ତୃତୀୟ ଜ଼ିଲ୍ଲାପରିଷଦ ବୈଠକ
ସରକାରୀ ଅଧିକାରୀ ଓ ଲୋକ ପ୍ରତିନଧି ମାନେ ମିଳିମିଶି କାର୍ଯ୍ୟକରିବାକୁ ସାଂସଦ ଙ୍କ ପରାମର୍ଶ

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳ ବାର କନ୍ଧମାଳ ଜିଲ୍ଲା ପରିଷଦ ର ତୃତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାଂସଦଡ଼ଃ. ଅଚୁତ୍ୟ ସାମନ୍ତ ସମେତ ଫୁଲବାଣୀ,ବାଲିଗୁଡା ଓ଼ଜି ଉଦୟଗିରି ବିଧାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଓ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇଥିଲେ l […]

ଜାତୀୟ ନିରାପଦ ମାତୃତ୍ୱ ଦିବସ ରେ ପୁରସ୍କୃତ

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳବାର ୧୧.୦୪.୨୦୨୩ ରିଖ ଦିନ ଭୁବନେଶ୍ଵର ରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଜାତୀୟ ନିରାପଦ ମାତୃତ୍ଵ’ ଦିବସ ପାଳନ ଅବସର ରେ କନ୍ଧମାଳ ଜିଲ୍ଲା ବର୍ଷ ୨୦୨୨-୨୩ ପାଇଁ ଜିଲ୍ଲା ରେ ମାତୃ ସ୍ବାସ୍ଥ୍ୟ ସେବା ର ସୁପରିଚାଳନା ତଥା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି lକନ୍ଧମାଳ ଜିଲ୍ଲା ର ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର ଓ କଲ୍ୟାଣ), ଡ ପ୍ରସନ୍ନ କୁମାର ତ୍ରିପାଠୀ ଓ ଉପ ପରିଚାଳକ( […]

ଖଜୁରୀପଡା ପୋଲିସ ରଚଢ଼ାଉ ବୋଲେରୋ ସହ ଗଂଜେଇଜବତ,୩ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଖଜୁରୀପଡା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଖଜୁରୀପଡା ଥାନା ଅଧିକାରୀଗେଲି କୁମାରୀ ସାହୁ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚଢ଼lଉ କରି ଏକ ବୋଲେରା ସହ ତିରିଶ କେଜି ଗଂଜେଇ ଜବତ କରିଛି l କୌଣସି ସୁତ୍ର ରୁ ଖବର ପାଇ ଖଜୁରୀପଡା ପୋଲିସ ଟିମ ବନ୍ଧ ସାହି ଛକ ରେ ଗାଡି ଯାଞ୍ଚ କରି ବୋଲେରୋ ସହ ଗଂଜେଇ […]

ବିଭତ୍ସ ହତ୍ୟା
ସ୍ୱାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ

ଫୁଲବାଣୀ(ସୁନୀଲ ପଟନାୟକ )ଅଗ୍ନି କୁ ସାକ୍ଷୀ ରଖି ବିବାହ କରି ସୁଖର ସଂସାର କରିବ ବୋଲି ଆଣିଥିଲା l ହେଲେ କୌଣସି କାରଣ ରୁ ମନ ମାଳୀନ୍ୟ ହେବାରୁ ସ୍ୱାମୀ ଟାଙ୍ଗିଆ ରେ ହାଣି ହତ୍ୟା କରିଛି lଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କରାଣ୍ଡିବାଲି ଗ୍ରାମରେ lମୃତ ମହିଳା ଜଣକ ହେଲେ ବେଲପଦ ର ଗ୍ରାମର ନାରାୟଣ ବିନ୍ଧାଣି ର ପତ୍ନୀ ଳକ୍ଷ୍ମୀ ବିନ୍ଧାଣି l ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାୟ […]

୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି l ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଏହି ପରିପ୍ରେକ୍ଷୀରେ ରବିବାର ସକାଳେ […]

