ମେଡିକାଲ ରେ ଜନ୍ମ ଦିନ ମନାଇଲା ଜଗା, ସାତ ପୁରି ୮ ଚାଲିଲା
ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଧୁମ ଧାମ ରେ ଜନ୍ମ୍ ଦିନମନାଇଲା ଜଗା l ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ମିଲୁପଡା ଗ୍ରାମର ଯୋଡ଼ା ମୁଣ୍ଡ ଜଗାକୁ ଆଜି ସାତ ବର୍ଷ ପୁରୀ ଆଠ ବର୍ଷ ଚାଲିଲା l ଜଗା ଦିଲ୍ଲୀ ଏମ୍ସ ରେ ଅପରେସନ ପରେ ଫୁଲବାଣୀ ର ମୁଖ୍ୟଚିକିତ୍ସାଳୟ ର ଶିଶୁ ୱ୍ଆର୍ଡ ର ଦୁଇ ନମ୍ବର୍ କ୍ୟାବିନ ରହିଆସୁଛିl ରବିବାର ଦିନ ଫୁଲବାଣୀ ମୁଖ୍ୟ ଚିକିସା ଲୟ ପରିସର ରେ ଶିଶୁ କ୍ୟାବିନ […]