ବଡ଼ ମାଁ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ

ବରଗଡ଼(ଉଲାପ୍ର)ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରି ଆତ୍ମ ଜୀବନୀ କୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ର ବଡ଼ ମାଁ ର ସୁଟିଂ କାର୍ଯ୍ୟ ଜିଲ୍ଲା ର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ରେ ଆରମ୍ଭ ହୋଇଛି। ସୁନାମଧନ୍ୟ ଟେଲିଭିଜନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ରେ ପୃଥ୍ୱୀରାଜ ନାଏକ, ଅଶ୍ବିନୀ ପଣ୍ଡା, ପ୍ରଦୀପ ଦେବତା, ଡଃ ତପସ୍ଵିନୀ ଗୁରୁ,ମୋନିକା,କନକ ଦଣ୍ଡ ସେନା, ତଥା ଅନେକ […]

କୁନି ପୁଅ କରୁଛି ଗୁହାରି,ବାବୁ ମୋ ଆଖି ଦୁଇଟାକୁ ଭଲ କରିଦିଅ

ଫୁଲବାଣୀ- (ସୁନୀଲ ପଟନାୟକ) ବାବୁ ମୋ ଆଖି ଦୁଇଟା କୁ ପ୍ଲିଜ ଭଲ କରି ଦିଅ.ମୁଁ ପାଠପଢିବି। ଅନ୍ୟ ପିଲାଙ୍କ ଭଳି ଖେଳିବି । ଏଭଳି କିଛି କହିକୁନି ପୁଅ କରୁଛି ଗୁହାରୀ ।କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରଠାରୁ ମାତ୍ର ୧୫ କିମି ଦୁର ଗୁମା ଗଡ଼ ଗ୍ରାମର ଲଡୁ କିଶୋର ମହାନ୍ତିଙ୍କ ମଝିଆ ପୁଅ ୮ ମ ଶ୍ରେଣୀ ଛାତ୍ର ସିଦ୍ଧାନ୍ତ ପ୍ରସାଦ ମହାନ୍ତି ।ଗୁମାଗଡ଼ରେ ପରିବାର ଧରି ରୁହନ୍ତି ଲଡୁ କିଶୋର, ।ଲଡୁ କିଶୋରଙ୍କ […]

ରାଜ୍ୟପାଳଙ୍କ ଦ୍ଵାରାଫୁଲବାଣୀର ସଫଳ ମହିଳା ଉଦ୍ୟୋଗୀ ସମ୍ବର୍ଦ୍ଧିତ

ଫୁଲ ବାଣୀ,-(ସୁନୀଲପଟନାୟକ)ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ା ସ୍ଥିତ ଜଣେ ମହିଳା ଉଦ୍ୟୋଗୀ ବନାନୀ ରାଣୀ ପଟନାୟକଙ୍କୁ ଭୁବନେଶ୍ଵରସ୍ଥିତ ଇଡ଼କୋ ପଡିଆଠାରେ ଅନୁଷ୍ଠିତ ଏମଏସ.ଏମ.ଇ ଟ୍ରେଡ଼ ଫେୟାର ରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟଅତିଥି ରୂପେ ଯୋଗଦେଇ ବନାନୀଙ୍କୁ ସମ୍ବର୍ଦ୍ଧିତକରିଥିଲେ।ବନୀନୀଙ୍କୁ ପି. ଏମ.ଇ.ଜି.ପି ଯୋଜନାରେ ଖଲିପତ୍ର ଓ ପେପର କପ ପ୍ଳେଟ ୟୁ ନିଟ ପାଇଁ ଫୁଲବାଣୀ ଷ୍ଟେଟବ୍ୟାଙ୍କ ଋଣଦେଇଥିଲେ। ଆଉ ଏହି ୟୁନିଟ କରି ବନୀନୀରାଣୀ ପଟନାୟକ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମହିଳାମାନଙ୍କୁ ନିଯୁକ୍ତି […]

ମୂଲ୍ୟବାନ ଜଙ୍ଗଲକୁ ନିଆଁର ଆଁରୁ ରକ୍ଷାକରିବା ଲାଗି ଫୁଲବାଣୀ ବନବିଭାଗ ପକ୍ଷରୁ ସଚେତନତା ରାଲି

ଫୁଲ ବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ବନ ବିଭାଗ ଅଧିନସ୍ତ ଫୁଲ ବାଣୀ .ଫିରଙ୍ଗିଆ ସୁଡରୁ କୁମ୍ଫା ସମେତ ୭ଟି 6ରଂଜ ଅଧିନସମସ୍ତ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଫିସର,କର୍ମଚାରୀ ଓ ସ୍ଥାନୀୟ ବନ ସରକ୍ଷଂଣ ସମିତିର ସ ପୂର୍ଣ୍ଣ ସହାୟତାରେ ଜଙ୍ଗଲରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଆୟତ ହୋଇଛି, Iତେବେ ଆଗକୁ ଆହୁରି ଖରା ଦିନ ରହିଛି ଫଳ ରେ ଆଗାମୀ ଦିନରେ ଯେପରି ଜଙ୍ଗଲରେ ଆଉ ନିଆଁ ନ ଲାଗିବ ସେଥିପାଇଁ ଫୁଲବାଣୀ 6ରଂଜଅଫିସର […]

ବାଲିଗୁଡାରୁ ୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଧରାପଡ଼ି ଥିଲା l ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଥିଲେ l l ଏ ନେଇ ଥାନା ରେ ଏକ ମାମଲା […]

