ବୈଦରାଜ ପ୍ରତାପରୁଦ୍ର ବେଉରାଙ୍କ ୮୦ ତମ ଜନ୍ମଦିନ ପାଳନ,ପଦ୍ମଶ୍ରୀ ଦେବାକୁ ଦାବି ଜୋରଦାର ହେଲା
ଆଠଗଡ(ଉଲାପ୍ର) ଆଠଗଡ ବ୍ଲକ କୁଲାଇଲୋ ଅସ୍ଥି ଚିକିସ୍ଥକ ପ୍ରତାପରୁଦ୍ର ବେଉରାଙ୍କ ୮୦ ତମ ଜନ୍ମଦିନ ପାଳନ ହୋଇଯାଇଛି ଅନନ୍ତ ବେଉରା ଅସ୍ଥି ଚିକିସ୍ଥାଳୟ ମଧ୍ୟରେ,ପ୍ରତାପରୁଦ୍ର ବେଉରା ଜୟନ୍ତୀ କମିଟି ତରଫରୁ ଉପସଭାପତି ପ୍ରଫୁଲ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିବା ବେଳେ ଜୟନ୍ତୀ କମିଟିର ସଭାପତି ଲୋକସେବକ ମଣ୍ଡଳ ରାଷ୍ଟ୍ରିୟ ସମ୍ପାଦକ ନିରଞ୍ଜନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ତଥା ବିଜେଡି ନେତା ଭାଗିରଥି କର,ବିଜେପି ନେତା ରାମନାରାୟଣ ମହାନ୍ତି,ସମାଜସେବୀ ରାଜ କିଶୋର ଖଟୁଆ […]