ବାଲିଗୁଡା:୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଲାଣ ଘଟଣାରେ ପୁଣି ଜଣେ କୋର୍ଟ ଚାଲାଣ :ଗିରଫ ସଂଖ୍ୟା ଦୁଇ ହେଲା

ବାଲିଗୁଡା,(ଉଲାପ୍ର): ଚଳିତ ମାସ ୧୨ ତାରିଖ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ମୋହନଗିରି ଅଞ୍ଚଳର ବପିତା ମାଝୀ ଧରାପଡ଼ିଥିଲା l ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ ହୋଇଥିଲା […]

ନୂଆ ରୂପରେ କରୋନା ପ୍ରତି ଅଧିକ ସତର୍କତା ଜରୁରୀ । ଲୋକଙ୍କୁ ସାବଧାନତା ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ

👉 ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ମାନିବା ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ମାନିବା ଜନସମାଗମକୁ ସରକାର କୋହଳ କରିଥିଲେ ବି ଆମେ ଦୂରେଇ ରହିବା-ବାହାର ରାଜ୍ୟରୁ ଫେରୁଥିଲେ ବ୍ୟକ୍ତିଙ୍କୁ ୭ଦିନ ପୃଥକବାସରେ ରଖିବା-ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କରୋନା ପରୀକ୍ଷା କରାଇବା-ସରକାରଙ୍କ ନିର୍ଦ୍ଧାରିତ ସାରଣୀ ଅନୁସାରେ କରୋନା ଟିକା ନିଶ୍ଚିତ ନେବା-ଦେହ ହାତ ଅବଶ ଲାଗିବା ନୂଆ ରୂପର ନୂଆ ଲକ୍ଷଣ-ଭୋକ ନ […]

ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା : ନାଗପୁରରେ ୭ ଦିନିଆ ଲକଡାଉନ ପରେ ଅହମ୍ମଦାବାଦରେ ନାଇଟକର୍ଫ୍ୟୁ ଲାଗୁ

ରାୟପୁରରେ ତିନୋଟି ଫୁଡକୋର୍ଟ ବନ୍ଦ; ମହାରାଷ୍ଟ୍ରରେ କ୍ରମାଗତ ୪ ଦିନ ହେଲା ୧୫ ହଜାରରୁ ଅଧିକ ନୂଆ ସଂକ୍ରମଣ ସଂଖ୍ୟା ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପୁଣି ଥରେ ଲୋକଙ୍କୁ ତାଲାବନ୍ଦ ଭିତରକୁ ଠେଲି ଦେଇଛି । ମହରାଷ୍ଟ୍ରର ନାଗପୁରରେ ପୁଣି ଥରେ ତାଲାବନ୍ଦ ଲାଗୁ ହୋଇଛି । ଜରୁରୀକାଳିନ ସେବାକୁ ଛାଡ଼ି ଦେଲେ ଗୋଟିଏ ସପ୍ତାହ ଧରି ଲକଡାଉନ ରହିବ । ଗୁଜୁରାଟର ଅହମ୍ମଦାବାଦରେ ରାତି ୧୦ଟା […]

ଆଲେଖ୍ୟଦାସିଆ ବାଉରୀ

🦜ଦାସିଆ_ବାଉରୀମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା ଯନ୍ତ୍ରଣାସିକ୍ତ ମନ ହୃଦୟରେ ଦେଖାଦେଇଥିବା ବିପଦକୁ ଟାଳି ଦେବାକୁ ସ୍ୱୟଂ ଭଗବାନ ସହଯୋଗ କରିଛନ୍ତି ।ଭକ୍ତ ହୃଦୟରେ ଥିବା ଅଚଳାଚଳ ଭକ୍ତିରେ ହିଁ ଧରାଦିଅନ୍ତି ଭଗବାନ ।ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ହେଉଛି ଭଗବାନଙ୍କ ପ୍ରତି ଦୃଢ ବିଶ୍ୱାସ ତଥା ନିରନ୍ତର ଭକ୍ତି ଭାବନା । ଭକ୍ତ ଭିକାରୀ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୬ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-ଶୁକ୍ଳପକ୍ଷତିଥି-ତୃତୀୟା ରାତ୍ର ଘ ୦୯/୨୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର-ଅଶ୍ଵିନୀଚନ୍ଦ୍ର – ମେଷଯୋଗ-ବ୍ରହ୍ମକରଣ- ତୈତିଳସୌରମାସ-ମୀନ ୦୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୯/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୯/୨୬ ପର୍ଯ୍ୟନ୍ତ ତଦନ୍ତେ ନୈରୁତେମେଷ ରାଶି ର ଘାତଚନ୍ଦ୍ରମକର ରାଶି ର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୧/୨୪ ଗତେ ଘ୦୨/୫୫ ମଧ୍ୟେବାରବେଳା – ଦିବା ଘ୦୭/୨୭ ଗତେ ଘ୦୮/୫୮ ମଧ୍ୟେ✧═════•❁❀❁•════*ବିଶୁଦ୍ଧ […]

