ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବାଲିଗୁଡା,(ଉଲାପ୍ର):ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ। ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି। ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ ଓ […]

ବାଲିଗୁଡା:ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ :ଦୁଇ ଜଣ ଗୁରୁତର ମେଡିକାଲରେ ଚିକିତ୍ସାଧୀନ

ବାଲିଗୁଡା,(ଉଲାପ୍ର): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧)। ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ […]

ବାଲିଗୁଡା:ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ :କଡା କୋଭିଡ କଟକଣା ମଧ୍ୟରେ ମହାଦେବଙ୍କୁ ଦର୍ଶନ କଲେ ଭକ୍ତ

ବାଲିଗୁଡା,(ଉଲାପ୍ର): ଆଜି ହେଉଛି ମହା ଶିବରାତ୍ରି । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ର ରେ ମହାଦୀପ ଦର୍ଶନ କରି ଜାଗର ପାଳନ କରିଲେ ଦେବ ଦେବ ମହାଦେବ ତାର ମାନସିକ ପୁର୍ଣ୍ଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପୌରାଣିକ କିମ୍ବଦନ୍ତି ଅନୁଯାୟୀ ସମୁଦ୍ର ମନ୍ଥନରେ ବାହାରିଥିବା […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୨ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟାନକ୍ଷତ୍ର-ଶତଭିଶା ରାତ୍ରି ଘ ୧୧/୨୪ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରଚନ୍ଦ୍ର -କୁମ୍ଭଯୋଗ-ସିଦ୍ଧିକରଣ-ଶକୁନିସୌରମାସ-କୁମ୍ଭ ୨୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୨/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୩୯✧═════•❁❀❁•═════✧ଯୋଗିନୀ ପଶ୍ଚିମରେ ଦିବା ଘ ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରଶି ର ଘାତବାରଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – ଦିବା ଘ୦୮/୫୭ ଗତେ […]

ମହାଶିବରାତ୍ରୀ ଅବସସରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଆଜି ତା:-୧୧୵୦୩/୨୦୨୧ରିଖ ଗୁରୁବାରଦିନ ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ।ଦୂର ଦୂରାନ୍ତରରୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ରକ୍ତଦାନ କରି ଅମୂଲ୍ଯ ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି ।ବରଗଡ ରକ୍ତ ଭଣ୍ଡାର ଦ୍ବାରା ଏହି […]

କୋଭିଡ଼ କଟକଣା ମଧ୍ୟରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପାଳିତ ହେଲା ମହାଶିବରାତ୍ରୀ

ଫୁଲବାଣୀ-(ସୁନୀଲ ପଟ୍ଟ ନାୟକ )- କୋଭିଡ଼ କଟକଣା ମଧ୍ୟରେ ଗୁରୁବାର ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ ଭା ବେ ପାଳିତ ହୋଇଛି ମହାଶିବରାତ୍ର । ଜିଲ୍ଲା ପ୍ରଶାସନର କଟକଣା ଯୋଗୁ କେଉଁଠାରେ ମଧ୍ୟ ନାମ ସଂ କିର୍ତ୍ତନ, ଜାଗର ଯାତ୍ରା ଆଦି ଅନୁଷ୍ଠିତ ହୋଇ ନଥିଲା । କେବଳ ଶ୍ରଦ୍ଧାଳୁମାନେ ମନ୍ଦିର ଆସି ଠାକୁର ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ।ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତମାନେ ପୂଜାର୍ଚ୍ଚନା […]

ଏସପିଙ୍କ ଦ୍ଵାରା ମିଷ୍ଟର କନ୍ଧମାଳ ଦିଲିପ ପାତ୍ର ସମ୍ବର୍ଦ୍ଧିତ

ଫୁଲ ବାଣୀ- (ସୁନୀଲ ପଟନାୟକ) ମିଷ୍ଟର କନ୍ଧମାଳ ଟାଇଟଲ ହାସଲ କରିଥିବା 6ହାମଗାର୍ଡ ଦିଲ୍ଲିପ କୁମାର ପାତ୍ରଙ୍କୁ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।ଦିଲ୍ଲିପ ବାଲିଗୁଡ଼ା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ବାଲିଗୁଡା ଏସ୍ ଡିପିଓ ମନୋଜ ପୂଜାରୀ ମଧ୍ୟ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।ସେହିପରି ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ମଧ୍ୟ ଦିଲ୍ଲିପଙ୍କ କୃତିତ୍ଵ ପାଇଁ ଖୁସି ବ୍ୟକ୍ତ କରିଛନ୍ତି […]

