ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୨ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ଦିବା ଘ ୦୯/୦୨ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର-ଆଦ୍ରା ରାତ୍ରି ଘ ୧୦/୦୯ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର – ମିଥୁନଯୋଗ-ସୌଭାଗ୍ୟକରଣ-ବବସୌରମାସ-ମୀନ ୦୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୪/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୪୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୦୯/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକନ୍ୟା ରାଶି ର ଘାତଚନ୍ଦ୍ରମିଥୁନ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୨୨ ଗତେ ଘ୦୮/୫୪ ମଧ୍ୟେବାରବେଳା- ଦିବା ଘ୦୨/୨୨ […]

କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ:ଗଛ ନାହିଁ କିନ୍ତୁ ଫଳକ ଅଛି :ତଦନ୍ତ ଦାବି

କନ୍ଧମାଳ,(ଉଲାପ୍ର):କନ୍ଧମାଳ ଜିଲ୍ଲା ଏମ୍‌ଏନ୍‌ଆର୍‌ଇଜିଏସ୍‌ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ‌ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା। ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ‌ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୨୧୦ ଏକର ଜମିରେ ୩୦,୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା ଓ ଏଥିପାଇଁ ମୋଟ ୮୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। […]

କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ପୁରସ୍କୃତ

ବାଲିଗୁଡା,(ଉଲାପ୍ର): ଭୁବନେଶ୍ୱର ଜୟଦେବ ବାଟିକା ପରିସର ମଧ୍ୟରେ ବିଶ୍ଵ ବନ ଦିବସ-୨୦୨୧ ପାଳନ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀମତୀ ମୋନାଶର୍ମା, ବନ ବିଭାଗ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗର ବନପାଳ ପ୍ରଭାତ କୁମାର ଦୋରାଙ୍କୁ କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ଉପ […]

ଖବରଦାତାଙ୍କ ପିତୃ ବିୟୋଗରେ ଶୋକ ପ୍ରକାଶ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଖବର ଦାତା ଗଣପତି ବେହେରଦଳାଇ ଙ୍କ ପିତା ଆଦିକନ୍ଦ ବେହେରଦଳାଇ ଶନିବାର ରାତିରେ ତାଙ୍କର ନିଜ ବାସ ଭବନରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସେ ଜଣେ ଅବସର ପ୍ରାପ୍ତ ବନ କର୍ମଚାରୀ ସହ କର୍ତ୍ତବ୍ୟ ନିଷ୍ଠ ଧର୍ମ ପାରାୟଣ ପରୋପକାରୀ ବ୍ୟକ୍ତି […]

କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ପୁରସ୍କୃତ

ବାଲିଗୁଡା,(ଉଲାପ୍ର): ଭୁବନେଶ୍ୱର ଜୟଦେବ ବାଟିକା ପରିସର ମଧ୍ୟରେ ବିଶ୍ଵ ବନ ଦିବସ-୨୦୨୧ ପାଳନ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀମତୀ ମୋନାଶର୍ମା, ବନ ବିଭାଗ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗର ବନପାଳ ପ୍ରଭାତ କୁମାର ଦୋରାଙ୍କୁ କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ଉପ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୨୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ସପ୍ତମୀ ଦିବା ଘ ୦୭/୨୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀନକ୍ଷତ୍ର-ମୃଗଶିରା ରାତ୍ରି ଘ ୦୮/୦୯ ପର୍ଯ୍ୟନ୍ତ ତଦନ୍ତେ ଆଦ୍ରାଚନ୍ଦ୍ର – ବୃଷ ପ୍ରାତଃ ଘ ୦୬/୫୫ ପର୍ଯ୍ୟନ୍ତ ତଦନ୍ତେ ମିଥୁନଯୋଗ-ଆୟୁଷ୍ମାନକରଣ-ବାଣିଜ୍ୟସୌରମାସ-ମୀନ ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୧୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୧୯✧═════•❁❀❁•═════✧ଯୋଗିନୀ ବୟବ୍ୟେ ଦିବା ଘ ୦୭/୨୨ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେକନ୍ୟା ରାଶି ର ଘାତଚନ୍ଦ୍ରମେଷ ରାଶିର ଘାତବାରଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ […]

