ ମହୁଲ ସିଜନ, ଫଳରେ ଖରା ତାତିକୁ ଖାତିରନକରି କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳୁ ସକାଳୁ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ । ହେଲେ ମହୁଲ ଫୁଲର ଦାମ ଚଳିତବର୍ଷ କମ ରହିଛି । ଫଳରେ ମହୁଲ ଗୋଟାଳିଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ସାଧାରଣତଃ ଫେବୃୟାରି ଶେଷ ଓ ମାର୍ଚ୍ଚ ମାସ ଆରମ୍ଭରେ ମହୁଲ ଫୁଲ ଆସିଥାଏ। ଏଣୁ ଫୁଲବାଣୀ ସମେତ ସମ ଗ୍ର କନ୍ଧମାଳ ଜିଲ୍ଲାର ହଜାର […]

ଫୁଲ ବାଣୀ ଆସିବ କି ଜଗା!

ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାଫୁଲ ବାଣୀ ଆସିବା ନେଇ ଚର୍ଚାଯୋର ଧରିଛି । ଜଗାକୁ ଫୁଲବାଣୀ ଆଣିବା ପାଇଁ ଏକ ୩ଜଣିଆ ମେଡିକାଲ ଟିମ ଆଜି କଟକ ଯାଇଛନ୍ତି । ଏହି ଟିମରେ ଜଣେ ଶିଶୁରୋଗ ବିଶେଷଜ୍ଞ, ସରଜିକାଲ ସ୍ପେଷାଲିଷ୍ଟ ଓ ଅନ୍ୟ ଜଣେ ଫାର୍ମାସିଷ୍ଟ ଅଛୁନ୍ତି।ଏହି ମେଡିକାଲ ଟିମ କଟକ ବଡ ଡାକ୍ତରଖାନାରେ ପହଞ୍ଚି ଜଗାର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ସହ ସେଠାକାର ଦାୟୀତ୍ଵରେ ଥିବା […]

ଆଠଗଡ ଗଡଜାତ ପରମ୍ପରାରେ ଲାଗିଲା ରୋକ,୨୪ ରୁ ୮ ଦୋଳଯାତ୍ରା ରେ ହୋଇପାରିବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ,ପଞ୍ଚୁଦୋଳ ଯାତ୍ରାରେ ଦଶଗୋଟି ବିମାନ କୁ ମିଳିଲା ଅନୁମତି

ଆଠଗଡ(ଉଲାପ୍ର)ଶହଶହ ବର୍ଷର ଆଠଗଡ ଗଡଜାତର ଐତିହ୍ୟ,ପରମ୍ପରା ରେ ଲଗାଇଲା ପ୍ରଶାସନ ରୋକ,କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଆଠଗଡ ଉପଜିଲାପାଳ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଆଠଗଡ ଗଡଜାତ ରେ ଅନୁଷ୍ଠିତ ହେଉଥିବା ଦୋଳ ଓ ପଞ୍ଚୁଦୋଳ ଯାତ୍ରା ଉପରେ ସରକାରଙ୍କର ଗାଇଡ଼ ଲାଇନ ଅନୁଯାୟୀ ଆଠଗଡ ପ୍ରଶାସନ ଉପଖଣ୍ଡରେ ପର୍ବ ପର୍ବାଣୀ ଉପରେ ରୋକ ଲଗାଇଛି,ଚଳିତବର୍ଷ ବିମାନରେ ୧୦ ଜଣରୁ ଅଧିକ ବିମାନ ବାହକ ଓ ପୂଜକ ଯାଇପାରିବେ ନାହିଁ କିମ୍ବା କୌଣସି ସ୍ଥାନରେ ଯାନିଯାତ୍ରା […]