ଫୁଲବାଣୀରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୫ ମହିଳାପୋଲିସ କର୍ମଚାରୀ ପୁରସ୍କୃତ

ଫୁଲବାଣୀ- (ସୁନୀଲ ପଟନାୟକ) ସୋମବାର ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ବଛା ବଛା ୫ ଜଣ ମହିଳା ପୋଲିସ କର୍ମଚାରୀଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରିଥିଲେ । ୨୦୨୦ ବର୍ଷରେ ଏହି ମହିଳା କର୍ମଚାରି ମାନେ ନିଷ୍ଠା ଓ ଆନ୍ତରୀକତାର ସହ ସ6ଚ୍ଚ।ଟତା ଓ ଦକ୍ଷତା ପ୍ରଦର୍ଶନ କରି ନିଜ କର୍ତ୍ତବ୍ୟ ସଂପାଦନ କରିଥିବାରୁ ପୁରସ୍କୃତ କରିଥିଲେ । ସେମାନେ ହେଲେ ଟିକାବାଲି ଥାନା […]

ରାଜଧାନୀରେ ହେବ ଜୋରଦାର ଚେକିଂ, ରାସ୍ତାରେ ଗଡ଼ିପାରିବନି ଅନ୍‌ଫିଟ୍‌ ଗାଡ଼ି

ଯାନବାହାନ ଜନିତ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ପରିବହନ ବିଭାଗର ଆଉ ଏକ ନୂଆ ପ୍ରୟାସ । ଏଣିକି ଭୁବନେଶ୍ୱର ୧ ଏବଂ ଭୁବନେଶ୍ୱର ୨ ଅନ୍ତର୍ଗତ ସମସ୍ତ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ସମେତ ସମସ୍ତ ଭାରିଯାନର ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ କଡ଼ାକଡ଼ି ଯାଞ୍ଚ ହେବ । ରୋବୋଟ୍ ଦେବ ଫିଟନେସ୍ ସାର୍ଟିଫିକେଟ୍ । ଗଳାବାଟରେ ଲାଗିବ ରୋକ୍ । କଡାକଡି ହେବ ପ୍ରଦୂଷଣ ଯାଞ୍ଚ । ଆଉ ପରିବହନ […]

ଜାତୀୟ ଜୁନିୟର ତୀରନ୍ଦାଜ ଚାମ୍ପିଅନସିପ୍‌ରେ ୧୩ ଓଡ଼ିଆ

ଡେରାଡୁନରେ ଆୟୋଜିତ ହେଉଛି ଜାତୀୟ ଜୁନିୟର ତୀରନ୍ଦାଜ ଚାମ୍ପିଅନସିପ୍ । ଏଥିରେ ତିନୋଟି ବିଭାଗରେ ଓଡିଶାର ୧୩ ଜଣ ଖେଳାଳି ଭାଗ ନେଉଛନ୍ତି । କଟକରେ ଅଭ୍ୟାସ କରି ଓଡିଶା ଟିମ୍ ଡେରାଡୁନ ଯାତ୍ରା କରିବ । ଏଥର ଭଲ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଉଭୟ କୋଚ ଓ ଖେଳାଳି । ଜାତୀୟସ୍ତରୀୟ ଖେଳ ପାଇଁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ତୀରନ୍ଦାଜଙ୍କ ଜୋରଦାର ଅଭ୍ୟାସ ଚାଲିଛି […]

ଖୁବଶୀଘ୍ର ପୁରୀ ପୌରପାଳିକା ହେବ ମହାନଗର ନିଗମ, ଚାଲିଛି ଜୋରଦାର ପ୍ରସ୍ତୁତି

ଖୁବଶୀଘ୍ର ମହାନଗର ନିଗମର ମାନ୍ୟତା ପାଇବ ପୁରୀ ପୌରପାଳିକା । ଏନେଇ ସବୁ ପ୍ରକାରର ଉଦ୍ୟମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ପୁରୀ ମହାନଗର ନିଗମ ପାଇଁ ସମସ୍ତ ସର୍ତ୍ତାବଳୀ ପୂରଣ କରିଥିବା କୁହାଯାଉଛି । ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ପୁରୀରେ ଜନସଂଖ୍ୟା ସମସ୍ୟା ଏଡାଇବାକୁ ଆଖପାଖ ଅଞ୍ଚଳ ହେବ ସାମିଲ୍ । ଐତିହ୍ୟ ନଗରୀ ପୁରୀର ସାମଗ୍ରିକ ବିକାଶ […]

ଖେଲୋ ଇଣ୍ଡିଆ ପ୍ରତିଯୋଗୀତା ରେ ବରଗଡ଼ ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀ ଙ୍କ କୃତିତ୍ୱ।

ବରଗଡ଼ : ବରଗଡ଼ ର ପୁଷ୍ପାନସ ନଲେଜ ହବ୍ ର ତିନିଜଣ ଯୁବ କ୍ରୀଡାବିତ୍ ଙ୍କ ସମେତ ଝାରସୁଗୁଡ଼ା ର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ ରେ କାଶ୍ମୀର ର ଗୁଲ୍ମର୍ଗ ଠାରେ କୃତିତ୍ୱ ର ସହ ବରଗଡ଼ ଫେରି ଆସିଛନ୍ତି। ଓଡ଼ିଶା ର ଆଇସ ଷ୍ଟକ୍ ସଙ୍ଘ ର ସହଯୋଗ ରେ ରାଜ୍ୟ କୋଚ୍ ପ୍ରେମ ସିଂ ଥାପା ଙ୍କ ତତ୍ବାବଧାନରେ ଗତ ଜାନୁୟାରୀ ୨୫ ତାରିଖ ରୁ ବରଗଡ଼ ରୁ ବାହାରି […]

ବାଲିଗୁଡା:କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ :ଜଙ୍ଗଲ କଟା ସହ ନିଆଁ ଲାଗି ରହିଛି :ପରସ୍ପର ଉପରେ ଦୋଷାରୋପ ମହଙ୍ଗା ପଡିବ

ବାଲିଗୁଡା,(ଉଲାପ୍ର):ଶିମିଳି ପାଳ ଜଙ୍ଗଲରେ ନିଆଁ ଲାଗିବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ସେଥିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ମଧ୍ୟ ବାଦ ପଡିନି l କିଛି ଦିନ ପୂର୍ବରୁ ତୁମୁଡିବନ୍ଧ ବନାଞ୍ଚଳ ବିଭାଗର ଗୁଦଗୁଦା ଜଙ୍ଗଲ ରେ ନିଆଁ ଲାଗିବା ପରେ ଗଣମାଧ୍ୟମ ଦ୍ୱାରା ଖବର ପ୍ରସାରଣ ହେବା ପରେ ମଧ୍ୟ ତୁମୁଡିବନ୍ଧ ବନ ବିଭାଗ କୁ କିଛି ପ୍ରଭାବ ପଡିନି ରେଞ୍ଜର ଙ୍କୁ […]

କନ୍ଧମାଳ:ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶୁଣାଣି :ସରକାରୀ ଅର୍ଥ ହଡପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ

କନ୍ଧମାଳ,(ଉଲାପ୍ର): ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ୨ ଜଣ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୨୦୧୪ରେ ବାଲିଗୁଡ଼ା ବ୍ଲକର ଗୁମାକିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ସୀମାଞ୍ଚଳ ନାଏକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଫୁଲବାଣୀ ଭିଜିଲାନ୍‌ସ କୋର୍ଟରେ ମାମଲାର […]

ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ତରଫରୁ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ,ସମ୍ବର୍ଦ୍ଧିତ ହେଲେ ନିରଞ୍ଜନ ରଥ,ଡ଼ଃ ଜିମୁତ ମଙ୍ଗରାଜ,ପ୍ରଭାତ ରଞ୍ଜନ ବିଶ୍ୱାଳ

ଆଠଗଡ(ଉଲାପ୍ର)ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ଅନୁବନ୍ଧିତ ସାମ୍ବାଦିକ ସଙ୍ଘ ତରଫରୁ ସମାଜ ଅନୁଷ୍ଠାନର ଗୋପବନ୍ଧୁ ଚିକିସ୍ଥାଳୟ ମାଧବପୁର ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି, ଏହି ସମାବେଶରେ ସାମ୍ବାଦିକ ଓ ସମ୍ବାଦପତ୍ର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା,କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଦ୍ରା କର ଓ ପ୍ରକାଶକ ଓ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୭ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ନବମୀ ଦିବା ଘ ୦୫/୦୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର-ମୂଳା ରାତ୍ରି ଘ ୧୦/୩୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା ଶାଢ଼ାଚନ୍ଦ୍ର – ଧନୁଯୋଗ-ଆସ୍ରୁକ୍କରଣ-ଗରସୌରମାସ-କୁମ୍ଭ ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୦୫/୦୧ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତ ବାରନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା ଓ ବାରବେଳା – ଦିବା ଘ୧୦/୨୫ ଗତେ […]