ଜଙ୍ଗଲ ନିଆଁ ଲିଭାଇବା ବେଳେ ଫୁଲବାଣୀ 6ରଂଜରଆହତ

,ଫୁଲବାଣୀ- (ସୁନୀଲ ପଟନାୟକ) ଜଙ୍ଗଲ ନିଆଁ ଲିଭାଇବା ବେଳେ ଫୁଲବାଣୀ, ବନ ବିଭାଗ 6ରଂଜର ସଚ୍ଚିଦାନନ୍ଦ ସେଠି ଆହତ ହୋଇଛନ୍ତି । ଶୁକ୍ରବାର ରାତିରେ ଫୁଲବାଣୀ ବନ ବିଭାଗ 6 ରଂଜ ଅଧୀନ ଭେଟଖୋଲଘାଟି ପାର୍ଶ୍ଵଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇବା ମାତ୍ରେ ତତକ୍ଷଣାତ 6ରଂଜର ଶ୍ରୀ ସେଠି ସଦଳବଳେ ନିଆଁ ଲିଭାଇବା ପାଇଁ ବାହାରି ପଡିଥିଲେ। ଆଉ ସେଠାରେ ପହଞ୍ଚି ଦେଖିବାବେଳେ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି। ଜୀବନକୁ ବାଜି ଲଗାଇ ନିଜ କର୍ତବ୍ୟକୁ […]

ଗାଡିଆପଡ଼ାରେ ବସ ଦୁର୍ଘଟଣା, ବହୁ ଆହତ

.ଫୁଲବାଣୀ-(ସୁନୀଲ ପଟନାୟକ) ଆଜି କନ୍ଧମାଳ ଜିଲ୍ଲା ଗାଡି ଆପଡ଼ା ଘାଟିବୁଲାଣି ରେ ଖମ୍ବେଶ୍ଵରୀ ନାମକ ଏକ ବସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡିବା ଫକରେ ଏଥିରେ ବସିଥିବା ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି ।ଖବର ପାଇ ଖଜୁରୀପଡ଼ା ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ। ଗୁରୁତର ଆହତମାନଙ୍କୁ ଫୁଲବାଣୀ, ସ୍ଥାନାନ୍ତର କରାଯାଇଛି।ବସଟି ଆଜି ବୁତିମେଣ୍ଡି ଗ୍ରାମ ରୁ ବିବାହ ଉତ୍ସବରେ ଯୋଗଦେବା […]

ଉଦୟ ଲାବଣ୍ୟ ମହାପ୍ରଭାଵ, ନିଶାକରକୁ ସହଯୋଗର ହାତ ବଢ଼ାଇଲେ ବିଭିନ୍ନ ବ୍ୟକ୍ତି ବିଶେଷ

ଆଠଗଡ(ଉଲାପ୍ର)ଉଦୟ ଲାବଣ୍ୟ ରେ ଆଠଗଡ ସହର ୧୮ନମ୍ବର ୱାର୍ଡର ନିଶାକର ସ୍ୱାଇଁ ଜଣେ ହୃଦ ରୋଗୀ ସମ୍ପର୍କରେ ଅର୍ଥ ସାଜିଛି ବାଧକ ଖବର ପ୍ରସାରଣ କରାଯିବା ପରେ ଏବେ ବିଭିନ୍ନ ବ୍ୟକ୍ତି ବିଶେଷ ଆମ ଜରିଆରେ ସହଯୋଗର ହାତ ବଢ଼ାଇବା ଆରମ୍ଭ କରିଛନ୍ତି,ଅର୍ଥ ଅଭାବରୁ ନିଶାକର ଗତ ସାତବର୍ଷ ଧରି ମେଡ଼ିସିନ ଖାଇପାରୁ ନାହାଁନ୍ତି, ପ୍ରଥମ ପର୍ଯ୍ୟାୟରେ ଶନିବାର ଦିନ ନିଶାକର ପରିବାରକୁ ଭେଟି ଦୁଇଜଣ ବଦାନ୍ୟ ବ୍ୟକ୍ତି ଦେଇଥିବା ଅର୍ଥକୁ ନିଶାକରକୁ ପ୍ରଦାନ କରାଯାଇଛି ମେଡ଼ିସିନ […]

ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି, ବିମାନବନ୍ଦରରୁ ରାଜଭବନ ମଧ୍ୟରେ ସକାଳ ୯ଟାରେ କାରକେଡ ରିହରସାଲ

ଭୁବନେଶ୍ୱର,୨୦/୦୩: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୬ଟା ବେଳେ ରାଷ୍ଟ୍ରପତିଙ୍କ ବିମାନ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଅବତରଣ କରିବ । ସେଠାରୁ ରାଷ୍ଟ୍ରପତି ରାଜଭବନ ଯିବେ । ସେଠାରେ ରାତ୍ରୀଯାପନ ପରେ ପରଦିନ ତାଙ୍କର ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୯ଟାବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ରାଜଭବନ କାରକେଡ ରିହରସାଲ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା […]