ନିରାଡ଼ମ୍ବରରେ ପାଳନ ହେଲା ସରସ୍ୱତୀ ପୂଜା
ବାଲିଗୁଡା,16/02.(ଉଲାପ୍ର): ସମଗ୍ର କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ନିରାଡ଼ମ୍ବର ଭାବେ ସ୍ୱରସ୍ୱତୀ ପୂଜା ପାଳନ ହୋଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ମାଆ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଉଠି ଛାତ୍ରଛାତ୍ରୀମାନେ ନିଜ ନିତ୍ୟକର୍ମ ସାରି ସଫା ପୋଷାକ ପରିଧାନ କରି ସାଙ୍ଗ ସାଥୀଙ୍କ ସହ ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଯାଇ ସେଠାରେ ଅନୁଷ୍ଠିତ ପୂଜାରେ ସାମିଲ ହୋଇ ମା’ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ପୃଥିବୀ ରୁ କରୋନା ମୁକ୍ତ ପାଇଁ ପ୍ରାର୍ଥନା […]