ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା,(ଉଲାପ୍ର): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଅଧ୍ୟକ୍ଷତା କରିଥିବା ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ରାଜ୍ୟ […]

ବଡନାଉପୁଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଚମ୍ପିୟାନ

ତିଗିରିଆ(ଉଲାପ୍ର)ତିଗିରିଆ ବ୍ଲକ ବଡନାଉପୁଟ ଗ୍ରାମରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି, ସ୍ତାନୀୟ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚରେ ମା ମଙ୍ଗଳା କ୍ରିକେଟ କ୍ଲବ ଓ କନ୍ତପହଁରା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଡନାଉପୁଟ କ୍ରିକେଟ କ୍ଲବ ଚମ୍ପିୟାନ ହୋଇଛି,ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଉମା ବଲଭ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ,ଏହି ଟୁର୍ଣ୍ଣାମେଣ୍ଟ ରେ ଅନ୍ୟମାନଙ୍କ […]

ପର ଠାରୁ ଗାଡି ମାଗି ଚଳାଇବା ମହଙ୍ଗା ପଡିଲା : ପୁଅ ପାଇଁ ବାପାର ଆତ୍ମହତ୍ୟା

କନ୍ଧମାଳ,(ଉଲାପ୍ର): ପରଠାରୁ ଗାଡି ମାଗି ଆଣି ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକକୁ କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ।ସୂଚନା ପ୍ରକାରେ, ଏହି ଗ୍ରାମର ନବ କିଶୋର କହଁରଙ୍କ ପୁଅ ତାର ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ ମାଗି […]

ପାହାଡି ତରଙ୍ଗର ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା(ଉଲାପ୍ର) କନ୍ଧମାାଲ ଜିିିଲ୍ଲାର ସାଂସ୍କୃତିକ ଓ ପାରମ୍ପାରିକ ଅନୁଷ୍ଠାନ ପାହାଡି ତରଙ୍ଗ ତାର ଶୁଭାରମ୍ଭ ୨୫ ତଳେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି କିଛି ସ୍ଥାନୀୟ କଳାକାର ମାନଙ୍କୁ ନେଇ ଆରମ୍ଭ ହୋଇଥିଲା l ଏବେ ତାର ରୌପ୍ୟ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି କରୁଛି। ଏହି ଅବସରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାର ବିଲୁପ୍ତ ପ୍ରାୟ କଳା ଓ ସଂସ୍କୃତିକୁ କିଭଳି ଲୋକଲୋଚନ କୁ ଆଣି […]

ବେଲଘର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ

ବାଲିଗୁଡା(ଉଲାପ୍ର) ପୁଲିସ ଓ ମାଓବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି କନ୍ଧମାଳ ଜିଲ୍ଲା ବେଲଘର ଜଙ୍ଗଲରେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଜଙ୍ଗଲ ନିକଟ ଉଷାବାଲି, ଗୁଦଗୁଦା ଓ ଗୁଚୁକା ଜଙ୍ଗଲରେ ମଧ୍ୟାହ୍ନ ସମୟରେ ଗୁଳି ବିନିମୟ ଶବ୍ଦ ଶୁଣିବାକୁ ମିଳିଛି। ଲଙ୍କାଗଡ଼-ମୁଣ୍ଡିଗଡ଼-ବେଲଘର-ଗୁମା ଜଙ୍ଗଲକୁ ସଂଯୋଗ କରୁଥିବା ପାହାଡ଼ ନିକଟରେ ବହୁ ସମୟ ଧରି ଗୁଳି ବିନିମୟ ଚାଲିଛି। ପୁଲିସ ଆଡୁ ଏ ନେଇ କୌଣସି ସୂଚନା ମିଳିନାହିଁ। ତେବେ ନିକଟସ୍ଥ ଅଞ୍ଚଳବାସୀ ଗୁଳି […]

୪୦ ଏକର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାାଲିଗୁଡା(ଉଲାପ୍ର) ବାଲିଗୁଡା ଉପଖଣ୍ଡ କ. ନୂଆଗାଁ ବ୍ଲକ ସାରଙ୍ଗଡ ଥାନା ଅନ୍ତର୍ଗତ ଜିରିଡ଼ିକିଆ ପଞ୍ଚାୟତର କପଗୁଡ଼ା , ଡ଼ଲାବାଡ଼ି ଓ କଙ୍ଗେରିକିଆ ଏବଂ ସାରଙ୍ଗଡ଼ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ନଷ୍ଟ କରିଛି ସାରଙ୍ଗଡ଼ ପୁଲିସ୍‍। ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ସାରଙ୍ଗଡ଼ ଥାନାର କେସ ନଂ ୧୧ା୨୧ରେ ଏକ ମାମଲା […]

ଗ୍ରାମର ବିକାଶ ପାଇଁ ଉଦ୍ୟମ:- ଛାତ୍ରବୃତ୍ତି ଟଙ୍କାରେ ଗାଁ ପିଲାଙ୍କୁ ବହି ଓ କଲମ ବାଣ୍ଟିଲେ ଶିକ୍ଷିତ ଯୁବକ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିିରି ବ୍ଳକର ତଲାରିମାହା ପଞ୍ଚାୟତର ଶିକ୍ଷିତ ଯୁବକ ରାଜେଶ୍‍ କୁମାର ବଗର୍ତ୍ତିି। ତାଙ୍କର କାର୍ଯ୍ୟକୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍‍ ଆଲୋଚ୍ୟର ବିଷୟ ହୋଇଛି। କଟକ ସ୍ଥିତ ରେଭେନ୍ସା ମହାବିଦ୍ୟାଳୟର ଇତିହାସ ବିଭାଗର ଜଣେ ଛାତ୍ର। ସ୍ନାତନକତ୍ତୋର ପଢିବା ସମୟରେ ୟୁଜିସି ତଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଠାରୁ ରେଙ୍କ୍‍ ହୋଲଡ଼ର ବୃତ୍ତି ବାବଦକୁ ୬୨ ହଜାର ଟଙ୍କା ପାଇଥିଲେ। ବତ୍ତର୍ମାନ ଗ୍ରାମକୁ ଫେରି […]

ଅଦ୍ୟ ଫେବୃଆରୀ ୦୯ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ତ୍ରୟୋଦଶୀ ରାତ୍ରି ଘ୦୧/୫୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ପୂର୍ବଷାଢା ଦିବା ଘ୦୩/୦୭ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢାଚନ୍ଦ୍ର – ଧନୁ ରାତ୍ରି ଘ୦୯/୦୦ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ବଜ୍ରକରଣ-ଗରସୌରମାସ -ମକର ୨୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୪୧ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୧/୫୫ ଗତେ ପଶ୍ଚିମେତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•════*କାଳବେଳା – ଦିବା ଘ୦୧/୨୭ ଗତେ […]