ଫୁଲବାଣୀରେ ଶୌଚାଳୟ ଚକ ଚକିଆ ହେଲେ ତାଲା ଝୁଲୁଛି

ଫୁଲବାଣୀ_( ଉଲାପ୍ର)ଶୌଚ଼।ଳୟ ଦେଖିବାକୁ ବାହାର ପଟୁ ଭାରି ଚକଚକିଆ । ଟାଇଲ ଲାଗି ସୁନ୍ଦର ହୋଇଛି ଟଏଲେଟ। ପାଣି ବ୍ୟବସ୍ଥା ମଧ୍ୟ ହୋଇଛି । ତା ସାଙ୍ଗକୁ ଅ।କର୍ଷଣୀୟ ରଙ୍ଗ ଲାଗିଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ ମଧ୍ୟ ହୋଇଛି ନିର୍ମାଣରେ । ହେଲେ ନିର୍ମାଣ ପରେ ତାଲା ଝୁଲୁଛି । କାମରେ ଆସୁନି । ଦିନେ କି ଦିନ ନୁହେଁ ମାସ ମାସ ହେଲାଣି ତାଲା ପଡିଛି।ଏ ଚିତ୍ର ହେଉଛି ପିଅନପଡ଼ା ଶୌଚାଳୟର । […]

ଅବହେଳା କରିବା ମହଙ୍ଗା ପଡିଲା,ଶେଷରେ ଭର୍ତିହେଲେ କଟକ କ୍ୟାନ୍ସର ହସ୍ପିଟାଲ ରେ

।ବଲାଙ୍ଗୀର ଅଞ୍ଚଳର ଗ୍ରା :ରେଣ୍ଟସିଲ,ପୋ : ଭଏସା,ଥାନା :ପଟଣାଗଡ଼ର ରାଜେନ୍ଦ୍ର ବରିହା (24 ବର୍ଷ)ଙ୍କୁ,ଆଜକୁ 12 ବର୍ଷ ତଳେ କୋଣସି ବିଷାକ୍ତ ସର୍ପ ଦଂଶନ କରିଥିଲା।ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଓ ଅଶିକ୍ଷିତ ହୋଇଥିବାରୁ, ରାଜେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନ ନେଇ ଝଡାଫୁଙ୍କା କରିବା ପାଇଁ ଗୁଣିଆ ପାଖକୁ ନେଇଥିଲେ। ଯାହାକି ରାଜେନ୍ଦ୍ରଙ୍କ ପାଇଁ ଅଭିଶାପ ପାଲଟିଲା !ସର୍ପ ଦଂଶନ ଦ୍ୱାରା ରାଜେନ୍ଦ୍ରଙ୍କ ବାମ ଗୋଡ଼ର ଆଣ୍ଠୁ ତଳକୁ ମାଂସ ଶାଢିବାରେ ଲାଗିଛି।ଶେଷରେ ଖବର ପାଇ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୧ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ଦିବା ଘ ୦୨/୨୩ ପର୍ଯ୍ୟନ୍ତ ତଦନ୍ତେ ଚତୁ୍ଦ୍ଧଶୀନକ୍ଷତ୍ର-ଧନିଷ୍ଟା ରାତ୍ରି ଘ ୧୧/୧୭ପର୍ଯ୍ୟନ୍ତ ତଦନ୍ତେ ଶତଭିଶାଚନ୍ଦ୍ର -ମକର ଦିବା ଘ ୦୯/୫୨ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଶିବକରଣ-ବାଣିଜ୍ୟସୌରମାସ-କୁମ୍ଭ ୨୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୩/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୦୨/୨୩ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେସିଂହ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – […]