ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି, ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

ଏବେଠୁ ଅସହ୍ୟ ହେଲାଣି ତାତି । ପିଟିଲାଣି ଝାଞ୍ଜି । ଖରାରେ ଆଉଟୁ ପାଉଟୁ ହେଲେଣି ଲୋକେ । ଫେବୃଆରୀ ଶେଷ ନହେଉଣୁ ଏଥର ଆରମ୍ଭ ହୋଇଯାଇଛି ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ ଏତିକିରେ ସରୁନି କଷ୍ଟ । ସତେ ଯେମିତି ସର୍ଯ୍ୟଦେବଙ୍କ କୋପ ଏଥର ଓଡ଼ିଶା ଉପରେ ପଡ଼ିଛି । ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ […]

ମୁମ୍ବାଇ ବିଦ୍ୟୁତ ବିଭ୍ରାଟ ପଛରେ ଚୀନ୍ ହ୍ୟାକର । ଚୀନର ସାଇବର ଆଟାକ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ରିପୋର୍ଟ ।

ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚୀନ୍ ସାଇବର ଆଟାକ ମଧ୍ୟ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମୁ୍ମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଏପରିକି ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ବେପାର ବାଣିଜ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ ଏହା ପଛରେ ଚୀନ୍ର ସାଇବର ଆଟାକର ସମ୍ପୃକ୍ତି ଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ […]

ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ

ବରଗଡ଼ : ଓଡିଶା କ୍ରିକେଟ ଆସୋସିଏସନ୍ ର ଭିଜନ ୨୦-୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅରୁଣ କୁମାର ମହାନ୍ତି ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଅତିଥି […]

ବରଗଡ଼ ରେ କଣ୍ଟ୍ରାକ୍ଟର ଆସୋସିଏସନ ର ବୈଠକ ଅନୁଷ୍ଠିତ

ବରଗଡ ଜିଲ୍ଲା କଂଣ୍ଟାକ୍ଟର ଏସୋସିଏସନ ର ବରିଷ୍ଠ ତଥା ମୂଳଦୁଆ ସଦସ୍ୟ ମାନଙ୍କୁ ନେଇ ଏକ ସାଧାରଣ ସଭା ହୋଇଥିଲା । ଏସୋସିଏସନ ର କାର୍ଯକଳାପ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଶୂଙ୍ଖଳା ଉପରେ ସମସ୍ତେ ଜୋର ଦେଇଥିଲେ ।ବିଶୃଙ୍ଖଳିତ ଆଚରଣ ପାଇଁ ସୁନୀଲ କୁମାର ମହାପାତ୍ର (ମୁନା) ଏବଂ ତୋଷବନ୍ତ ଦାଶ ଙ୍କୁ ଏସୋସିଏସନ ର ପ୍ରାଥମିକ ସଦସ୍ୟ ପଦ ରୁ ବହିଷ୍କୃତ କରାଗଲା । ଆସନ୍ତା ମାର୍ଚ 14 ରବିବାର ଦିନ ସାଧାରଣ ପରିଷଦ ର […]

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନମାସ-କୃଷ୍ଣପକ୍ଷତିଥି- ତୃତୀୟା ଦିବା ଘ ୦୬/୧୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର-ହସ୍ତା ଦିବା ଘ ୦୬/୩୨ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାଚନ୍ଦ୍ର – କନ୍ୟା ଦିବା ଘ ୦୫/୩୦ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗା-ଗଣ୍ଡକରଣ-ଵିଷ୍ଟିସୌରମାସ-କୁମ୍ଭ ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୦/୩୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୬/୧୬ପର୍ଯ୍ୟନ୍ତ ତଦନ୍ତେ ଅଗ୍ନି କୋଣେବୃଷ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୧/୩୧ଗତେ […]

କନ୍ଧମାଳ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ନିଆରା ପ୍ରୟାସ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଇନଫ୍ଲୁଏନସରସ ନାମକ ଏକ ସଂଗଠନ ପକ୍ଷରୁ କନ୍ଧମାଳ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ପାଇଁ ଜିଲାର ବିିଭିନ୍ନ ସ୍ଥାନରେ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ଏଭଳି ପ୍ରତିଯୋଗିତା ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଯାତ୍ରା ପଡିଆ ସମ୍ମିଳନୀ କକ୍ଷରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଯୁବକ, ଯୁବତୀ, ବିବାହିତ ମହିଳା, ଦିବ୍ୟାଙ୍ଗ ଓ ଏପରିକି କିନ୍ନରମାନେ ମଧ୍ୟ ଭାଗ ନେଇଥିଲେ। ଏହା ପୂର୍ବରୁ ଗତ ଦିନରେ ବାଲିଗୁଡା ଓ ଜି.ଉଦୟଗିରି ଠାରେ ଏପରି […]

ଗଂଜେଇ ସହ କାର ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ଆପରାନାଳ ନିକଟରେ ଏକ ଧଳା ରଙ୍ଗର କାର ନଂ. OD- 02 AA -4122 କୁ ଯାଞ୍ଚ ସମୟରେ ସେଥିରୁ 41କେଜି 300 ଗ୍ରାମ ଗଂଜେଇ ଜବତ କରିଥିଲେ l ଉକ୍ତ କାରରେ ଥିବା ଗଞ୍ଜେଇ ସହ ତିନି ଜଣ କୁ […]

ପଶ୍ଚିମାଞ୍ଚଳରୁ ଭୁବନେଶ୍ୱର କୃଷକ ରାଲି,କଟକ କଲେଜ ଛକରେ ରାସ୍ତାଜାମ

କଟକ(ଉଲାପ୍ର)କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିନେଇ ପଶ୍ଚିମାଞ୍ଚଳରୁ ଚାଷୀ ବାହାରିଛନ୍ତି ରାଜଧାନୀ ଭୁବନେଶ୍ୱରକୁ,ଆଜି ଶହଶହ ସଙ୍ଖ୍ୟାରେ ଚାଷୀ ମଟର ସାଇକେଲ ରାଲିକରି ଢେଙ୍କାନାଳ ଦେଇ ଆଠଗଡ ରେ ପହଞ୍ଚିବା ପରେ ସେଠାରେ ମଧ୍ୟ ଚାଷୀମାନେ ଏହି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ,ଏହା ପରେ ମଟରସାଇକେଲ ରାଲି ଧବଳେଶ୍ବର ଦେଇ ସନ୍ଧ୍ୟାରେ କଟକର ଐତିହାସିକ କଲେଜ ଛକରେ ଏକ ବିରାଟ ଚାଷୀମେଳି ଅନୁଷ୍ଠିତ ହୋଇଯାଇଛି,ପ୍ରାୟ ଦୁଇଘଣ୍ଟା ଧରି ଚାଷୀମାନେ କଲେଜ ଛକରେ ବସିରହି କେନ୍ଦ୍ର ବିରୋଧୀ ନାରା ଦେବା ସହିତ ଚାଷୀଙ୍କୁ […]

ଏଥର କୋଭିଡ କଟକଣାରେ ପାଳନ ହେବ ଶିବରାତ୍ରୀ । ଆଡ଼କାଠରୁ ହେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ, ଗର୍ଭଗୃହକୁ ନାହିଁ ଅନୁମତି । ଛୋଟ ପିଲା ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦର୍ଶନ ମନା । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ହେବ ଦର୍ଶନ