ବଡମ୍ବା କଲେଜରେ କାହିଁକି ଛାତ୍ର ଅଶାନ୍ତି
ଆମ ଅଞ୍ଚଳର ହାଲଚାଲ(ସମ୍ପାଦକୀୟ)ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି କଣ ପାଇଁ,କଣ ପାଇଁ ଦୁଇ ଅଧ୍ୟକ୍ଷ ଙ୍କ ମଧ୍ୟରେ ଚାଲିଛି ଏ ଲଢେଇ, ଜଣେ ମହିଳା ଅଧ୍ୟକ୍ଷ ଭାବେ ଆଠଗଡ ଉପଜିଲାପାଳ ଙ୍କୁ ଠାରୁ ଦାଇତ୍ୱ ନେବାପରେ ପୂର୍ବତନ ଅଧ୍ୟକ୍ଷ ଙ୍କୁ ଉପଜିଲାପାଳ କେମିତି ଦେଲେ ପୁନର୍ବାର ଦାୟିତ୍ୱ ତାକୁନେଇ ଏବେ ବଡମ୍ବା ରେ ଚାଲିଛି ପାଲା,ଅନ୍ୟପକ୍ଷରେ ଜଣେ ଅଧ୍ୟାପିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣି ବଡମ୍ବା ଥାନାରେ ଦେଇଛନ୍ତି […]