ଜିଲ୍ଲା ଲେଖିକା ପରିଷଦ ବାର୍ଷିକ ଉତ୍ସବ

ବରଗଡ଼:- ବରଗଡ଼ ଜିଲ୍ଲା ଲେଖିକା ପରିଷଦ ର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅତିଥି ଭାବେ ବରଗଡ଼ ସା°ସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଅଧ୍ୟାପିକା ଚାପାନୀ ପଣ୍ଡା ଏବଂ ସମ୍ମାନିତ ବକ୍ତା ଭାବେ ସୁନନ୍ଦା ସାହୁ ଯୋଗ ଦେଇ ନାରୀ ଙ୍କ ମଧ୍ୟରେ ଭରି ରହିଥିବା ପ୍ରତିଭା କଲମ ମୁନରେ ତାହା ରୁପାନ୍ତରିତ କରିବା ଉଚିତ ବୋଲି କହିଥିଲେ। […]

ବାଲିଗୁଡା ରୁ ଗଞ୍ଜେଇ ସହ ଅଟୋ ଓ ସ୍କୁଟି ଜବତ :ଜଣେ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜକିକିଆ-ମିଡ଼ିଆକିଆ ରାସ୍ତାରେ ନିକଟରେ ଏକ ଅଟୋରେ ଗଞ୍ଜେଇ ଲୋଡ୍ ହୋଇ ଆସୁଥିବା ଖବର ପାଇ ବାଲିଗୁଡା ଥାନା ଏସ୍ ଆଇ ଦୀପକ ରାଉତ ଙ୍କ ସହ ତାଙ୍କ ଟିମ୍ ସହିତ ଅଟୋକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ ୪୨ କେଜି ୩୦୦ ଶହ ସହ […]

ବାଲିଗୁଡା:ଵଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡା ପୋଲିସ: ଦୁଇଜଣ ନକଲି ପୋଲିସ ଅଫିସର ଗିରଫ :ଡକାୟତିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ

ବାଲିଗୁଡା,(ଉଲାପ୍ର): ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ନକଲି ପୋଲିସ୍ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସିନ୍ଦିରି ଗାଁ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଲା ପୋଲିସ୍ । ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୬ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନ ମାସ-କୃଷ୍ଣପକ୍ଷତିଥି-ଅଷ୍ଟମୀ ରାତ୍ରି ଘ ୦୬/୩୭ ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ ୧୦/୩୬ ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର -ବିଛା ରାତ୍ରି ଘ ୧୦/୩୬ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ବଜ୍ରକରଣ-ବଳବସୌରମାସ-କୁମ୍ଭ ୨୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୫୯✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୬/୩୭ପର୍ଯ୍ୟନ୍ତ ତଦନ୍ତେ ପୂର୍ବେତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରବୃଷ, ସିଂହ ଓ କନ୍ୟା ରାଶିର ଘାତବାରଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା […]

ଦାରିଙ୍ଗିବାଡି ରେ ଭାରସାମ୍ୟ ହରାଇ ଅଟୋ ଓଲଟି ୩ ଯାତ୍ରୀ ଆହତ

ବାଲିଗୁଡା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର କୁମ୍ଭାରିଗାଁ ପଞ୍ଚାୟତ ନିକଟସ୍ଥ ଆଡିମାହା ଗ୍ରାମର କେତେକ ଲୋକ ଗୋଟିଏ ଅଟୋ ଯୋଗେ ପର୍ତମାହା ଗ୍ରାମକୁ ଯୀଶୁଖ୍ରୀଷ୍ଟ ଙ୍କର ଏକ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଯାତ୍ରା ଶେଷ କରି ନିଜ ଗ୍ରାମକୁ ଫେରିବା ସମୟରେ ପର୍ତମାହା ନିକଟରେ ଥିବା ପାଟା ଗଡାଣିରେ ଅଟୋଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ଉଦ୍ଧାର କରି […]

ଭିଡିଓ କନଫରେନ୍ସ ମାଧ୍ୟମରେ ମୋ ସେବା କେନ୍ଦ୍ର ଉଦଘାଟିତ

ବରଗଡ଼:- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ ଏ ସି ଠାରେ ଏକ ମୋ ସେବା କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ସେବା କେନ୍ଦ୍ର ମାଧ୍ୟମରେ ଓଡ଼ିଶାର ଜନସାଧାରଣ ସହଜରେ ବିଭିନ୍ନ ସରକାରୀ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଥିଲେ। ଉଦଘାଟନୀ ଉତ୍ସବ […]

ବରଗଡ଼ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ

ବରଗଡ଼:- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଙ୍କ ଅଧ୍ୟକ୍ଷତାରେ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ […]

କନ୍ଧମାଳରେ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା ନିର୍ଦେଶ

କନ୍ଧମାଳ,(ଉଲାପ୍ର): ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୭ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନା ଦେୟ ଅଧିକ ୬ମାସ ଦଣ୍ଡ ଭୋଗିବାକୁ ରାୟରେ ଶୁଣାଇଛନ୍ତି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା କେସ ନମ୍ବର ୪୯/୧୫ରେ ନାବାଳିକା ଦୁଷ୍କର୍ମ ମାମଲାର ପୀଡିତା ଓ ଅନ୍ୟ […]

ବିଚାରାଧୀନ କଏଦୀର ମୃତ୍ୟୁ ଅଭିଯୋଗ,୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀଙ୍କ ଦାବି

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ର ଜଣେ ବିଚରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଥାର୍ଡ଼୍ ଡିଗ୍ରି ପ୍ରୟୋଗ କରି ତାଙ୍କୁ ମାରିଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି। ଘଟଣାରୁ ପ୍ରକାଶ, ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ସାରଙ୍ଗଗଡ଼ର ଜଣେ […]

ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ : ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠାରେ ନିଶା ଦେଇ କଳାକନା ବୁଲାଇଲେ ଆନ୍ଧ୍ର ଦମ୍ପତି

ମାଲକାନଗିରି(ଉଲାପ୍ର)ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ । ଏଭଳି ଅଭାବନୀୟ ଖବର ଆସିଛି ମାଲକାନଗିରି ସଦର ମହକୁମାରୁ । ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା । ଗତକାଲି ଲୁଟ କରିବା ଉଦ୍ଦେଶ୍ୟରେ ଘର ମାଲିକଙ୍କ ସହିତ ସାହି ବାସିନ୍ଦାଙ୍କୁ ଲଡ଼ୁରେ ନିଶା ମିଶାଇ ଖୁଆଇ ଥିଲେ ଏହି ଦମ୍ପତି । ଗ୍ରିଲ କାଟି ୭ଶହ […]