ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ
ଆଠଗଡ(ଉଲାପ୍ର) ଆଠଗଡ ସହର କନତୋଲ ର ଆରାଧ୍ୟ ଦେବୀ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ମାଘ ମାସ ବୁଧବାର ଦିନ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ମାଙ୍କ ପୀଠରୁ ଶହଶହ ମହିଳା କଳସ ଧରି ସାପୁଆ ନଦୀରୁ କଳସ ବୁଡାଇ ସ୍ୱଚ୍ଛ ଜଳ ଆଣି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୀଠରେ କଳସ ବସାଇଛନ୍ତି, ଏହି କଳସ ଶୋଭାଯାତ୍ରାରେ ଶହଶହ ମହିଳା ମାକ୍ସ ପରିଧାନ କରି କୋଭିଡ ନିୟମ ମାନି […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































