ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୧୫ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଚତୁର୍ଥୀ ରାତ୍ରି ଘ୦୩/୪୫ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର -ମୀନଯୋଗା- ସାଧ୍ୟକରଣ-ବାଣିଜ୍ୟସୌରମାସ-କୁମ୍ଭ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୦୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୯✧═════•❁❀❁•═════✧ଯୋଗିନୀ ନୈରୁତେ ରାତ୍ରି ଘ ୦୩/୪୪ ଗତେ ଦକ୍ଷିଣେମିଥୁନ ରାଶି ର ଘାତବାରଧନୁ ରାଶିର ଘାତଚନ୍ଦ୍ରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ✧═════•❁❀❁•════*କାଳବେଳା- ଦିବା ଘ୦୭/୪୩ଗତେ ଘ ୦୯/୧୧ ମଧ୍ୟେବାରବେଳା – ଦିବା ଘ୦୨/୫୨ଗତେ ଘ ୦୪/୧୯ […]

ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର : କ୍ଷତି ପୂରଣ ପାଇଁ ଦାବୀ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବେଆଇନ ଭାବେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି ଗୁରୁତର ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ,ବାଲିଗୁଡା-ବୁଡ଼ାଗୁଡା ରାସ୍ତା ପାର୍ଶ୍ୱରେ ସରକାରୀ ଜମି ଉପରେ ଥିବା ଏକ ଗଛକୁ ନୁଆସାହିରେ ରହୁଥିବା ଶିକ୍ଷକ ନନ୍ଦ କିଶୋର ପଣ୍ଡା ଜଣେ ଗଛ କଟାଳି ମନୋଜ ଡିଗାଲଙ୍କୁ ଡାକି ଗଛ କଟାଉଥିଲେ […]

କନ୍ଧମାଳ ଟିମ ହ୍ୟୁମାନିଟି ତରଫରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିରର ଅନୁଷ୍ଠିତ

କନ୍ଧମାଳ,(ଉଲାପ୍ର): 2019 ମସିହା ଫେବୃଆରୀ ମାସ 14 ତାରିଖ ଦିନ ଜlମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ମାନଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ହୋଇଥିବା 40 ଜଣ CRPF ଯବାନ ମାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ସେମାନେ ଦେଇଥିବା ଵଳିଦାନ କୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସମେତ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା l ଟିମ ହ୍ୟୁମାନିଟି […]

ତୁମୁଡିବନ୍ଧ ପୋଲିସ ଦ୍ୱାରା ହେଲମେଟ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ

ବାଲିଗୁଡା,(ଉଲାପ୍ର): ରାଜ୍ୟ ସରକାର ବର୍ତ୍ତମାନ ବିନା ହେଲମେଟରେ ଗାଡି ଚଳାଉ ଥିବା ବାଇକ ଚାଳକଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି I କିନ୍ତୁ ପ୍ରାୟ ଜନସାଧାରଣ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉ ଥିବା ଦେଖାଦେଇଛି I ଏହା ସହ ଆନେକ ସମୟରେ ବାଇକ ଚାଳକ ଜଣେ ପିନ୍ଧିଥିବା ବେଳେ ଅନ୍ୟ ଜଣେ ବିନା ହେଲମେଟରେ ଯାତ୍ରା କରୁଛନ୍ତି I ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ […]

ବଢିଲା ସେନାର ଶକ୍ତି, ସାମିଲ ହେଲା ୧୧୪ ଶକ୍ତିଶାଳି ଅର୍ଜୁନ

ପୁଲଓ୍ୱାମା ସହିଦ ଦିବସରେ ବଢିଲା ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ଲଢୁଆ ଟ୍ୟାଙ୍କ ଅର୍ଜୁନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଗସ୍ତରେ ଯାଇ ସେନାକୁ ଅର୍ପଣ କରିଛନ୍ତି ୧୧୮ଟି ଅର୍ଜୁନ ଟ୍ୟାଙ୍କ୍‌ । ଏହା ଦ୍ୱାରା ସେନାର ମନବୋଳ ଓ ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏହି ଅବସରରେ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ୱାଣେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୧୮ଟି […]

