ବଡମ୍ବାରେ ମାଟ୍ରିକ ପରୀକ୍ଷା ପାଇଁ ଅଭିଭାବକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦିନିକିଆ ବୈଠକ ଅନୁଷ୍ଠିତ

ବଡମ୍ବା(ଉଲାପ୍ର) ସରକାରୀ ଗୋପମଥୁରା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୪ ବିନ୍ଦୁ ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଅଭିଭାବକମାନଙ୍କୁ ସ୍ୱାଗତ କରିବା ସହିତ ଉକ୍ତ ବୈଠକର ମୁଖ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ । […]

କୋଟଗଡ଼ ବ୍ଲକରେ ବିଜେଡ଼ିର ମିଶ୍ରଣ ପର୍ବ: ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୪୦୦ରୁ ଉର୍ଦ୍ଧ୍ବ ଲୋକ ବିଜେଡିରେ ସାମିଲ

ବାଲିଗୁଡ଼ା:(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କୋଟଗଡ଼ ବ୍ଲକ୍ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଓରା ଗ୍ରାମପଞ୍ଚାୟତ ଓ କୋଟଗଡ଼ ଗ୍ରାମ ପଞ୍ଚାୟତର ଚାରି ଶହରୁ ଉର୍ଦ୍ଧ୍ବ ପରିବାର ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବର୍ଷବର୍ଷ ଧରି ବିଜେପି ଓ କଂଗ୍ରେସ ଦଳ ପାଇଁ କାମ କରିଆସୁଥିଲେ ମଧ୍ୟ ଦଳ ସେମାନଙ୍କୁ ଅଣଦେଖା କରିବା ସହ ଅଞ୍ଚଳର ବିକାଶ […]

ରାଜ୍ୟ ସ୍ତରୀୟ ବିଧାୟକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ :ଫୁଲବାଣୀର ଜେଡି କ୍ଲବ ଚାମ୍ପିୟାନ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବିଧାୟକ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ କୁ ଉଦଘାଟନ କରିଥିଲେ। ଏହି ଫାଇନାଲ ମ୍ୟାଚ୍ ରେ ଭାସ୍କର ଏକାଡେମୀ କୋରାପୁଟ ଓ ଜେ.ଡି କ୍ଳବ୍ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପରସ୍ପର ୧-୧ ଗୋଲ ଦେଇ […]

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ୧୩ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-ଶୁକ୍ଳପକ୍ଷତିଥି- ଦ୍ଵିତୀୟା ରାତ୍ରି ଘ୧୨/୪୯ ପର୍ଯ୍ୟନ୍ତ ତଦନ୍ତେ ତୃତିୟା ନକ୍ଷତ୍ର- ଶତଭିଷା ଦିବା ଘ୦୩/୪୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ ଭାଦ୍ରଚନ୍ଦ୍ର – କୁମ୍ଭଯୋଗା- ଶିବକରଣ-ବାଳବସୌରମାସ-କୁମ୍ଭ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୦୧ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ ୧୨/୪୯ ଗତେ ଅଗ୍ନିକୋଣେମିଥୁନ ଓ ମିନ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ✧═════•❁❀❁•════*କାଳବେଳା -ଦିବା ଘ୦୭/୨୯ ମଧ୍ୟେ ଓ ଘ୦୪/୧୫ […]

ନରସିଂହପୁରରୁ ବନ୍ଧୁକ ଦେଖାଇ ଲୁଟେରା ସିଏସ୍ପି ସେଣ୍ଟରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ନରସିଂହପୁର(ଉଲାପ୍ର)କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ଠାରେ ଥିବା SBI ର ଥିବା CSP (କଷ୍ଟମର ସର୍ଭିସ ପଏଣ୍ଟ)ରୁ ବନ୍ଧୁକ ଦେଖାଇ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ମାନେ,ତିନି ଜଣ ଦୁର୍ବୁତ୍ତ ଏକ ବାଇକ ରେ ଆସି ସିଏସ୍ପି ସେଣ୍ଟର ମାଲିକ ମୁଣ୍ଡରେ ବନ୍ଧୁକ ଦେଖାଇଏହି ଟଙ୍କା ଲୁଟି ନେଇଛନ୍ତି, ଘଟଣା ସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପ୍ରଥମେ ତିନିଜଣ ଆସି CSP ସେଣ୍ଟର ମାଲିକ ଙ୍କୁ କେତେ […]

କନ୍ଧମାଳ ଜିଲ୍ଲା ଇ-ପାଠାଗାରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆୟୋଜିତ

କନ୍ଧମାଳ(ଉଲାପ୍ର) କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଅତ୍ୟାଧୁନିକ ଢାଞ୍ଚାରେ ପ୍ରତିଷ୍ଠା ହୋଇ ଥିବା ଇ-ଲାଇବ୍ରେରୀ କୁ ଆଜି ୨ ବର୍ଷ ପୁରିଛି । ଆଇଟିଡିଏ ଫୁଲବାଣୀ ଏହାର ପରିଚାଳନା ଦାୟୀତ୍ଵ ନେଇଥିବାରୁ ଆଜି ତାର ୨ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉତ୍ସବରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା.ଡି. ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବାପରଠାରୁ ଜିଲ୍ଲାରେ ବିଶେଷକରି ଶିକ୍ଷା ଓ ସ୍ଵାସ୍ଥ୍ୟ ର ଉନ୍ନତି ଦିଗରେ ନିଷ୍ଠା […]

l

ମହିଳା କର୍ମରରୀଙ୍କୁ ନିର୍ଯ୍ୟାତନା ଦେଇ ପ୍ରଧାନଶିକ୍ଷକ ନିଲମ୍ବିତ

ମାଲକାନଗିରି(ଉଲାପ୍ର) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏଏସି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଛି । ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏର୍ସ ଏସ୍ଟି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧ ୧୯ , ୧୦ | ୨ | ୨୧ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପ୍ରଧାନ ଶିକ୍ଷକ ସେଠୀଙ୍କ ବିରୋଧରେ ଉକ୍ତ ବିଦ୍ୟାଳୟର ୬ ଜଣ ଶିକ୍ଷୟିତ୍ରୀ […]

ଦୁଇଦିନ ହେଲା ଯୁବକଙ୍କ ପତ୍ତା ମିଳୁନି,ଥାନାରେ ଏତଲା

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଜୈନକ ଯୁବକ ଦୁଇଦିନ ହେଲା ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ(୩୫)ଓରଫ ମିଟୁ , ବୁଧବାର ଅପରାହ୍ନରେ ପରମେଶ୍ୱର ଘରେ କାହାକୁ ନଜଣାଇ କେଉଁଆଡେ ପଳାଇଛନ୍ତି, ପରିବାର ଲୋକେ ସାହି ପଡିଶା ନିକଟସ୍ଥ ଗାଁ ତଥା ଆଖପାଖ ବନ୍ଧୁ ବାନ୍ଧବ ଗାଁ ଗୁଡିକରେ ବହୁ ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ […]