ଯମୁନାରେ ବୁଡ଼ ପକାଇବେନି ସାଧୁ, ପ୍ରଶାସନକୁ ଦେଲେ ଚେତାବନୀ

ପରିବେଶ ପ୍ରଦୂଷଣ ଯୋଗୁ ଧିରେ ଧିରେ ହଜିଯିବାକୁ ବସିଛି ଭାରତର ଐତିହାସିକ ପରମ୍ପରା । ନଦୀର ପବିତ୍ର ଜଳରେ ବୁଡ଼ ପକାଇ କୋଟି ପୂର୍ଣ୍ୟ ଅର୍ଜନ କରୁଥିବା ସାଧୂସନ୍ଥମାନେ ଏବେ ଅପରିଷ୍କାର ଜଳରେ ବୁଡ଼ ପକାଇବାକୁ ମନା କରିଦେଇଛନ୍ତି । ଯମୁନାର ଦୂଷିତ ପାଣି ଯୋଗୁ ସାହି ସ୍ନାନ ବହିଷ୍କାର କଲେ ୩ ସାଧୁ ସଂଘ । ନଦୀ ଜଳ ସଫା କରା ନ ଯିବା ପର୍ଯ୍ୟନ୍ତ ସାହି ସ୍ନାନ ହେବ ନାହିଁ ବୋଲି ସଂଘର ନିଷ୍ପତ୍ତି […]

ଚାଷୀଙ୍କୁ ମିଳୁନି ପାଣି, ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ??

ବାଲିଗୁଡା,(ଉଲାପ୍ର): ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି l ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି l ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡ ର ଅନେକ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ଆଉ କେଉଁଠି ଆଦୌ ବ୍ୟବହାର ନ କରିବି ଚାଷୀଙ୍କୁ ହଜାର ହଜାର ଟଙ୍କାର ବିଜୁଳି […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୮ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଫାଲଗୁନମାସ-କୃଷ୍ଣପକ୍ଷତିଥି- ପ୍ରତିପଦ ଦିବା ଘ ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର-ପୂର୍ବା:ଫା ଦିବା ଘ ୧୦/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ରରା:ଫାଚନ୍ଦ୍ର – ସିଂହ ଦିବା ଘ ୦୪/୩୦ ପର୍ଯ୍ୟନ୍ତ ତଦନ୍ତେ କନ୍ୟାଯୋଗା-ଧୃତିକରଣ-କୌ ଳ ବସୌରମାସ-କୁମ୍ଭ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୨/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୧୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୧୧/୪୦ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେକର୍କଟ ଓ ମକର ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ଦ୍ଵିତୀୟା ର […]

ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ,ଜଳିଗଲା ତିନୋଟି ଟେଣ୍ଡ,ଅଳ୍ପକେ ବଞ୍ଚିଗଲେ ips ସଞ୍ଜୀବ ପଣ୍ଡା ଓ ତାଙ୍କ ସାଥି

ନରସିଂହପୁର ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ ରେ ଲାଗିଲା ନିଆଁ,ଆଜି ଉଦଯାପିତ ହୋଇଥାନ୍ତା ଇକୋ ରିଟ୍ରିଟ,ଭୋରରୁ ହଟାତ ତିନିଟି ଟେଣ୍ଡ ରେ ଲାଗିଲା ନିଆଁ,ଟେଣ୍ଡ ଭିତରେ ରାତ୍ରି ଯାପନ କରୁଥିଲେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ips ସଞ୍ଜୀବ ପଣ୍ଡା,ଅଳ୍ପକେ ବର୍ତ୍ତିଗଲେ ସଂଜୀବ ପଣ୍ଡା ଓ ତାଙ୍କ ସାଥି ମାନେ,ନିଆଁ ଲାଗିବାର କାରଣ ଅସ୍ପଷ୍ଟ,ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ,ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ।

ମା ଦକ୍ଷିଣଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ,ହଜାର ହଜାର ଲୋକ କଲେ ପ୍ରସାଦ ସେବନ

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ମହାନ ଶକ୍ତିପୀଠ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠ କଁନ୍ତଲ ରେ ଗତ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଙ୍କ ବାର୍ଷିକ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞର ଆଜି ସନ୍ଧ୍ୟାରେ ପୂର୍ଣାହୁତି ହୋଇଛି,ମାଙ୍କ ପୀଠ ହେଉଛି ଏକ ଶକ୍ତିପୀଠ,ଏଠାରେ ଯିଏ ଯାହା ମାନସିକ କରେ ଅବିଳମ୍ବେ ମା ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି,ସେ ଦୃଷ୍ଟି କୋଣରୁ ଏହି ପୀଠକୁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସନ୍ତି ମାଙ୍କୁ ଦର୍ଶନ କରିବା ପାଇଁ, ପୀଠରେ ମାଙ୍କ ବିଭିନ୍ନ ପୂଜା […]

ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି,ସିଡିପିଓ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି l ଯାହାକୁ ନେଇ ପୁଲିସ ର ରାତ୍ରୀ ପାଟ୍ରୋଲିଂ କୁ ନେଇ ପ୍ରଶ୍ନ ଉଠିଛି। ଶନିବାର ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ପୂଜକ ଓ ଦକ୍ଷିଣ କାଳୀ ମନ୍ଦିର ପୂଜକ ନୀତି କାର୍ଯ୍ୟ ପାଇଁ ଆସିଥିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ମେନେଜିଂ ଟ୍ରଷ୍ଟି ମଧୁସୂଦନ ଦାସଙ୍କୁ ଜଣାଇବା ପରେ […]

ସ୍ବର୍ଗତ ବାବାଜୀ ଚରଣ ପଣ୍ଡା ଓ ରତ୍ନମଣି ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳିତ

ଯାଜପୁର(ଉଲାପ୍ର)ଯାଜପୁର ଜିଲ୍ଲା ଗୋଡିପାଟିଆ ଗ୍ରାମ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡାଙ୍କ ପିତା ସ୍ବର୍ଗତ ପଣ୍ଡିତ ବାବାଜିଚରଣ ପଣ୍ଡା ଓ ମାତା ସ୍ବର୍ଗତ ରତ୍ନମଣି ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଯାଜପୁର ଜିଲାର ବର୍ଷିଆନ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା,ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା,ଅବସରପ୍ରାପ୍ତ ଜିଲା ଜଜ ଗୟାଧର ପଣ୍ଡା,କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ […]

କଟକ ସହରର ଐତିହାସିକ ସାହି ଖାନ ନଗରରେ ଆରମ୍ଭ ହେଲା ପଶୁ ମାନଙ୍କ ପାଇଁ ”ରୁଟି ବ୍ୟାଙ୍କ”

ଅସହାୟ ବୁଲା ଷଣ୍ଢ, ଗାଈ ଓ କୁକୁର ଭଳି ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ”ରୁଟି ବ୍ୟାଙ୍କ”ରେ ସାମିଲ ହେଲେ ଖାନ ନଗର ସାହିର ଯୁବପିଢ଼ି ।ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ,କଟକର ସଭାପତି ତଥା ଏଇତ ଜୀବନ ସଂଗଠନର ଯୁବ ସଭାପତି କ୍ଷିତିଶ କୁମାର ବେହେରାଙ୍କ ନେତୃତ୍ୱରେ ଆରମ୍ଭ ହେଲା ପଶୁ ମାନଙ୍କ ପାଇଁ ରୁଟି ବ୍ୟାଙ୍କ।ଏହି କାର୍ଯ୍ୟକ୍ରମରେ ଖାନ ନଗର ଓ ଖପୁରିଆ ଶିଳ୍ପାଞ୍ଚଳ ଦୁର୍ଗାପୂଜା କମିଟିର ସମ୍ପାଦକ ଶ୍ରୀଯୁକ୍ତ […]

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ ନିମନ୍ତେ ଚଳିତ ବିଧାନସଭା ଅଧିବେଶନରେ ସର୍ବସମ୍ମତି ନିର୍ଦ୍ଧାରଣ ହେଉ

ଭୁବନେଶ୍ୱର 26/02- ଅଢ଼େଇ ହଜାର ବର୍ଷରୁ ଅଧିକ ସମୟ ଧରି ଓଡ଼ିଶୀ ସଙ୍ଗୀତର ଦୀର୍ଘ ପରମ୍ପରା, ସମୃଦ୍ଧ ଉତ୍ତରାଧିକାରୀ, ସମ୍ପନ୍ନ ଐତିହ୍ୟ ଏବଂ ଲିଖିତ ଇତିହାସ ରହିଛି | ରାଜା ରାଜୁଡାଙ୍କ ଦରବାର ଏବଂ ସରକାରଙ୍କ ପୃଷ୍ଠପୋଷକତା ହେତୁ ଏହା ବିକଶିତ ହୋଇ ଅଭିବୃଦ୍ଧି ହାସଲ କରିଛି। ଏଥିରେ ଲିପିବଦ୍ଧ ପ୍ରମାଣ ଏବଂ କଳା-ସ୍ଥାପତ୍ୟ ଏବଂ ମୂର୍ତ୍ତିକଳାର ଚମତ୍କାରତା ଅଛି | ଏହା ଶାସ୍ତ୍ରୀୟ ଓଡିଆ ଭାଷାରେ ରଚିତ ନାଟକ ଏବଂ ଗୀତି ସାହିତ୍ୟ ଉପରେ ପ୍ରଭାବ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୨୭ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ଦିବା ଘ ୦୨/୦୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ମଘା ଦିବା ଘ ୧୨/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା:ଫାଚନ୍ଦ୍ର – ସିଂହଯୋଗା-ସୁକର୍ମାକରଣ-ବବସୌରମାସ-କୁମ୍ଭ ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୨/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ ୦୨/୦୦ପର୍ଯ୍ୟନ୍ତ ତଦନ୍ତେ ପୂର୍ବେକର୍କଟ ଓ ମକର ରାଶିର ଘାତଚନ୍ଦ୍ରବୃଷ ,ସିଂହ ଓ କନ୍ୟା ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା – ଦିବାଘ୦୭/୪୦ ମଧ୍ୟେ ଓ ଘ୦୪/୨୦ଗତେ ଘ୦୫/୪୬ […]