ବାଲିଗୁଡ଼ାରୁ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡା,(ଉଲାପ୍ର)ସମଗ୍ର କନ୍ଧମାଳ ଜିଲ୍ଲା ପୋଲିସ କୁ ବିଭିନ୍ନ ସ୍ଥାନରେ ଚକମା ଦେଇ ନିର୍ଭୟରେ ଗଞ୍ଜେଇ ବେପାରର କାୟା ବିସ୍ତାର କରି ଚାଲିଥିବା ଜଘନ୍ୟ ପୁରୁଖା ଗଞ୍ଜେଇ ମାଫିଆ କୁ ରବିବାର ବାଲିଗୁଡା ପୋଲିସ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି l ପ୍ରକାଶ ଯେ, ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଓ ପୋଲିସ ସଦଳ ବଳ ମାଓ ପ୍ରବଣ ଅଞ୍ଚଳ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପାଟ୍ରୋଲିଂ […]