ତେର ଶମ୍ଭୁ ମିଳନ, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ

ଫୁଲବାଣୀ କନ୍ଧମାଳ ଜିଲାରେ ଏବେ ପବିତ୍ର ଦଣ୍ଡ ଯାତ୍ରା ଚାଲିଛି lଫଳରେ ସବୁଆଡେ ଆଧ୍ୟାତ୍ମିକ ବାତାବରଣ l ଜୀଲାର ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, ଫିରିଙ୍ଗିଆ,ଜି, ଉଦୟଗିରି, ରାଇକିଆ, ଟିକାବାଲି, କ. ନୂଆଗାଁ ସମେତ ସବୁ ଅଂଚଳରେ ଏବେ ଦଣ୍ଡ ନାଟ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି l ଘଣ୍ଟ, ବାଜା ରେ ସାହି ବସ୍ତି ଫାଟିପଡୁଛି l କେଉଁଠି ପଂଚୁ ଦଣ୍ଡ ର ଆୟୋଜନ କରାଯାଉଥିବା ବେଳେ କେଉଁଠି ତେର ଶମ୍ବୁ ଆୟୋଜନ […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉଦ୍ୟମରେ ଭବାନୀ ଭତ୍ତା ପାଇଲେ

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ଜିଲ୍ଲା ର ଫୁଲବାଣୀ ବ୍ଳକ ର ଗଞୁଗୁଡା ପଞ୍ଚାୟତ ର ବିରାଗୁଡା ଗାଁ ର ଗରିବ ପରିବାରର ଝିଅ ଭବାନୀ ଙ୍କ ବାପା ଦୀର୍ଘବର୍ଷ ହେଲା ‌ଆର ପାରିକୁ ଚାଲିଯିବା ଫଳରେବିଧବା ମା ତିନି ପିଲାଙ୍କୁ ‌ଧରି ମୂଲ ମଜୁରୀ ଲାଗି ‌ପରିବାର ପୋଷଣ କରୁଥିଲେ l ଭବାନୀ ଦୁତୀୟ ବର୍ଷକଳା ର ଛାତ୍ରୀ ‌lଫୁଲଵାଣୀ କଲେଜ ‌ରେ ପଢୁଥିଲେତେବେ କଣ ହେଲକେଯାଣି ହଠାତ୍ ଦେହ ଖରାପ ହେବାପରେ ସେ ଆଉ ଚାଲି […]

ତୃତୀୟ ପର୍ଯ୍ୟାୟ ରେ
କନ୍ଧମାଳ ଜିଲାରେ ୭୭ ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଫୁଲବାଣୀ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ତୃତୀୟ ପର୍ଯ୍ୟାୟ ରେ ୭ ୭ ଟି ହାଇସ୍କୁଲ ର ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି l ଏସବୁ ହାଇସ୍କୁଲ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟ ରେ ପହଂଚି ଛି lବିଶେଷ କରି ଏସବୁ ହାଇସ୍କୁଲ ୫ ଟି ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ପ୍ରକାର ଆନୁସଙ୍ଗିକ ସ୍ମାର୍ଟ କ୍ଲାସରୁମ, ଟଏଲେଟ, ସାଇନ୍ସ ଲାବ, ଖେଳପଡିଆ, ପାନୀୟ ଜଳ ଆଦି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଉନ୍ନତ ମାନର ଶିକ୍ଷା ଦାନ ରବ୍ୟବସ୍ଥା […]

ଦୁର୍ଗମ ତଥା ମାଓ ପ୍ରବଣ ଶ୍ରୀରାମପୁର ପଂଚାୟତ ର ବହୁ ଗ୍ରାମ କୁ ରାସ୍ତା ନାହିଁ

ଫୁଲବାଣୀ (ସୁନୀଲ ପଟନାୟକ )ସରକାର ଗମନାଗମନ ର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଛ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଗଣିତ କୋଟଗଡ଼ ବ୍ଲକ ର ଶ୍ରୀରାମପୁର ପଂଚାୟତର ଅନେକ ଗାଁକୁ ଭଲ ରାସ୍ତା ନାହିଁ ଫଳରେ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି lଅଭିଯୋଗ କଲେ ଶୁଣୁଛି ବା କିଏ ?ଗୋଟିଏ କି ଦୁଇଟି ଗାଁ […]

ଫିରିଙ୍ଗିଆ ପୋଲିସ ର ସଫଳତା, ଦାମୀ କାର ସହ ଏକ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ

ଫୁଲବାଣୀ(ସୁନୀଲ ପଟନାୟକ )ରବିବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚଢ଼lଉ କରି ଏକ ହୁଣ୍ଡାଇ ଭରନା କାର ସହ ଶହେ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ […]