ଜୀବନ ମୁକ୍ତା ନନ୍ଦପୁରୀ ବାବାଙ୍କୁ ଅଜଣା ବ୍ୟକ୍ତିଙ୍କ ଫୋନ କଲରେ ହତ୍ୟା ଧମକ
ବାଲିଗୁଡ଼ା,(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମ ମଧ୍ୟରେ ରହୁଥିବା ଜୀବନ ମୁକ୍ତା ନନ୍ଦ ପୁରୀ ବାବା ଙ୍କୁ ଆଜି ଏକ ଅଜଣା ଫୋନ କଲ୍ ରେ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଏତଲା ବାବା ଦେଇଥିବା ଜଣାପଡିଛି। ଏ ନେଇ ପୁଲିସ ଘଟଣା ର ସତ୍ୟତା ନିର୍ଦ୍ଧାରଣ କରୁଥିବା ବେଳେ ଏବେ ଏ ନେଇ କିଛି ସ୍ପଷ୍ଟ କରିନାହିଁ। ଘଟଣା ରୁ ପ୍ରକାଶ ଶନିବାର ସନ୍ଧ୍ୟା ୫ଟା ସମୟ […]