ନୂଆଦିଲ୍ଲୀ, ଭୁବନେଶ୍ୱର(ଉଲାପ୍ର)ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ଟୀକା ନେଇଛନ୍ତି, ଦିଲ୍ଲୀର ଏମ୍ସ ଠାରେ ପ୍ରଧାନମନ୍ତ୍ରୀ ମୋଦି କ ରୋନା ଟୀକା ନେଇଥିବା ବେଳେ ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟୀକା ନେଇଛନ୍ତି, ପ୍ରଧାନମନ୍ତ୍ରୀ ଟୀକା ନେବାପରେ ସେ ନିଜକୁ ଆଶ୍ୱସ୍ତ ପ୍ରକାଶ କରୁଥିବା ବେଳେ ଦେଶର ଅନ୍ୟ ବ୍ୟକ୍ତି ବିଶେଷ ଟୀକା ନେବାକୁ ସାଧାରଣ ଲୋକ ଙ୍କୁ ପରାମର୍ଶ ଦେଇଛନ୍ତି, ସେହିପରି ମୁଖ୍ୟମନ୍ତ୍ରୀ ନବୀନ […]
ଅଦ୍ୟ ମାର୍ଚ୍ଚ ମାସ ୦୧ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି- ଦ୍ଵିତୀୟା ଦିବା ଘ ୦୮/୫୯ ପର୍ଯ୍ୟନ୍ତ ତଦନ୍ତେ ତୃତୀୟାନକ୍ଷତ୍ର-ଉତ୍ତରା:ଫା ଦିବା ଘ ୦୮/୩୦ ପର୍ଯ୍ୟନ୍ତ ତଦନ୍ତେ ହସ୍ତାଚନ୍ଦ୍ର – କନ୍ୟାଯୋଗା-ଶୂଳକରଣ-ଗରସୌରମାସ-କୁମ୍ଭ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୧/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୨୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୮/୫୯ପର୍ଯ୍ୟନ୍ତ ତଦନ୍ତେ ଅଗ୍ନି କୋଣେବୃଷ ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୩୫ଗତେ ଘ୦୯/୦୨ ମଧ୍ୟେବାରବେଳା – ଦିବା ଘ୦୨/୫୫ଗତେ ଘ୦୪/୪୬ […]
ବାଲିଗୁଡା,(ଉଲାପ୍ର):ଜାତୀୟ ବିଜ୍ଞାନ ଦିବସ ଅବସରରେ ଜି .ଉଦୟଗିରିର କଳିଙ୍ଗ ମହାବିଦ୍ୟାଳୟ ଓ ଗଣପତି ସାବତ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ୨ ଦିନ ଧରି ଚାଲିଥିବା ବିଜ୍ଞାନ ପ୍ରଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ମେଳାରେ ମୂଖ୍ୟ ଅତିଥି ଭାବେ ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ […]
ରାଜ୍ୟରେ ତାତି ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ କାମାକ୍ଷାନଗରର ଓ ମୟୂରଭଞ୍ଜ କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି । ଅନ୍ୟପଟେ ଏହି ନିଆଁକୁ ବନବିଭାଗ ଆୟତ୍ତ କରିପାରିନି । ଯାହା ଫଳରେ ବହୁମୂୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏପଟେ ଜଙ୍ଗଲ […]