FASTag ନାହିଁ କି ? ଫେବ୍ରୁଆରୀ ୧୬ରୁ ଟୋଲ୍ ପ୍ଲାଜାରେ ଦେବେ ଦୁଇଗୁଣା ଟଙ୍କା

ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇ ଯାଉଛନ୍ତି କି ? ତେବେ, ଆପଣଙ୍କ ଗାଡ଼ିରେ ଫାସଟାଗ ଥିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଦୁଇଗୁଣା ଟଙ୍କା ଦେବାକୁ ପଡ଼ିବ । ଫେବ୍ରୁଆରୀ ୧୫ ଓ ୧୬ ତାରିଖ ମଧ୍ୟରାତ୍ରୀରୁ ଏହା ଲାଗୁ ହେବ । ଅର୍ଥାତ୍ ୧୬ ତାରିଖରୁ ଫାସଟାଗ ନଥିବା ଗାଡ଼ି ଟୋଲଗେଟ୍ ଦେଇ ଗଲେ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଦେବେ । ରବିବାର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି […]

ଭୁବନେଶ୍ୱର,କାଲି କଂଗ୍ରେସର ବନ୍ଦ ଡାକରାକୁ ଆଖିରେ ରଖି ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ, ଦିନ ଗୋଟାଏ ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସ୍ୱାଭାବିକ ହେବ, ଯାତ୍ରୀ ସୁରକ୍ଷା ଓ ବସ୍‌ର ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍ ମାଲିକ ସଂଘର ନିଷ୍ପତ୍ତି*

ଗୋପୀନାଥପୁର ବାଲି ଘାଟରୁ ଅଲେଖ ବାବାଙ୍କ ଠାକୁର ମୃତ୍ତି ,ଆସବାପତ୍ର ଉଧାର

ବଡମ୍ବା(ଉଲାପ୍ର)କଟକ ଜିଲ୍ଲା ବଡମ୍ବା ଥାନା ଗୋପୀନାଥପୁର ବାଲିଘାଟ ରୁ ଅଲେଖ ବାବା ଙ୍କ ଫୋଟୋ, ଠାକୁର ମୃତ୍ତି ଆସବା ପତ୍ର ଉଧାର।ଘଟଣାରୁ ପ୍ରକାଶ… ସକାଳ ସମୟରେ ସ୍ଥାନୀୟ ଯୁବକ ନଦୀବାଲିଘାଟ କୂଳକୁ ଗାଧେଇବା ପାଇଁ ଆସିଥିଲେ।ବାଲିରେ ଯିବା ସମୟରେ ତାଙ୍କର ଗୋଡ଼ କଠିନ ବସ୍ତୁ ଉପରେ ବାଜିଥିଲା।ତାଙ୍କର ସନ୍ଦେହ ହେବାରୁ ବାଲି ଖୋଲିଥିଲେ ।ବାଲିରୁ ଅଢେଇ ଫୁଟ ର ବୁଦ୍ଧ ମୂର୍ତ୍ତି, ଦୁଇଟି ସୋଲାର ପ୍ଲେଟ, ଲାଇଟ, ଦୁଇଟି ଟିଣ ବକ୍ସ, ଶିଵ ଲିଙ୍ଗ, ପିତଳ ଠାକୁର […]

ଦୃଷ୍ଟି ହୀନଙ୍କ ପାଇଖାନା ଟଙ୍କା ବି ଖାଇଗଲେ ଝରିଗାଁ ଝରିଗାଁ

ଝରିଗାଁ(ଉଲାପ୍ର) ଝରିଗାଁ ବ୍ଲକରେ ଦୁର୍ନୀତି ର ଗନ୍ଧ ଏଯାଏ ଯାଇନି,କାରଣ ଏଠି ଗରିବ ଗୁରୁବାଙ୍କ ପାଇଖାନା ଟଙ୍କାକୁ ଖାଇବାକୁ ପଛାଇ ନାହାଁନ୍ତି ଟାଉଟର, ଦୃଷ୍ଟିଶକ୍ତି ଥିବା ସହ ସହ ଲୋକ forଙ୍କ ପାଇଖାନା ଲୁଟ ହୋଇ ଥିବା ବେଳେ ଜଣେ ଦୃଷ୍ଟି ହୀନ ବି ଏଥିରୁ ବାଦ ପଡି ନାହାନ୍ତି l ଦୃଷ୍ଟି ଶକ୍ତି ଥିବା ବାବୁ ମାନେ ଦିନ ଆଲୁଅରେ ଫୋଟୋ ଉଠାଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଖାନା ଟଙ୍କା କୁ ଖାଇଯାଇଛନ୍ତି l ଏଭଳି ଅଭାବ […]