କନ୍ଧମାଳ ଜିଲାପାଳ ନେଲେ ଦ୍ୱିତୀୟ ଡୋଜ କୋଭିସିଲଡ୍‌ ଟିକା: କନ୍ଧମାଳ ଜିଲାରେ ୨୨,୮୯୯ ଜଣଙ୍କୁ ହୋଇଛି ଟିକାକରଣ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡିଙ୍କୁ ଆଜି ଦିଆଯାଇଛି କରୋନା ଭ୍ୟାକ୍ସିନ କୋଭିସିଲଡର ଦ୍ୱୀତିୟ ଡୋଜ। ସେହିଭଳି ଜିଲାର ଅନ୍ୟ କେତେକ ଅଧିକାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଗ୍ରହଣ କରିଛନ୍ତି ଦ୍ୱିତୀୟ ଡ଼ୋଜ୍। ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ଆଜି ଜିଲାପାଳ ନେଇଥିଲେ ଦ୍ୱିତୀୟ ଡୋଜ କୋଭିସିଲଡ୍‌ ଟିକା। ଏଥିସହ ଆଜି ଜିଲାର ବିଭିନ୍ନ ଟିକାକରଣ କେନ୍ଦ୍ରରେ ସମୁଦାୟ ୧୨୭୩ ଜଣଙ୍କୁ କୋଭିଡ-୧୯ ଟିକା ଦିଆଯାଇଛି ବୋଲି କନ୍ଧମାଳ ଜିଲା ସ୍ୱାସ୍ଥ୍ୟ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୩ ତାରିଖ ୨୦୨୧ ମସିହା(ଶବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ଅମାବାସ୍ୟା ଦିବା ଘ ୦୪/୪୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ପୂର୍ବଭାଦ୍ର ରାତ୍ରି ଘ ୧୨/୫୬ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରଚନ୍ଦ୍ର -କୁମ୍ଭ ସଂଘ ୦୬/୩୦ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ସାଧ୍ୟକରଣ- ନାଗସୌରମାସ-କୁମ୍ଭ ୩୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ଦିବା ଘ ୦୩/୪୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରଶି ର ଘାତବାରଅମାବାସ୍ୟା ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ […]

୧୭୬ କୋଟି ଟଙ୍କା ବ୍ୟୟରେ ବାଲିଗୁଡା ଓ ଟିକାବାଲି ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ, ଗ୍ରାମବାସୀ ଖୁସି, ସରକାରଙ୍କୁ ଦେଲେ ଧନ୍ୟ ବାଦ

.ଫୁଲବାଣୀ- (ଉଲାପ୍ର)କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଟିକାବାଲି ଠାରେ ମେଗା ପାନୀୟ ଜଳ ପ୍ରକ ଳ୍ପ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି।ବୁଧବାର ଟିକାବାଲି ବ୍ଲକର ବଡିମୁଣ୍ଡା ଗ୍ରାମଠାରେ ଏହି କାର୍ଯ୍ୟ କରିବାପାଇଁ କାର୍ଯ୍ୟାଦେଶ ପାଇଥିବା ମୁମ୍ବାଇର ଜେ.ଏମ.ସି ଇନଫ୍ରା. ର ଦାୟୀତ୍ଵରେ ଥିବା ପ୍ରୋଜେକ୍ଟ ମ୍ୟାନେଜର ଏନ.ନାଗେଶ୍ଵର ରା ଓ ଓ ସାଇଟ ମ୍ୟାନେଜର, ସୁପରଭାଇଜର ଓ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଇଂ.ଜ୍ଞାନେନ୍ଦ୍ର ନାଏକ ଓ ଟିକା ବାଲି ର କନିଷ୍ଠ ଯନ୍ତ୍ରୀ ଇଂ […]

ବାଲିଗୁଡା କଳିଙ୍ଗା ଘାଟିରେ ତେଲ ବୋଝେଇ ଟ୍ରକ ଓଲଟିଲା

ବାଲିଗୁଡ଼ା:(ଉଲାପ୍ର) : କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଏକ ରିଫାଇନ ତେଲ ବୋଝେଇ ଟ୍ରକ ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି | ଘଟଣାସ୍ଥଳରେ ରିଫାଇନ ତେଲ ରାସ୍ତା କଡରେ ଛିଟିକି ପଡିଛି |ଗାଡ଼ି ଓଲଟି ତେଲ ପ୍ୟାକେଟ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାଯାଇଛି। ଖବର ପାଇ ଜି.ଉଦୟଗିରି ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଉଦ୍ଧାର […]

୧୭୬ କୋଟି ଟଙ୍କା ବ୍ୟୟରେ ବାଲିଗୁଡା ଓ ଟିକାବାଲି ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ, ଗ୍ରାମବାସୀ ଖୁସ, ସରକାରଙ୍କୁ ଦେଲେ ଧନ୍ୟ ବାଦ

.ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଟିକାବାଲି ଠାରେ ମେଗା ପାନୀୟ ଜଳ ପ୍ରକ ଳ୍ପ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି।ବୁଧବାର ଟିକାବାଲି ବ୍ଲକର ବଡିମୁଣ୍ଡା ଗ୍ରାମଠାରେ ଏହି କାର୍ଯ୍ୟ କରିବାପାଇଁ କାର୍ଯ୍ୟାଦେଶ ପାଇଥିବା ମୁମ୍ବାଇର ଜେ.ଏମ.ସି ଇନଫ୍ରା. ର ଦାୟୀତ୍ଵରେ ଥିବା ପ୍ରୋଜେକ୍ଟ ମ୍ୟାନେଜର ଏନ.ନାଗେଶ୍ଵର ରା ଓ ଓ ସାଇଟ ମ୍ୟାନେଜର, ସୁପରଭାଇଜର ଓ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଇଂ.ଜ୍ଞାନେନ୍ଦ୍ର ନାଏକ ଓ ଟିକା ବାଲି ର କନିଷ୍ଠ […]