କଳାକାର ଓଡିଶା ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ମାହାଙ୍ଗା(ଉଲାପ୍ର) ଅଗ୍ରଣୀ ସାହିତ୍ୟ ଏବଂ ସଂସ୍କୃତି ଅନୁଷ୍ଠାନ “କଳାକାର ଓଡିଶା”ପକ୍ଷରୁ ଓଳାଶୁଣୀ ପୀଠରେ ଏକ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଅନୁଷ୍ଠାନର ସଭାପତି କବି ସତ୍ୟବ୍ରତ ପୁହାଣଙ୍କ ପୌରହିତ୍ୱରେ ଆୟୋଜିତ ଏହି ଉତ୍ସବକୁ ମହନ୍ତ ଡକ୍ଟର ନାମାନନ୍ଦ ଦାସ ଉଦଘାଟନ କରିଥିଲେ lକଳାକାର ଓଡିଶା ଦ୍ୱାରା ପ୍ରକାଶିତ ଏବଂ ପଦ୍ମଲାଭ ମହାନ୍ତିଙ୍କ ରଚିତ ପୁସ୍ତକ “କଳ୍କୀ ଭଜନମାଳା”ର ପ୍ରଥମ ଖଣ୍ଡ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଡ଼ିଓ ନିହାର ରଞ୍ଜନ […]