ବ୍ୟାଙ୍କ ଛୁଟି ଓ ଧର୍ମଘଟ ଯୋଗୁଁ ସମଗ୍ର କନ୍ଧମାଳ ଉପଭୋକ୍ତା ହନ୍ତସନ୍ତ

କନ୍ଧମାଳ,(ଉଲାପ୍ର): ୟୁନାଇଟେଡ ଫୋରମ ଅଫ ୟୁନିଅନ ପକ୍ଷରୁ ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ଦୁଇଦିନିଆ ଧର୍ମଘଟ ଡାକରା ଦିଆଯାଇଥିବାରୁ ଉପଭୋକ୍ତା ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି। ଆଜି କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିଥିବାରୁ ଧର୍ମଘଟ ସମ୍ପର୍କରେ ସୂଚନା ପାଇ ନ ଥିବା ଗ୍ରାମୀଣ ଲୋକେ ବ୍ୟାଙ୍କ ଶାଖାମାନଙ୍କରୁ ଫେରିଯାଇଥିଲେ। ଶନିବାର, ରବିବାର ବ୍ୟାଙ୍କ ବନ୍ଦ ଥିବା ବେଳେ ସୋମବାର ଓ ମଙ୍ଗଳବାର ମଧ୍ୟ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଉଠାଇବାକୁ ଚାହୁଁଥିବା ଲୋକମାନେ ଅସୁବିଧାର […]

ଜନନୀ ଫାଉଣ୍ଡେସନ ତରଫରୁ ବିପ୍ଳବ ଦାସ ସମ୍ବର୍ଦ୍ଧିତ

ଜନନୀ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରୂଚି ମହିଳା କବାଡି ଟୁର୍ନାମେଣ୍ଟ ରେ ମୋତେ ନିମନ୍ତ୍ରିତ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିବାରୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ 🙏ବିଶେଷ ଭାବରେ ଅଧକ୍ଷା ମନୋରମା ଦାସ ଓ ନିର୍ଦେଶିକା ମୋନାଲିସା ରଥଙ୍କୁ ଅନେକ ଅନେକ ଧନ୍ୟବାଦ,ବିଶେଷକରି 👉 ରୂଚି କମ୍ପାନୀର ପରିଚାଳନା ନିର୍ଦେଶିକ ଡ. ଶରତ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ବିଧାୟକ ଅରବିନ୍ଦ ଢ଼ାଲି,ମହିଳା କମିଶନ ଅଦକ୍ଷା ଡ଼.ମିନତୀ […]

ବାଲିଗୁଡା:ସିଆରଏଫ ଦ୍ୱାରା ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ଆୟୋଜିତ

ବାଲିଗୁଡା,(ଉଲାପ୍ର): ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଆଇଜିପି ଓଡିଶା ବିଭାଗ ସିଆରପିଏଫଙ୍କ ଦ୍ୱାରା ଦିଶା ନିର୍ଦେଶରେ କନ୍ଧମାଳ ଜିଲ୍ଲା ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଙ୍କ ନେତୃତ୍ୱରେ ରବିବାର ଗୋଛାପଡା ଥାନା ବାଲାନ୍ଦାପଡା, ଲଇସିଙ୍ଗ, ବୁରୁଡିଗୁଡା, ଭାଟିମୁଣ୍ଡା, ଗଦଇପଦର, ବୋପଗାଁ ର ଗ୍ରାମବାସୀ ମାନଙ୍କୁ ନେଇ ସୋଲାର ଲ୍ୟାମ୍ପ ଓ ଷ୍ଟ୍ରୀଟ ଲାଇଟ […]

ବାଲିଗୁଡା:ହୋମ ଗାର୍ଡଙ୍କ ଆକ୍ରମଣରେ ଯୁବକ ଗୁରୁତର

ବାଲିଗୁଡା,(ଉଲାପ୍ର):ପୁଣି ଆରମ୍ଭ ହେଲା ଖାକିର ଦାଦାଗିରୀ।ହୋମଗାର୍ଡଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ଯୁବକ। ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗ୍ରାମରେ ଘଟିଛି। ପରକିୟାପ୍ରୀତିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି।ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ହୋମଗାର୍ଡ ସୁଧାଂଶୁ ନାୟକ ରବିବାର ରାତି ପ୍ରାୟ ସାଢେ ଆଠଟାରେ ତାର୍ଜନ ନାୟକ ନାମକ ୩୬ ବର୍ଷୀୟ ବିବାହିତ ଯୁବକଙ୍କୁ ଲୁହା ଛଡରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଆଉ ଗୁରୁତର […]

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା ଉଦ୍ଘାଟିତ। ପ୍ରଥମ ମ୍ୟାଚ୍ ରେ ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ର ବିପୁଳ ବିଜୟ

ବରଗଡ଼ : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ସଂଘ୍ ର ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ପ୍ରତିଯଗିତା କୁ ଉଦ୍ଘାଟନ କରିଥିଲେ।ଆସନ୍ତା ମାସ […]