ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଜଣେ ଟିକା ବାଲି ବନ କର୍ମଚାରୀଙ୍କ ଦ୍ଵାରା ଜଣେ ଗିରଫ
ଫୁଲ ବାଣୀ- (ସୁନୀଲ ପଟନାୟକ) ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ବୁଧବାର ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେ ଷ୍ଟ 6ରଂଜ ଅର୍ନ୍ତଗତ ଲାଇନ ପଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ନିଆଁ ଲାଗ।ଉ ଥିବାବେଳେ ବନ କର୍ମଚାରୀ ମାନେ ନିଆଁକୁ ଆୟତ କରିବା ସହ ଅଭିଯୁକ୍ତ କୁ କାବୁ କରିଥିଲେ।ଗିରଫ ବ୍ୟକ୍ତି ଜଣଙ୍କ ଲା ମ୍ବ୍ରା ଖୋଲ ଗ୍ରାମର ଇଶ୍ଵର କହଁର ବୋଲି ଟିକା ବାଲି […]