ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ
ଢେଙ୍କାନାଳ ( ଉଲ୍ଲାପ୍ର )ଢେଙ୍କାନାଳ ପୁରୁଣା ଜିଲ୍ଲାପିରଷବ ସଭା ଗୃହରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ(ଭା-ପ୍ର.ସେ)ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ପୋଷଣ ପ।ଖଡା-୨୦୨ ୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ ଆରମ୍ଭ କରାଯାଇଥିଲା । ଉକ୍ତ ସମାରୋହରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଏକ୍ଜିକ୍ୟୁଟିଭ୍ ଅଫିସର, ଢେଙ୍କାନାଳ ମ୍ୟୁନିସିପାଲଟି, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବୈଜ୍ଞାନିକ(ହୋମ ସାଇନ୍ସ), କୃଷିବିଜ୍ଞାନ କେନ୍ଦ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, […]