ଗିତାଞଳୀଙ୍କ ଅସ୍ବାଭାବିକ ଭାବେ ମୁଣ୍ଡରେ ମାଂସ ବଢୁଛି,| ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର,

ଫୁଲବାଣୀ – (ଉଲାପ୍ର) ମୁଣ୍ଡରେ ଦିନକୁ ଦିନ ବଢୁଛି ମାଂସ , ଫୁଲବାଣୀ ଆସି ସଦର ମହକୁମା ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇଲେ ଔଷଧପତ୍ର ଖାଇଲେ ହେଲେ ରୋଗ ଭଲ ହେଲନି | ବାହାରକୁ ଯାଇ ବଡ ବଡ ଡାକ୍ତରଙ୍କୁ ଦେଖାଇବା ଲାଗି ଗୀତାଞଳୀଙ୍କ ପାଖରେ ପଇସା ନାହିଁ | ସ୍ଵାମୀ ନିଳାଚଳ ଜଣେ ଦିନ ମଜୁରିଆ । ଯାହା ମୁଲ ଲାଗି ଆଣନ୍ତି ତାହା ଘର ଖର୍ଚ୍ଚରେ ଚାଲିଯାଉଛି | ଏଣୁ କେବଳ ସରକାରି ସାହାର୍ଯ୍ଯ ହିଁ […]

କନ୍ଧମାଳ ମହୁଲ ଗୋଟାଳି କୁ ମିଳୁନି ଉପଯୁକ୍ତ ମୂଲ୍ୟ

ଫୁଲବାଣୀ-(ସୁନୀଲପଟନାୟକ)ମାର୍ଚ୍ଚ ମାସରଖରା ତାତିକୁ ଖାତିର ନକରି କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାମାନେ ପ୍ରତିଦିନ ସକାଳୁ ସକାଳୁ ବାହାରି ପଡୁଛନ୍ତି ମହୁଲ ସଂଗ୍ରହରେ । ହେଲେ ମହୁଲ ଫୁଲର ଦାମ ଚଳିତବର୍ଷ କମ ରହିଛି । ଫଳରେ ମହୁଲ ଗୋଟାଳିଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଏବେ ମହୁଲ ସଂଗ୍ରହ ରୁତୁ।ସାଧାରଣତଃ ଫେବୃୟାରି ଶେଷ ଓ ମାର୍ଚ୍ଚ ମାସ ଆରମ୍ଭରେ ମହୁଲ ଫୁଲ ଆସିଥାଏ। ଏଣୁ ଫୁଲବାଣୀ ସମେତ ସମ୍ ଗ୍ର କନ୍ଧମାଳ ଜିଲ୍ଲାର ହଜାର […]

ବିଳମ୍ବରେ ଚେତା ପଶିଲା ସଚେତନତା ସୃଷ୍ଟି କରୁଛି ବନବିଭାଗ

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳରେ ଜଙ୍ଗଲ ଜଳିବା ପରେ ବନବିଭାଗର ଚେତା ପଶିଲା।ଗତକାଲି ଫୁଲବାଣୀ 6ରଂଜ ଅଧିନକେତେକ ଜଙ୍ଗଲରେ ଲାଗିଥିବା ନିଆଁ ତତକ୍ଷଣାତ ଆୟତ୍ତ କରିବାପରେ ଆଗକୁ ଯେପରି ଜଙ୍ଗଲ 6 ର ନିଆଁ ନ ଲାଗିବ ତାକୁ ଫୋକସ କରୁଛି ବନବିଭାଗ । ଫୁଲବାଣୀ 6ରଂଜ ଅଫିସର ସଚ୍ଚିଦାନନ୍ଦ ସେଠି ଙ୍କ ନେତୃତ୍ଵରେ ସୋମବାର ଏହି 6 ରଂଜ ଅର୍ନ୍ତଗତ ଖଜୁରିପଡ଼ା, ଦୁବଗଡ଼,ବିଶିପଡ଼ା,ଫୁଲବାଣୀ ଆଦି ସେକସେନ ରେ 6 ରଂଜର ସଚିଦାନନ୍ଦ ସେଠୀଙ୍କ ସହ ବନ […]

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ପ୍ରତୀକ

ବେଙ୍ଗାଲୁରୁ / ଭୁବନେଶ୍ୱର / କଟକ / ରାଉରକେଲା / ଲଣ୍ଡନ / ଓସ୍ଲୋ / ନୂଆଦିଲ୍ଲୀ, ୮ା୩ : ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା (ଗ୍ଲୋଓ) ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥିବୃନ୍ଦ, ମହିଳାଙ୍କୁ ଯଦି ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ ୦୩/୦୧ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀନକ୍ଷତ୍ର-ଉତ୍ତରାଷ।ଢ଼ା ରାତ୍ରି ଘ ୦୯/୧୭ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର -ମକରଯୋଗ-ବାରୀୟ।ନକରଣ-ବ।ଳବସୌରମାସ-କୁମ୍ଭ ୨୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୬/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୩/୦୧ପର୍ଯ୍ୟନ୍ତ ତଦନ୍ତେ ନୈଋତେସିଂହ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୧/୨୮ ଗତେ ଘ୦୨/୫୬ ମଧ୍ୟେବାରବେଳା – ଦିବା ଘ୦୭/୩୩ ଗତେ ଘ୦୯/୦୨ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- […]

ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବାଲିଗୁଡା,(ଉଲାପ୍ର):ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ। ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି। ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ ଓ […]

ବାଲିଗୁଡା: ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟମହିଳା ଦିବସ ପାଳିତ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ହଲ୍ ଠାରେ ବନବାସୀ ସେବା ସମିତି , ତାଲୁକା ଆଇନ ସେବା କମିଟି , ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଟ ସେସନ୍ ଜଜ ଶୁଭଦର୍ଶୀ ପଟ୍ଟନାୟକ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜୁଡିସିଆଲ୍ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ […]

ଡି.ଡି .ଆର .ସି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ମୁଖ୍ୟମନ୍ତ୍ରୀ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା କର୍ମଚାରୀ ସଂଘ,

ଫୁଲବାଣୀ- (ସୁନୀଲ ପଟନାୟକ) ବିଳମ୍ବରେ ହେଲେ ବି ସରକାର ସେମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ରାଜ୍ୟ 6ର କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଭଳି ୮ଟି ଜିଲାରେ କର୍ଯ୍ୟକାରୀ ହେଉଥିବା ଜିଲ୍ଲା ଭିନ୍ନ କ୍ଷମ ପୁର୍ନବାସ ଥଇଥାନ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି କମ ପାରିଶ୍ରମିକ ପାଇ ମଧ୍ୟ ନିଷ୍ଠା ଓ ଆନ୍ତରିକତା ର ସହ ‘ଲୋକଙ୍କ ସେବା କରିଆସୁଥିବା ୩୬ ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ […]

ଚାରିଦିନ ହେଲାଣି ରାଣୀପଥର ଜଙ୍ଗଲଜଳୁଛି ଲିଭାଇବା ପାଇଁ ଜଙ୍ଗଲ ବିଭାଗର ପ୍ରୟାସ ଜାରି

ଫୁଲ ବାଣୀ-( ସୁନୀଲ ପଟନାୟକ) ଦିନେ କି ଦି ଦିନ ନୁହେଁ ଗଲା ୪ ଦିନ ହେଲାଣି ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ସୁଡୁରୁ କୁମ୍ପା ଜଙ୍ଗଲ 6 ରଂଜ ଅଧିନରେ ଥିବା ରାଣି ପଥର ରିଜର୍ଭ ଜଙ୍ଗଲ ଓ ଆଖପାଖ ଜଙ୍ଗଲ ହୁତ ହୁତ ହୋଇ ଜଳୁଛି ଯେ, ଲିଭିବାର ନା ଧରୁନି। ନିଆଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଏତେ ଜୋରରେ ବ୍ୟାପୁଛି ଯେ ନିଆଁର ଆଁ ଭିତରକୁ ୯/୧୦ ଟି ଗାଁ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଫୁଲବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଆର୍ନ୍ତଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ଫୁଲ ବାଣୀସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ ଆୟୋଜିତ ମହିଳା ସମାବେଶ ରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲପାଳ ଡା. ବୃନ୍ଦ । ଡି ଯୋଗଦେଇ ଏକ ସଶକ୍ତ ସମାଜ ଗଠନ ଦିଗରେ ମହିଳାମାନଙ୍କ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ଏଣୁ ଏହି ଅବସରରେ ପ୍ରତ୍ୟେକ ମହିଳାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି […]